July 15 ତାରିଖ ରେ ଓଡିଶା ବନ୍ଧ ରହିବ କାରଣ ନିଶ୍ଚିତ ଜାଣନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ବାମଦଳ ର ଆହ୍ୱାନ ପାଇଁ ପୁଣି ଥରେ 15 ଜୁଲାଇ ରେ ଓଡିଶା ବନ୍ଧ ହେବାକୁ ଜାଉଛି । ଏହି ବନ୍ଧ ଡାକରା କୁ କଂଗ୍ରେସ ସମର୍ଥନ କରିଛି । ତେବେ 15 ଜୁଲାଇ ରେ ଓଡିଶା ରେ ସକାଳୁ 6 ଟା ରୁ ମଧ୍ୟନ୍ନ 12 ଟା ପର୍ଯ୍ୟନ୍ତ ସଂମ୍ପର୍ଣ୍ଣ 6 ଘଣ୍ଟିଆ ବନ୍ଧ ଡାକରା ଦେଇଛ ବାମଦଳ । ବର୍ତମାନ ସମୟ ରେ କୋରନା ର ମହାମାରୀ ପାଇଁ ମଣିଷ ଜୀବନ ସଂଙ୍କଟାପର୍ଣ୍ଣ ହୋଇସାରିଛି । ଏହା ସାଙ୍ଗକୁ ଜିନିଷ ର ଦରବୃଦ୍ଧି ବି ବହୁତ ପରିମାଣ ରେ ଘଟୁଛି । ତେବେ କେନ୍ଦ୍ର ସରକାର ଙ୍କ ଏମିତି ଜନମରଣ ନୀତି କୁ ବିରୋଧ କରି 4 ଟି ବାମଦଳ ମାନେ ଏହି ବନ୍ଧ ଡାକରା ଦେଇଛନ୍ତି ।

lock

ଏହି ଡାକରା କୁ ଓଡିଶା ର କଂଗ୍ରେସ ଦଳ ସଂମ୍ପର୍ଣ୍ଣ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତାଙ୍କର କହିବା କଥା କି 15 ତାରିଖ ଦିନ କେହିବି ପେଟ୍ରୋଲ, ଡିଜେଲ , ଗ୍ୟାସ୍ ନକିଣନ୍ତୁ । ଏହା ସରକାର ଙ୍କୁ ସୂଚେଇ ଦେବ କି ଓଡିଶା ବାସୀ କୁ କେଉଁ ପରି ଭାବେ ଦର ଦାମ୍ ବୃଦ୍ଧି ବାଧୁଛି । ଗତ ବର୍ଷ କୋରନା ମହାମାରୀ ପାଇଁ ଲୋକ ମାନେ ବହୁତ ଚିନ୍ତିତ ରହିଛନ୍ତି ।

 

ଚଳିତ ବର୍ଷ ବି ଏହି ମହାମାରୀ ରୋକିବାର ନାମ ବି ନେଉ ନାହିଁ । ତଥା ଆବଶ୍ୟକ ଜିନିଷ ର ବି ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ଏହି ମହାମାରୀ ପାଇଁ ବହୁତ ଲୋକ ମାନେ ଦୁଇ ମୁଠା ଖାଇବା ପାଇଁ ବି ପାଉ ନାହାଁନ୍ତି । ଏବଂ ଏମିତି ହେବାର କାରଣ ରାଜ୍ୟ ରେ ବର୍ତମାନ ସମୟ ରେ ଲକଡାଉନ୍ ଏବଂ ସର୍ଟଡାଉନ୍ ବାରମ୍ବାର ହେବାରେ ଲାଗିଛି ।

Lockdown

ଜାହା ଫଳ ରେ ଲୋକ ମାନେ ଘରେ ରହି ଭୁଲ ଓପାସ ରେ ମରୁଛନ୍ତି । ମାତ୍ର ପରିସ୍ଥିତି ଟିକିଏ କୋହଳ ହେବାରୁ ସରକାର ବର୍ତମାନ ସମୟ ରେ ଦରଦାମ୍ ବୃଦ୍ଧି କରିବାରେ ଲାଗିଛନ୍ତି । ବର୍ତମାନ ସମୟ ରେ ଏହି ପରିସ୍ଥିତି ରେ ଖାଉଟୀ ଙ୍କ ପାଖରେ କୈଣସି ବି ପ୍ରକାରର କାର୍ଯ୍ୟ ନଥିବାରୁ ସେମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏବଂ ଏମିତି ଭାବେ ସରକାର ଙ୍କ ନିୟମ ଯୋଗୁଁ ବାମଦଳ ର ଆହ୍ୱାନ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *