କିଷାନ ସମ୍ମାନନିଧି ଯୋଜନା। ମାଗଣାରେ ପାଇ ପାରିବେ 2000 ଟଙ୍କା । ଜାଣନ୍ତୁ କିପରି

pm

ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ଦୈନିକ ଖବର ଯାହା କି ଅଛି ଆମ ପ୍ରଧାନମନ୍ତ୍ରୀଙ୍କର ପିଏମ କିଷାନ ସମ୍ମାନନିଧି ଯୋଜନା ବାବଦରେ। । ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ମାନେ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା ବିନା ବିଳମ୍ବରେ ଆଜିର ଖବର।

ଆପଣ ମାନଙ୍କ ପାଖରେ ଏକ ବଡ଼ ଖୁସି ଖବର ଆସିଯାଇଛି କାରଣ ଏହା କୃଷକ ମାନଙ୍କର ସମ୍ପର୍କରେ ଅଟେ । ଯଦି ଆପଣ ମଧ୍ୟ କୃଷକ ଅଟନ୍ତି ତାହେଲେ ଆପଣଙ୍କ ପାଇଁ ବଡ଼ ଖୁସିର ଖବର ଆସିଯାଇଛି। ଆପଣଙ୍କ ପାଇଁ ପିଏମ ମୋଦି ବଡ଼ ବ୍ୟବସ୍ଥା କରିଛନ୍ତି। ଯଦି ଆପଣ ମଧ୍ୟ ପିଏମ କୃଷି ସମ୍ମାନନିଧି ଯୋଜନା ରେ ନିଜର ନାମ ପଞ୍ଜିକୃତ କରିଛନ୍ତି ତାହେଲେ ଆପଣଙ୍କ ପାଇଁ ଆପଣଙ୍କର ଟଙ୍କା ଏବେ ଆସିବାକୁ ଯାଉଛି। ଆପଣଙ୍କର ଆକାଉଣ୍ଟ ଭିତରେ ନବମ କିସ୍ତି ଏବେ ଦାଖିଲ ହେବାକୁ ଯାଉଛି। ଏହା ଆମେ ଆଜି ଆପଣଙ୍କୁ ପ୍ରମାଣ ସହିତ କହିବାକୁ ଯାଉଛୁ କାରଣ ଆମେ ଏହା କିଛି ମନରୁ ଭାବି ଚିନ୍ତା କହୁନାହୁଁ।

Kisan

ଆପଣ ଏବେ ଦେଖି ପାରୁଥିବେ କି ଆପଣ ପିଏମ କିଷାନ ସର୍ଚ୍ଚ କରି ଯେତେବେଳେ ଆପଣ ଗୁଗୁଲରେ ଯିବେ ସେତେବେଳେ ଆପଣଙ୍କ ସାମ୍ନାରେ ଅନେକ କିଛି ଦେଖିବାକୁ ମିଳୁଥିବ। ଯେପରିକି ପିଏମ କିଷାନ ସମ୍ମାନ ନିଧି ଯୋଜନା ଆପଣଙ୍କ ଖାତାକୁ ଜଲଦି ଆସିବାକୁ ଯାଉଛି, ଇତ୍ୟାଦି ଇତ୍ୟାଦି। ଆପଣ ଦେଖି ହି ପାରୁଥିବେ କି ଏଠାରେ ଦୁଇଦିନ ହେଉ ଅଥବା ଦୁଇ ମାସ ହେଉ ଅଥବା ଦୁଇ ମିନିଟ ହେଉ ଇତ୍ୟାଦି ଆପଣଙ୍କ ପାଖରେ ଦେଖା ଯାଉଥିବ। ଆପଣ ଯେପରିକି ଦେଖୁଥିବେ କି ତାହା କିଷାନ ସମ୍ମାନନିଧି ଯୋଜନା ଅଛି। ଯଦି ଆପଣଙ୍କର ଡକୁମେଣ୍ଟରେ କିଛି ଭୁଲ ଚୁକ ରହିଯାଇଥିଲା ତାହେଲେ ଆପଣ ତାହାକୁ ଜଲଦି ଜଲଦି ସୁଧାରୀ ନିଅନ୍ତୁ କାରଣ ଆପଣଙ୍କୁ ବି ଏହି ପିଏମ କିଷାନ ସମ୍ମାନନିଧି ଯୋଜନା ଦ୍ୱାରା ଟଙ୍କା ମିଳିବାର ସୁଯୋଗ ଅଛି।

ତେବେ ଏହି କିଷାନ ସମ୍ମାନ ନୀଧି ଯୋଜନାରେ ନାମ ପଂଜିକାରଣ କରିଥିବା କୃଷକ ମାନଙ୍କର ଆକାଉଣ୍ଟ ତଥା ତାଙ୍କ ନାମ ସହ ଯୋଡ଼ା ଥିବା ଜମି ଜମା ବାବଦରେ ଯାଞ୍ଚ କରାଯାଏ। ଯଦି ଏହା ଠିକ ଥାଏ ତାହେଲେ ସେହି କୃଷକଙ୍କର ନାମ ଏହି ପୋର୍ଟାଲ ଭିତରେ ବାହାରେ। ଏହାଦ୍ୱାରା ତାଙ୍କର ଜମି, ଜମିର ଆବଶ୍ୟକତା ତଥା ଉପସ୍ଥିତୁ ସବୁ ଯାଞ୍ଚ କରାଯାଏ। ତାହା ଠିକ ଥିଲେ ହି ତାଙ୍କର ନାମ ପୋର୍ଟାଲ ଭିତରେ ବାହାରି ଥାଏ। କୃଷକ ତଥା ତାଙ୍କର ପାରିବାରିକ ନାମ ପଞ୍ଜିକରଣ କରିବା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଂଚଳ ର ଦାୟିତ୍ତ୍ୱ ଅଟେ।

pm Kisan

କାରଣ ଏହା ଭିତରେ ତାଙ୍କର ନାମ ଯିବା ପରେ ହି ତାଙ୍କ ନାମ ସହ ଯୋଡ଼ା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥାଏ। ଏହିପରି ଭାବେ ରାଜ୍ୟ ସରକାର ଦ୍ୱାରା ତାଙ୍କର ନାମ ପଞ୍ଜିକାରଣ ହୁଏ ଆଉ ତାହା ପରେ ହି ତାହା କେନ୍ଦ୍ରର ପୋର୍ଟାଲ ଭିତରକୁ ଯାଏ ତାହାପରେ ତାହା ବାବଦରେ ଟଙ୍କା ମିଳିଥାଏ। ତେବେ ଏହିପରି ଭାବେ କୃଷକ ମାନଙ୍କ ପାଇଁ ଆସିଛି ଖୁସି ଖବର ଆଉ ତାଙ୍କୁ ଆଉ ଥରେ ଟଙ୍କା ଆଉ ଗୋଟେ କିସ୍ତିରେ ମିଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *