ଭାଗ୍ୟରେ ଥିଲେ ମିଳନ୍ତି ଏହି 3 ନାମର ଝିଅ । Jyotisha Bani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ନାରୀ ମାନଙ୍କ ଉପରେ ବହୁତ କିଛି କଥା ବିଷୟ ରେ ବବରଣୀ ବର୍ଣ୍ଣିତ ରହିଛି । ଯେମିତି କି ସେମାନଙ୍କର କେଉଁ ପରି ଲକ୍ଷ୍ୟଣ ଥାଏ ,ସେମାନେ କେମିତି ଭାବେ ସ୍ୱଭାବ ରହିଥାଏ ଏହି ପରି ଅନେକ ପ୍ରକାରର କଥା ବିଷୟ ରେ ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣିତ ରହିଛି । ସେମିତି ରେ ଆମେ ଆଜି ସେହି ଥିରେ ଦର୍ଶା ଜାଇ ଥିବା କିଛି ଝିଅ ମାନଙ୍କ ବିଷୟ ରେ ଜାଣିବା ଯେଉଁ ଝିଅ ମାନେ ଏତେ ଭଲ ହୋଇ ଥାନ୍ତି । ଏପରି ଝିଅ ମାନଙ୍କୁ ଆପଣ ମାନେ ନିଜର ଜୀବନ ସାଥି ଭାବେ ଗ୍ରହଣ କରି ପାରିବେ ।

ଏହି କଥା ସବୁ ବେଳେ ମନେ ରଖିବା ଉଚିତ୍ କି ବ୍ୟକ୍ତି ର ରାଶି ଯେତେ ପରିମାଣ ରେ ଜୀବନରେ ମହତ୍ୱ ରଖେ ଠିକ୍ ସେତିକି ପରିମାଣ ରେ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ବି ବହୁତ ମହତ୍ୱ ରଖେ । ସେହିଥି ପାଇଁ ପ୍ରତ୍ୟେକ ପୁରୁଷ ମାନେ ଜୀବନ ରେ ନିଜ ଠାରୁ ବି ଅଧିକ ଭଲ ପାଉ ଥିବା ଜୀବନ ସାଥି ଟିଏ ଖୋଜନ୍ତି । ହେଲେ ସେମାନେ ସଠିକ୍ ଭାବେ ଚୟନ କରି ପାରନ୍ତି ନାହିଁ ହେଲେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ନାମର ର ପ୍ରଥମ ଅକ୍ଷର ରହି ଥିବା ଝିଅ ଙ୍କ ବିଷୟ ରେ କହିବୁ ଯାହାଙ୍କୁ ଆପଣ ମାନେ ନିଜର ଜୀବନ ସାଥି ଭବେ ଚୟନ କରି ପାରିବେ ।

girls

1. ପ୍ରଥମେ ରହିଛନ୍ତି G ନାମର ଝିଅ ମାନେ ଏହି ନାମର ଝିଅ ମାନେ ମନ ରୁ ବହୁତ ସଫା ହୋଇ ଥାନ୍ତି ,ଏମାନେ ଟିକିଏ ଇମୋସ୍ନାଲ ଟାଇପ୍ ର ହୋଇ ଥାନ୍ତି ସେହି ପରି ଭାବେ ଏହି ନାମର ମହିଳା ମାନେ ବହୁତ ଭାବୁକ ସ୍ୱଭାବ ର ହୋଇ ଥାନ୍ତି ସେହିଥି ପାଇଁ ନିଜ ପ୍ରିୟ ଲୋକ ମାନଙ୍କ ଠାରୁ ଧୋକା ବି ଖାଇ ଥାନ୍ତି । ଏମାନେ ଯାହାବି କହି ଥାନ୍ତି ସେହି କଥା କୁ କେବେ ବି ଭାଙ୍ଗନ୍ତି ନାହିଁ ଏମାନଙ୍କର ଭଲ ବ୍ୟବହାର ଯୋଗୁଁ ସମାଜ ରେ ଭଲ ଇଜ୍ଜତ୍ ବି ଏମାନଙ୍କର ବଢି ଥାଏ ।

2. ଦୁଇ ନମ୍ବର ରେ M ନାମର ଝିଅ ମାନେ ଏମାନେ ବହୁତ ସାର୍ଫ୍ ଏବଂ ସଚ୍ଚୋଟ ପ୍ରକୃତ ର ଝିଅ ମାନେ ହୋଇ ଥାନ୍ତି ଏହି ପରି ଝିଅ ମାନେ ଯେଉଁ ଘରେ ବୋହୁ ହୋଇ ଥାନ୍ତି ସେହି ଘରେ କୈଣସି ଅସୁବିଧା ହୋଇ ନ ଥାଏ ଏହି ଝିଅ ମାନେ ସବୁ ସମୟ ରେ ନିଜର ପରିବାର ଲୋକ ମାନଙ୍କ ଧ୍ୟନ ରଖନ୍ତି ଏବଂ ଗୋଟିଏ ଭଲ ବହୁ ହେବାର ପରିଚୟ ଏମାନେ ପ୍ରଦାନ କରନ୍ତି ।

girl

3. ତିନି ରେ S ନାମର ଝିଅ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁ ବେଳେ ବର୍ଷି ଥାଏ । ଏମାନେ ଯେଉଁ ଘର କୁ ବୋହୁ ହୋଇ ଜାଇ ଥାନ୍ତି , ସେହି ଘରେ କେବେ ବି ଧନ ଏବଂ ସମ୍ମାନ ର ଅଭାବ ହୋଇ ନ ଥାଏ । ଏମାନଙ୍କ ହୃଦୟ ବହୁତ ସଫା ହୋଇ ଥାଏ ଏହି ନାମର ଝିଅ ମାନେ କେବେ ବି ଅନ୍ୟ ର ଅନିଷ୍ଟ ଚିନ୍ତା କରନ୍ତି ନାହିଁ ଏହି କାରଣ ରୁ ଏମାନଙ୍କ ଉପରେ ସମସ୍ତେ ସନ୍ତୁଷ୍ଟ ରହି ଥାନ୍ତି ଏବଂ ବହୁତ ଭଲ ପାଇବା ବି ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *