ବାହା ହେବେ ଲିପ୍ସା ମିଶ୍ର । ଏହି ପୁଅକୁ ହେବାକୁ ଜାଉଛନ୍ତି ବାହା , ଦେଖନ୍ତୁ ଫଟୋ

lifsaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଓଲିଉଡ୍ ଇଣ୍ଡଷ୍ଟିର ଅଭିନେତ୍ରି ଯିଏକି ଲିପ୍ସା ମିଶ୍ର ଖୁବ୍ ଶିର୍ଘ ବିବାହ କରିବାକୁ ଯାଉଛନ୍ତି । ଆମର ଓଲିଉଡ୍ ଫିଲ୍ମୀର ଜଗତ ହଉ କିମ୍ବା ସିରିଏଲ ଜଗତ ସବୁଥିରେ କାମ କରି ସାରିଥିବା ଲିପ୍ସା ମିଶ୍ର ଖୁବ୍ ଶିର୍ଘ ବିବାହ କରିବେ । ତେବେ ଲିପ୍ସା କାହାକୁ ବିବାହ କରିବେ ଏବଂ କେବେ ବିବାହ କରିବେ । ଏମିତିକି ବିବାହ ସହିତ ଯୋଡିତ ସବୁ ଖବର ଆଜି ଆମେ ଆପଣ ମାନଙ୍କୁ କହିବା ।

lipsaa

ତେବେ ବନ୍ଧୁଗଣ ଯଦି ଦେଖିବେ ଲିପ୍ସାଙ୍କ ନିର୍ବନ୍ଧ ସରି ଗଲାଣି । ଏବଂ ଗତ କାଲି ମଧ୍ୟ ଲିପ୍ସା ସିଦ୍ଧାର୍ଥଙ୍କ ସହିତ ଅର୍ଥାତ ଲିପ୍ସାଙ୍କ ବଇଫ୍ରେଣ୍ଡ ସିଦ୍ଧାର୍ଥ ତାଙ୍କ ସହ ମିସି ସିଦ୍ଧାର୍ଥ ଙ୍କର ଜନ୍ମ ଦୀନକୁ ପାଳନ କରିଛନ୍ତି । ଏବଂ ଯାହାକୁ ନେଇ ଲିପ୍ସା ମିଶ୍ର ନିଜର ଇନଷ୍ଟ୍ରଗାମ ଏକାଣ୍ଟୁରେ ବହୁତ ଗୁଡିଏ ଫୋଟ ମଧ୍ୟ ସେୟାର କରିଥିଲେ ।

ତେବେ ଲିପ୍ସା ନିଜର ବଇଫ୍ରେଣ୍ଡ ଯିଏକି ସିନ୍ଧ୍ରାନ୍ତଙ୍କ ସହିତ ମିସି ଏହି ଜନ୍ମ ଦୀନରେ ବହୁତ ଗୁଡିଏ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ । ଆପଣ ମାନେ ମଧ୍ୟ ନିଶ୍ଚିନ୍ତ ଭାବରେ ଲିପ୍ସାଙ୍କର ବୋଫ୍ରେଣ୍ଡ ଅର୍ଥାତ ଲିପ୍ସା କାହାକୁ ବିବାହ କରିବେ ତାଙ୍କର ଫୋଟକୁ ନେଇ ନିଶ୍ଚିନ୍ତି ଦେଖିବାକୁ ପାଇଯିବେ । ତେବେ ଖବର ମୁତାବକ ଏହିଁ କିଛି ଦୀନ ଭିତରେ ଲିପ୍ସାଙ୍କର ନ୍ରିବନ୍ଧ ହେବାକୁ ଯାଉଛି ।

lipsssa

ଏହା ସହିତ ଲିପ୍ସା ଆସନ୍ତା ବର୍ଷ ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବଂ ଏହି ଜନ୍ମ ଦୀନରେ ମଧ୍ୟ ସିରିଏଲ ଜଗତର ଲିପ୍ସା ହୁଅଆନ୍ତୁ ଚଳଚିତ୍ର ଜଗତର ପୁପିନ୍ଦ୍ର ଏମିତି ଅନେକ ଗୋଡାଏ କଳାକାର ମଧ୍ୟ ଯୋଗ ଦେଇଥିଲେ । ତେବେ ଯଦି ଦେଖିବେ କିଛି ଦୀନ ପୃବରି ଲିପ୍ସା ସିଦ୍ଧାର୍ଥଙ୍କ ସହିତ ନିଜର ଇନଷ୍ଟ୍ରାଗାମ ଏକାଣ୍ଟୁରେ କିଛି ଫୋଟ ସେୟର କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *