( ଲାଫିଙ୍ଗ ବୁଧ ) ଘରେ କେଉଁଠି ରଖିଲେ ଧନର ବୃଦ୍ଧି ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଫେନସିଂ ବାସ୍ତୁ ଅନୁସାରେ କଇଁଛ ଏବଂ ଆକୁଆରିମ ର ଯେତିକି ମହତ୍ୱ ରହିଛି ଏହାଠାରୁ ଅନେକ ଅଧିକ ଲାଫିଙ୍ଗ ବୁଧ ରେ ମଧ୍ୟ ମହତ୍ୱ ଅନେକ ରହିଛି , ଆପଣ ମନେ ବଜାରରେ ଅନେକ ପ୍ରକାରର ଲାଫିଙ୍ଗ ବୁଧ ଦେଖିଥିବେ କେଉଁ ଥିରେ ଲାଫିଙ୍ଗ ବୁଧ ହାତରେ ମିଠା ଧରିଥିବେ ତ ଆଉ କେଉଁଥିରେ ଥଳି ଥିବ , କେଉଁଥିରେ ଲାଫିଙ୍ଗ ବୁଧ ଯୋଗ କରୁଥିବେ ତ କେୁଁଥିରେ ଡ୍ରାଗନ ଉପରେ ବସିଥିବେ ତେଣୁ ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ ବୁଧ ଲାଭ ଦାୟକ ଅଟେ ଏବଂ କେଉଁ ଲାଫିଙ୍ଗ ବୁଧ ଘରେ କିମ୍ବା ଅଫିସ୍ ରେ ରଖିବେ କେଉଁଠି ରଖିବେ ଏବଂ କେଉଁଠି ରଖିବେ ନାହିଁ ଏହି ଚିନ୍ତାରେ ନିଶ୍ଚିନ୍ତ ଥିବେ , ଆପଣଙ୍କର ଏହି୍ ସମସ୍ତ ପ୍ରକାର ଚିନ୍ତା ଦୂର କରିବି ସେଥିପାଇଁ ଆପଣ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

buddha

ନମ୍ବର 1- ଲାଫିଙ୍ଗ ବୁଧ ବସିଛନ୍ତି ଏବଂ ତାଙ୍କର ହାତରେ ମତିର ହାର ଧରିଛନ୍ତି ଏହିପରି ଲାଫିଙ୍ଗ ବୁଧ ଙ୍କୁ ଘରର ମୁଖ୍ୟ ଦ୍ୱାରରେ ଦୁଇ ରୁ ତିନି ଫୁଟ ଉଚ୍ଚତାରେ କୌଣସି ଷ୍ଟୁଲ ରେ ରଖି ଦିଅନ୍ତୁ ଧ୍ୟାନ ଦେବେକି ଏହି ଲାଫିଙ୍ଗ ବୁଧ ଏପରି ରଖିବା ଯେପରି କି ତାଙ୍କର ମୁଖ ବାହାରକୁ ରହିବ ଏବଂ ବାହାୈରୁ କୌଣସି ବ୍ୟକ୍ତି ଘରକୁ ପ୍ରବେଶ କରିବା ସମୟରେ ତାଙ୍କର ନଜର ଯେପରି ସର୍ବ ପ୍ରଥମେ ଲାଫିଙ୍ଗ ବୁଧ ଉପରେ ପଡିବ , ଏହିପରି ଲାଫିଙ୍ଗ ବୁଧ ଘରେ ସକାରତ୍ମକତା ବଢାଇ ଥାଏ ଏବଂ ଧନ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି କରାଇ ଥାଏ ।

ନମବର 2- ଥଳି ଧରିଥିବା ଲାଫିଙ୍ଗ ବୁଧ ଏପରି ଲାଫିଙ୍ଗ ବୁଧ ଦୋକାନ ବ୍ୟବସାୟ ଏବଂ ଅଫିସ୍ ପାଇଁ ଲାଭ ଦାୟକ ଅଟେ କିନ୍ତୁ ଏହାକୁ ମୁଖ୍ୟ ଦ୍ୱାର ସମୁଖରେ ନିଶ୍ଚୟ ରଖିବେ ଏହାର ଫାଇଦା ଏହା ହୋଇଥାଏ କି ଆପଣଙ୍କର ରୋଜଗାର ବଢାଇ ଥାଏ , ଦୋକାନ ବ୍ୟବସାୟରେ ଉନ୍ନତି ଦେଇଥାଏ କାରଣ ଫେନସିଂ ଅନୁସାରେ ଥଳି ଧରିଥିବା ଲାଫିଙ୍ଗ ବୁଧ ଧନକୁ ଚୁମ୍ବକ ପରି ଆକ୍ରଶିତ କରିଥାଏ , ଧ୍ୟାନ ଦଗେବେକି ଲାଫିଙ୍ଗ ବୁଧ ଧରିଥିବା ଥଳିଟି ଯେପରି ଖାଲି ନଥାଏ ।

Laughing buddha

ନମ୍ବର 3- ଧାତୁ ନିର୍ମିତ ଲାଫିଙ୍ଗ ବୁଧ ପ୍ରାୟତ ସବୁ ଲାଫିଙ୍ଗ ବୁଧ ମାଟିରେ ତିଆରି ହୋଇଥାଏ କିନ୍ତୁ ଯେଉଁ ମାନେ କୌଣଁସି କାର୍ଯ୍ୟ ପାଇଁ କିଛି ସଫଳତା ପାଇବା ପାଇଁ କୌଣସି ନିର୍ନୟ ସଠିକ୍ ଭାବରେ ନେଇ ପାରନ୍ତି ନାହିଁ ସେମାନେ କିପରି ସଠିକ୍ ନିର୍ନୟ ନେଇ ପାରିବେ ବା ତାଙ୍କର ନିର୍ନୟ ନେବାର କ୍ଷମତା ବୃଦ୍ଧି କରିବା ପାଇଁ ଧାତୁ ନିର୍ମିତ ଲାଫିଙ୍ଗ ବୁଧ ଘରେ କିମ୍ବା ଅଫିସ୍ ରେ ନିଶ୍ଚୟ ରଖନ୍ତୁ ଏହା ଦ୍ୱାରା ଆପଣଙ୍କ ନିର୍ନୟ ନେବାର କ୍ଷମତା ବଢିଥାଏ ,

ଧ୍ୟାନ ଦେବେକି ଏହି ଲାଫିଙ୍ଗ ବୁଧର ମୃତିଟି ଯେପରି ଭଙ୍ଗା ଫାଟା ହୋଇ ନଥାଏ ଅବା ସେଥିରେ ଧୂଳି ବାଲି ଜମିବାକୁ ଦେବେ ନାହିଁ ଏବଂ ଏହା ସହିତ ଏହାକୁ ସର୍ବଦା ପୂଜା ସ୍ଥାନରେ ରଖିବାକୁ ଚେଷ୍ଟା କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *