ଝିଅ ମାନଙ୍କର ପାଦ ଦେଖି ଜାଣନ୍ତୁ ତାଙ୍କ ଚରିତ୍ର ବାବଦରେ।

ଏହି ଦୁନିଆରେ ନାରୀ ମାନଙ୍କର ପାଦରେ ଏପରି ନିଶ୍ଚୟ କିଛି ଚିହ୍ନ ଥାଏ ଯାହାଦ୍ୱାରା ଆମକୁ ତାଙ୍କର ଆଭ୍ୟନ୍ତରୀଣ ଚରିତ୍ର ବାବଦରେ ଜଣାପଡିଥାଏ। ମାତ୍ର ଏପରି ଅନେକ ଚିହ୍ନ ଥାଏ ଯାହାକି ଆପଣଙ୍କର ଦୃଷ୍ଟିଗୋଚର ହୁଏ ନାହିଁ ମାତ୍ର ତାହା ନାରୀ ମାନଙ୍କର ଚରିତ୍ର ତଥା ଆଦତ ବାବଦରେ ବହୁତ କିଛି କହିଥାଏ। ଆଜି ଆମେ ଆପଣଙ୍କ ପାଖରେ ଏପରି ହି କିଛି ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ନାରୀ ମାନଙ୍କର ପାଦ ଚିହ୍ନ ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ନାରୀ ମାନଙ୍କର ପାଦ ଚିହ୍ନ ବାବଦରେ କହିବୁ ଝା କି ଭଲ କି ଖରାପ ତାହା ଆପଣଙ୍କୁ ନିଜକୁ ହି ସ୍ଥିର କରିବାକୁ ପଡିବ। ତେବେ ଆଜି ଆମେ କେବଳ ଭଲ ଲକ୍ଷଣ ମାନଙ୍କ ବାବଦରେ ହି କହିବୁ ତେବେ ଆସନ୍ତୁ ତାହା ଜାଣିବା ପାଇଁ ଆମେ ଆମର ଅଭିଯାନ ଆରମ୍ଭ କରିବା। ଆମେ କେବଳ ନାରୀ ମାନଙ୍କର ଭଲ ଲକ୍ଷଣ ମାନଙ୍କ ବାବଦରେ ହି କହିବୁ। ଏହା ବାବଦରେ ଆପଣ ବେସି ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

feet

ଯେଉଁ ନାରୀ ମାନଙ୍କର ପାଦର ସମସ୍ତ ଆଙ୍ଗୁଠି ଯୋଡି ହୋଇ ରହିଥାଏ, ତାଙ୍କର ପାଦ ଚିକ୍କଣ, ଆଙ୍ଗୁଠି ରକ୍ତ ବର୍ଣର ତଥା ତାଙ୍କର ନଖ କାନଙ୍କରେ ଲାଲ ରକ୍ତ ବର୍ଣ ରହିଥାଏ ସେଭଳି ନାରୀ ମାନେ ବହୁତ ଭାଗ୍ୟବତୀ ହେଇ ଥାଆନ୍ତି। ଏମାନଙ୍କ ଆସିବା ସହ ତାଙ୍କ ଘରକୁ ମଧ୍ୟ ସୌଭାଗ୍ୟ ମାଡି ଆସିଥାଏ। ଏଭଳି ନାରୀ ମାନଙ୍କର ଆଗମନରେ ହି ଘର ସୁଖ ତଥା ଖୁସିରେ ମାଡି ଉଠିଥାଏ।

ଯେଉଁ ନାରୀ ମାନଙ୍କର ପାଦ ପୁରା ଚେପ୍ଟା ତଥା ତାଙ୍କର ଚର୍ମ ଚିକ୍କଣ ହେଇଥାଏ ସେଭଳି ନାରୀ ମାନେ ବହୁତ ସୁଖମୟ ହେଇଥାନ୍ତି ଆଉ ସେମାନେ ରାଜାରାଣୀ ଭଳି ଜୀବନ ଯାପନ କରିବାର ଭାଗ୍ୟ ନେଇକି ଜନ୍ମ ହୁଅନ୍ତି। ସେମାନଙ୍କର ଘରକୁ ଆସିବା ଦ୍ୱାରା ବି ଘରେ ସୁଖ ତଥା ଶାନ୍ତି ଖେଳି ଯାଇଥାଏ। ସେମାନଙ୍କର ଆଗମନ ମାତା ଲକ୍ଷ୍ମୀଙ୍କର ଆଗମନ ଭଳି ହେଇଥାଏ।

feet

ଯେଉଁ ନାରୀ ମାନଙ୍କର ପାଦ ଚିକ୍କଣ, ନଖ ଲାଲ ବର୍ଷ ତଥା ତାଙ୍କର ତଳି ବହୁତ ସୁବର୍ଣ ରଙ୍ଗର ହେଇଥାଏ ଆଉ ତାଙ୍କର ପାଦରେ ଶଙ୍ଖ, ଲଙ୍ଗଳ ଆଦିର ଚିହ୍ନ ଥାଏ ସେମାନେ ବହୁତ ସୁଲକ୍ଷଣି ହେଇଥାନ୍ତି ଆଉ ତାଙ୍କର ତାଙ୍କ ଶଆଉ ଘରକୁ ଯିବା କ୍ଷଣି ହିଁ ସେମାନେ ସଭିଙ୍କର ପ୍ରିୟ ହେଇଯାନ୍ତି।

ଯେଉଁ ନାରୀ ମାନଙ୍କର ପାଦର ତଳ ଝାଲୁଆ ଆଉ କୋମଳ ହେଇଥାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟବତୀ ହେଇଥାନ୍ତି ଆଉ ଯେଉଁ ନାରୀ ମାନଙ୍କର ପାଦର ତଳେ ବଜ୍ର, ଶଙ୍ଖ ତଥା ଅନେକ ଚିହ୍ନ ରହିଥାଏ ସେମାନେ ଆହୁରି ଅଧିକ ଭାଗ୍ୟବତୀ ହେଇଥାନ୍ତି।ଯେଉଁ ନାରୀ ମାନଙ୍କର ଓଆଡ଼ ବହୁତ କୋମଳ ହେଇଥାଏ ଆଉ ସେମାନେ କୋମାଲତା ସହ ସବୁ କାର୍ଯ୍ୟ ସମ୍ପାଦନ କରନ୍ତି ସେମାନେ ବହୁତ ନୀଚ କୁଳରେ ଜନ୍ମ ଗ୍ରହଣ କଲେ ମଧ୍ୟ ସେମାନଙ୍କର ଭାଗ୍ୟ ବହୁତ ଉଚ୍ଚରେ ଥାଏ ଆଉ ସେମାନେ ବହୁତ ସୁଖ ପାଆନ୍ତି।

Leave a Reply

Your email address will not be published. Required fields are marked *