ମୁଷା ଘରୁ ବାହାର କରିବାର ସହଜ ଏବଂ ସରଳ ଆୟୁର୍ବେଦିକ ଉପାୟ ଜାଣନ୍ତୁ

Mouse

ନାମସ୍କାର ବନ୍ଧୁଗଣ ଆପଣଂକୁ ଆମର ଏହି ସୁନ୍ଦର ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁମାନେ ଆଜି ଆମେ ଜାଣିବା ମୂଷା ଘରୁ  ବାହାର କରିବା ପାଇଁ ଆୟୁର୍ବେଦିକ ଘରୋଇ ଉପାୟ। ମୂଷା କୁ ନକାରାତ୍ମକ ଓ ଅଜ୍ଞାନୀ ଶକ୍ତି ର ପ୍ରତୀକ  ମାନାଯାଏ ଯେଉଁ ଘରେ ମୂଷା ଥାଏ ସେଇ ଘର ର ଲୋକ ମାନଙ୍କର ଭୌତିକ ବିକାଶ ହୋଇ ପରି ନଥାଏ।ମୂଷା  ଘରେ ମଇଳା  ଆଉ ଦରିଦ୍ର କୁ ଜନ୍ମ ଦେଇ ଥାନ୍ତି। ବଜାର ରେ ବହୁତ ଔଷଧ ମିଳେ ମୂଷା କୁ ମାରିବା ପାଇଁ କିନ୍ତୁ ମୂଷା ମରନ୍ତି ନାହିଁ। ଆଜି ମୁ  ଆୟୁର୍ବେଦିକ ଔଷଧ କହିବି ଯାହା ସୁରକ୍ଷିତ ଭି ଅଟେ ଆଉ ଯାହା ଦ୍ୱାରା ମୂଷା ଭି ଦୂର ହୋଇ ଯିବେ।

ପ୍ରଥମ ଉପାୟ ହେଲା ପେପେରମିନ୍ଟ  ତେଲ
–  ଏହାର ବ୍ୟବହାର ରେ ଆମେ ଅତି ସହଜରେ ମୂଷା କୁ ଘରୁ ବାହାର କରି ପାରିବା ଏହାର ଗନ୍ଧ ରେ ବହୁତ ହାର୍ଡ ହୋଇ ଥାଏ ଏହା କୁ ମୂଷା ମାନେ ସହନ କରି ପାରନ୍ତି ନାହିଁ। ତୁଳା ର ଛୋଟ ଛୋଟ ଗୁଳା କରି ଯୋଉଠି ମୂଷା ଅଛନ୍ତି ସେଇଟି ରଖି ଦିଅନ୍ତୁ।

Peppermint oil

ଲଙ୍କା ଗୁଣ୍ଡ : ଏହି ଉପାୟ ରେ ମୂଷା ମାନେ ଘରୁ ଶୀଘ୍ର ଘରୁ ବାହାରି ଯାନ୍ତି ।ଏଥି ପାଇଁ ଆପଣ ଲଙ୍କା ଗୁଣ୍ଡ କୁ ଶୁଖିଲା ଅଟେ ସହ ମିଶାଇ ମୂଷା ଯାଉଥିବା ରାସ୍ତା ରେ ରଖି ଦିଅନ୍ତୁ ମୂଷା ରା ନାକ ସମ୍ବେଦନ  ସିଳ  ହୋଇ ଥାଏ  ତେଣୁ ମୂଷା ମାନେ ଏହା କୁ ଖାଇବାକୁ ଆସିବା ଏବଂ ଲଙ୍କା ଗୁଣ୍ଡ ସେମାନଙ୍କୁ ବିତାଡିତ କରିବ।

ତେଜ ପତ୍ର – ଏହା କୁ ଆମେ ଖାଇବାରେ ବ୍ୟବହାର କରିଥାଉ  କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଯେ ମୂଷା କୁ ଘରୁ ବାହାର କରିବା ପାଇଁ ତେଜ ପତ୍ର ର ବ୍ୟବହାର କରା ଯାଇ ଥାଏ।

taja patra

ଏଥି ପାଇଁ ଆପଣ 4 ରୁ 5 ଟି ତେଜ ପତ୍ର ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ ଏହା କୁ ଜଳେଇ ଦିଅନ୍ତୁ ଆଉ କିଛି ସମୟ ପାଇଁ କବାଟ ଝରକା ବନ୍ଦ  କରି ଦିଅନ୍ତୁ ଏହା ର ଗନ୍ଧ  ରେ  ମୂଷା ମାନେ ଘରୁ ବାହାର କୁ ପଳେଇବେ ତେଜ ପତ୍ର ଦ୍ୱାରା କେବଳ ମୂଷା ନୁହେ ମଶା ମାଛି ଭି ଘରୁ ଦୂରେଇକି ପଳେଇବେ। ଅସରପା ଅନ୍ୟ ପୋକ ଜକ ମଧ୍ୟ ଏହି ଗନ୍ଧରେ ଘରୁ ପଳାୟନ କରନ୍ତି।

ବନ୍ଧୁଗଣ ଆମେ ଆପଣମାନଙ୍କ ପାଇଁ ଏଭଳି ଓଡ଼ିଆ ଖବର, ବାସ୍ତୁ ବିଚାର, ସ୍ୱାସ୍ଥ୍ୟ ଚିକିତ୍ସା,ମନୋରଞ୍ଜନ ଭିତ୍ତିକ ଆର୍ଟିକିଲ ଆଣିଦେଇଥାଉ ଏଭଳି ଖବର ସବୁବେଳେ ପଢିବା ପାଇଁ ତଳେ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *