ଆସନ୍ତୁ ଜାଣିବା ଯୋଗେଶ ଜୋଜୋଙ୍କ ଜୀବନଶୈଳୀ ବିଷୟରେ। ବାପରେ ଏତେ ଅଧିକ କମାନ୍ତି ଯୋଗେଶ ଯୋ ଯୋ

Yogesh Jojo

ଆଜିଆମେ ଆପଣମାନନଙ୍କ ପ୍ରିୟ ଯୋଗେଶ ଜୋଜୋଙ୍କ ବିଷୟରେ ଜାଣିବା ପଶ୍ଚିମ ଓଡିଶାର ଜଣେ ପ୍ରସିଦ୍ଧ କମେଡିଆନ, ଆକ୍ଟର, ରାଇଟର, ପ୍ରଡୁସର, ଡାଇରେକ୍ଟର ତଥା ମଲ୍ଟି ଟ୍ୟାଲେଣ୍ଟଡ଼ ଲୋକ କହିଲେ ତାଙ୍କୁ ଭୁଲ ହେବ ନାହିଁ। ଆଜି ଆମେ ତାଙ୍କ ଘର, ପରିବାର, କାମ, ସମ୍ପତି ଆଦି ବିଷୟରେ ସମସ୍ତ ତଥ୍ୟ ଜାଣିବା। ଏମିତିକି ସେ କାହାକୁ ବିବାହ କରିଛନ୍ତି ଓ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆପଣ ବହୁତ କିଛି ଜାଣିପାରିବେ।

Jogesh Jojo

ତାଙ୍କ ପ୍ରକୃତ ନାମ ଯୋଗେଶ ଓବର, ତାଙ୍କ ବାପାଙ୍କ ନାମ ଧନୁ ଓବର ଓ ମାଙ୍କ ନାମ ଜୟନ୍ତୀ ଓବର। ସେ ୧୦୯୩ ମସିହା ଜାନୁଆରୀ ମାସରେ ରସିଆପାଲିର ଏକ ମିଡ଼ିଲ କ୍ଳାସ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଏହି ଜନ୍ମ ଆଧାରରେ ତାଙ୍କର ବର୍ତ୍ତମାନ ବୟସ ୨୮ ବର୍ଷ। କେବଳ ପଶ୍ଚିମ ଓଡିଶା ନୁହେଁ ସେ ପୁରା ଓଡିଶାର ଘରେ ଘରେ ପରିଚିତ। ସେ ରସିଆପାଲି ସ୍କୁଲରେ ନିଜର ବିଦ୍ୟାଳୟ ପାଠ ପଢା ସରିବା ପରେ ଡିପିଏ କଜେଲରେ କଜେଲ ପାଠ ସାରିଥିଲେ।

କଜେଲ ପାଠପଢା ସରିବା ପରେ ସେ ମାତ୍ର ୩ ହଜାର ଟଙ୍କାରେ ଗୋଟେ ପେଟ୍ରୋଲ ପମ୍ପରେ କାମ ମଧ୍ୟ କରିଛନ୍ତି। ଆପଣଙ୍କୁ କହିରଖିବୁ ସେହି ପେଟ୍ରୋଲ ପମ୍ପରୁ ହିଁ ତାଙ୍କର ସିବାନିଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା ଓ ସେ ୨୦୧୯ ମହିସା ମାର୍ଚ୍ଚ ମାସ ୧୩ ତାରିଖରେ ଶିବାନିଙ୍କୁ ବିବାହ କରିଥିଲେ।ତାଙ୍କର ଯେହେତୁ ଅଭିନୟ ପ୍ରତି ରୁଚିଥିଲା ତେଣୁ ସେ ଏକ ଆକ୍ଟିଙ୍ଗ ସ୍କୁଲରେ ମଧ୍ୟ ଆକ୍ଟିଙ୍ଗ ଶିଖିଥିଲେ। ପରବର୍ତ୍ତୀ ସମୟରେ ଆମେ ସମସ୍ତେ ତାଙ୍କ କମେଡିକୁ ବହୁତ ପସନ୍ଦ କରୁଛେ।

 Yogesh

ତାଙ୍କର ୟୁଟୁବରେ ଏକ ଚ୍ୟାନେଲ ଅଛି ଯାହାର ନାମ ଜୋଜୋ ଯେ ୫ ପ୍ରଡକ୍ସନ ଅଟେ। ନିକଟରେ ଆପଣ ଜାଣିଥିବେ ତାଙ୍କର ଚ୍ୟାନେଲ ହ୍ୟାକ ହୋଇଯାଇଥିଲେ ଯାହାର ସସକ୍ରାଇବର ୧ ମିଲିୟନରୁ ଅଧିକ ଥିଲେ। ଏହା ପରେ ସେ ଆଉ ଏକ ନୂଆ ଚ୍ୟାନେଲ ଖୋଲିଛନ୍ତି ଯାହାର ଏବେ ପର୍ଯ୍ୟନ୍ତ ସସକ୍ରାଇବର ରହିଛନ୍ତି ୪ ଲକ୍ଷରୁ ଅଧିକ।ତାଙ୍କର ରୋଜଗାର କଥା କହିବା ତ ସେ ମାସକୁ ୨-୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଗୋଟେ ଷ୍ଟେଜ ଶୋ ପାଇଁ ସେ ୫୦ ହଜାରରୁ ଅଧିକ ନେଇଥାନ୍ତି।ଏହାର ଅନୁମାନ ଅନୁସାରେ ତାଙ୍କର ମୋଟ ସମ୍ପତି ରହିଥିବ ୭୦-୮୦ ଲକ୍ଷ ଟଙ୍କା।

Leave a Reply

Your email address will not be published. Required fields are marked *