ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଜାଉଛନ୍ତି ଓଡିଆ ହିରୋ ରାଜରାଜେସ ତେବେ ସେ କେଉଁ ହିରୋଇନ୍ କୁ ବିବାହ କରୁଛନ୍ତି ସେହି ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ବନ୍ଧଗଣ ଆପଣ ମାନେ ଓଡିଆ ହିରୋ ରାଜରାଜେସ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତୁଳସୀ ସିରିଏଲ ମାଧ୍ୟମ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରି ଥିଲେ ରାଜରାଜେସ ତାହାଲେ ନିଜର ଅଭିନୟ ଦ୍ୱାରା ବର୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏକ ଅଲଗା ପ୍ରକାରର ନାମ କରି ପାରିଛନ୍ତି ।
ତାହାଲେ ବନ୍ଧୁଗଣ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଜାଉଛନ୍ତି ରାଜରାଜେସ । ହେଲେ ଏହା ତାଙ୍କର ରିୟଲ୍ ଲାଇଫ୍ ର ବିବାହ ନୁହେଁ ବରଂ ରିଲ୍ ଲାଇଫ୍ ର ବିବାହ ଅଟେ ବର୍ତମାନ ସମୟ ରେ ରାଜରାଜେସ ଗୋଟିଏ ଫିଲ୍ମ କରିବା ପାଇଁ ଜାଉଛନ୍ତି । ଜାହାର ନାମ ରହିଛି ଇଏ ଗୋଟିଏ ଲଭ୍ ଷ୍ଟୋରୀ ସେହି ଫିଲ୍ମ ରେ ରାଜରାଜେସ ବିବାହ ବନ୍ଧନ ରେ ବାନ୍ଧି ହେଉ ଥିବାର ନଜର ଆସିଛନ୍ତି , ଆଉ ଏହି ଫିଲ୍ମ ଟି ଗୋଟିଏ ତ୍ରୋକଣିୟ ଲଭ୍ ଷ୍ଟୋରୀ କୁ ନେଇ ପ୍ରସ୍ତୁତ ହୋଇଛି ।
ଯେଉଁ ଥିରେ ଆପଣ ମାନେ କମେଡିଆନ ଗୁଡୁ ଏବଂ ବହୁତ ସାରା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଦେଖିବା ପାଇଁ ପାଇବେ ଆଉ ଏହି ଫିଲ୍ମ ର ସୁଟିଂ ବର୍ତମାନ ସମୟ ରେ ଲାଗି ରହିଛି ତାହାଲେ ବନ୍ଧୁଗଣ ଏହି ଫିଲ୍ମ ସହିତ ବହୁତ ଆଲବମ୍ ଏବଂ ସିରିଏଲ ରେ ରାଜରାଜେସ ଙ୍କୁ ଅଭିନୟ କରି ଥିବାର ଦେଖିବା ପାଇଁ ପାଇଥିବେ ।
ତେବେ ଗତ ବର୍ଷ ରାଜରାଜେସ ଙ୍କ ଶ୍ରଦ୍ଧା ଙ୍କ ସହିତ ନିର୍ବନ୍ଧ ସେଷ ହୋଇଛି ରିୟଲ୍ ଲାଇଫ୍ ରେ ଆଗାମୀ ବର୍ଷ ରେ ସେ ବିବାହ କରିବା ପାଇଁ ଜାଉଛନ୍ତି । ସେମିତି ରେ ଆପଣ ମାନଙ୍କୁ ରାଜରାଜେସ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।