ଏହି ଦିନ ରେ କୁମ୍ଭ ରାଶି ଉପରେ କେମିତି ରହିବ ଶନି ଙ୍କ ଦୃଷ୍ଟି ଏବେ ଜାଣିଲେ ଆଗାମୀ ଦିନ ଖୁସୀ ରେ ଭରିଯିବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ କୁମ୍ଭ ରାଶି ର କୁଣ୍ଡଳୀ ରେ ଗୁରୁ ଓ ଚନ୍ଦ୍ରମା ଙ୍କ ଯୋଗ ରହିଛି । ବର୍ତମାନ ସମୟ ରେ ସେମାନଙ୍କ ଦ୍ୱତୀୟ ଏବଂ ତୃତୀୟ ଭାଗ ଖାଲି ରହିଛି । ସେହି ପରି ରାହୁ ଓ ଚନ୍ଦ୍ରମାର ଗ୍ରହଣ ଯୋଗ ଚତୁର୍ଥ ରେ ରହିଛି । ବୁଦ୍ଧ,ଶୁକ୍ର ଓ ମଙ୍ଗଳର ସ୍ଥିତି ରହିବ ପଞ୍ଚମ ଭାଗରେ ଏବଂ ଏମାନେ କିଛି ସମୟ ମଧ୍ୟ ରେ ନିଜେ ନିଜର ସ୍ଥିତି କୁ ପରିବର୍ତିତ କରି ପାରନ୍ତି । ବର୍ତମାନ କୁମ୍ଭ ରାଶି ର ମୂଖ୍ୟ ଗ୍ରହ ଶନି ଏବେ 12 ତମ ଘରେ ରହିଛନ୍ତି । ସେହିଥି ପାଇଁ ଏହି ରାଶି ର ଲୋକ ମାନେ ସ୍ୱାସ୍ଥ୍ୟ ରେ ଅବନ୍ନତି ଦେଖିବା ପାଇଁ ମିଳିବ ।

kumbha rasi

ଚର୍ମରୋଗ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଜାଇ ପାରେ। ତେଣୁ ଆପଣ ମାନଙ୍କୁ ସ୍ୱାଲସ୍ଥ୍ୟ ର ଯତ୍ନ ନେବାକୁ ପଡିବ। ଯେଉଁ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠୀ ର ସମସ୍ୟା ରହିଛି ସେମାନଙ୍କ ପାଇଁ ଏହି ସମୟ କଷ୍ଟ ସାଧ୍ୟ ଅଟେ । ଆପଣ ମାନଙ୍କର କୈଣସି ବି କାମ ଆପଣ ମାନଙ୍କ ପାଇଁ କଷ୍ଟ ପ୍ରମାଣିତ ହୋଇପାରେ । ତେବେ ଛାତ୍ର ଛାତ୍ରୀ ମାନଙ୍କ କୁଣ୍ଡଳୀ ରେ ବୃହସ୍ପତି ଚଳନ କରୁ ଥିବା ବେଳେ ଏମାନଙ୍କ ପାଇଁ ବହୁତ ଭଲ ସମୟ ରହିବ ।

ସେହି ପରି ଅନ୍ୟ ପକ୍ଷ୍ୟ ରେ ଆପଣ ମାନେ ଏହି ଦିନ ରେ ନୂଆ ନୂଆ ମିତ୍ର କରିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଆର୍ଥିକ ଉନ୍ନତି ପାଇଁ ଆପଣ ମାନେ ନୂତନ ଯୋଜନା କରିବେ । ଆପଣ ମାନଙ୍କ କାର୍ଯ୍ୟ ପ୍ରଣାଳୀ ରେ ସୁଧାର ଆସିବ, ଏହି ସମୟ ଠାରୁ ଆପଣ ମାନେ ଯେକୈଣସି ବି ନୂଆ କାର୍ଯ୍ୟ ର ଆରମ୍ଭ କରି ପାରିବେ ,ଆପଣ ମାନଙ୍କ ମାନ ସମ୍ମାନ ରେ ବୃଦ୍ଧି ହେବ, କିଛି ପ୍ରଭାବ ଶାଳୀ ବ୍ୟକ୍ତି ମାନଙ୍କ ବହୁତ ଭଲ ସଂମ୍ପର୍କ ବଢିବ, ଆପଣ ମାନଙ୍କ ଗୃହ ରେ ଛୋଟ ପିଲା ଆସିବାର ରହିଛି, ତଥା ଏହା ସହିତ ଘରେ ଖୁସି ର ବାତାବରଣ ସବୁ ସମୟ ରେ ଦେଖିବା ପାଇଁ ମିଳିବ ,

kumbha

କୁମ୍ଭ ରାଶି ରେ ଏହି ବର୍ଷ ଚତୁର୍ଥ ସ୍ଥାନ ରେ ବୁଧ ଏବଂ କେତୁ ରହିଛନ୍ତି ଏମାନେ ଏକତ୍ର ରହି ଥିବା ହେତୁ ଏହି ଦିନରେ ଏମାନଙ୍କ ମାତା ପିତାଙ୍କ ସ୍ୱାସ୍ଥ୍ୟ ରେ ଅନେକ ପରିବର୍ତନ ଦେଖିବା ପାଇଁ ମିଳିବ , ଏଠାରେ ଆପଣ ମାନଙ୍କୁ ମାତା ପିତାଙ୍କର ବିଶେଷ ଯତ୍ନ ନେବାକୁ ପଡିବ , କାରଣ ଏମାନଙ୍କ ଛୋଟ ରୋଗ ସମସ୍ୟା ସମାଧାନ ହେବାକୁ ଜାଉଛି ସେହି ପରି ଆପଣ ମାନଙ୍କର ଏହି ଦିନ ରେ ସଂମ୍ପତି ଜନିତ ଦୋଷ ବି ସଂମ୍ପର୍ଣ୍ଣ ଭାବେ ଦୂରହେବ ଆପଣ ମାନଙ୍କ ରୋକି ରହି ଥିବା କାମ ସଫଳ ହେବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *