ବାହୁଡା ଯାତ୍ରା ପରେ ଏହି ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବେ ସ୍ୱୟଂ ଜଗନ୍ନାଥ।

Jagannath

ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ରାଶିର ଲୋକଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ଭାଗ୍ୟ ବାହୁଡା ଯାତ୍ରାରେ ପରିବର୍ତ୍ତମ ହେବାକୁ ଯାଉଛି। ରଥଯାତ୍ରା ପରେ ମାତ୍ର ସାତ ଦିନ ପରେ ହି ବାହୁଡା ଯାତ୍ରା ପଡିଥାଏ। ଏହି ବାହୁଡା ଯାତ୍ରାରେ ଏପରି ୬ଟି ରାଶି ଅଛନ୍ତି ଯାହାଙ୍କ ଉପରେ ସ୍ୱୟଂ ଭଗବାନ ଜଗନ୍ନାଥ କୃପା କରିବାକୁ ଯାଉଛନ୍ତି। ଏମାନଙ୍କୁ କୋଟିପତି ହେବାରୁ କେହି ବି ଅଟକାଇ ପାରିବ ନାହିଁ। ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ରହିବାକୁ ଯାଉଛି। ତେବେ ସେମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି।

Jagannath

ଆମେ ଯେପରିକି ଜାଣୁ କି ଆମ ଧର୍ମ ହ୍ରଣ୍ଠ ମାନଙ୍କରେ ଗ୍ରହ ଆଉ ନକ୍ଷତ୍ର ମାନଙ୍କୁ ବିଶେଷ ମହତ୍ତ୍ୱ ଦିଆ ଯାଇଥାଏ ଆଉ ଏହି ରାଶି ମାନଙ୍କର ପରିଚାଳନା ଏହାର ନବଗ୍ରହ ମାନଙ୍କର ଚଳନ ଦ୍ୱାରା ହେଇଥାଏ। ଏମାନଙ୍କର ଚଳନାରେ ଟିକେ ବି ପରିବର୍ତ୍ତନର ପ୍ରଭାବ ସିଧା ଏହି ରାଶି ମାନଙ୍କ ଉପରେ ପଡିଥାଏ। ଯେତେବେଳେ କି ପବିତ୍ର ତିଥି ଅଥବା ମୁହୂର୍ତ୍ତ ହୁଏ ସେହି ଗ୍ରହ ମାନଙ୍କର ଚଳନ ଭଲ ଭାବରେ ହେଇଥାଏ। ତେବେ ଏହି ନବଗ୍ରହ ମାନଙ୍କର ଚଳନକୁ ଗୁରୁତ୍ତ୍ୱ ପ୍ରଦାନ କରା ଯାଇଥାଏ। ଆଉ ଏହି ଗ୍ରହ ମାନଙ୍କର ଚଳନ ଆମ ମାନଙ୍କର ଭାଗ୍ୟ ଉପରେ ପ୍ରଚୁର ପ୍ରଭାବ ପକାଇଥାଏ। ଏହାର କାରଣ ଏଇଆ କି ବାସ ଏହା କିଛି ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ ତ ଆଉ କିଛି ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପରିବର୍ତ୍ତନ ହି ସୃଷ୍ଟିର ଚିରନ୍ତନ ସତ୍ୟ ଅଟେ।

ବଢୁଥିବା ସମୟ ମାନଙ୍କ ସହ ବ୍ୟକ୍ତିଙ୍କର ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଲାଗି ରହିଥାଏ ଆଉ ତାହା ହେବାହିଁ ଅବା କାହିଁକି। କାରଣ ପରିବର୍ତ୍ତନ ହି ଜୀବନର ପ୍ରତୀକ ଅଟେ। ତେଣୁ ପ୍ରତ୍ୟେକ ବ୍ୟକ୍ତିଂଜ ଜୀବନରେ ଦୁଃଖ ଆଉ ସୁଖ ଲାଗି ରହିବ। ଆଜି ଆମେ ତାହା ବାବଦରେ ହି କହିବାକୁ ଯାଉଛୁ କି ଗ୍ରହ ମାନଙ୍କର ପରିବର୍ତ୍ତନ ଦ୍ୱାରା ସେହି ଲୋକ ମାନଙ୍କର ଜୀବନରେ ପରିବର୍ତ୍ତନ ଲାଗି ରହିବ ଆଉ ତାହା ସହ ଆମେ ଏହା ମଧ୍ୟ କହିବାକୁ ଯାଉଛୁ କି ବଦଳୁଥିବା ସମୟ ସହ ସେମାନଙ୍କର ପରିବର୍ତ୍ତନ ବି ଲାଗି ରହିବ। ଏହି ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବାହୁଡା ଯାତ୍ରାରେ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

mata Lakshmi

ଏହି ସବୁ କାରଣରୁ ଏହି ରାଶି ମାନଙ୍କ ଜୀବନରେ କିଛି ଏପରି ପରିବର୍ତ୍ତନ ହେବାକୁ ଯାଉଛି କି ଏହି କାରଣରୁ ଏମାନଙ୍କୁ ତଥା ଏମାନଙ୍କ ଜୀବନରେ ଅନେକ କିଛି ହେବ।ମାତା ଲକ୍ଷ୍ମୀ ଏମାନଙ୍କ ଉପରେ କୃପା ବର୍ଷା କରିବେ ଆଉ ଏମାନଙ୍କ ପାଇଁ ଆଗକୁ କିଛି ବର୍ଷ ଆଉ ଜମା ବି ଅଭାବ ରହିବ ନାହିଁ। ଏହି ମହାସନଯୋଗ କାରଣରୁ ଆପଣନ୍କ ଉପରେ ମାତା ଲକ୍ଷ୍ମୀ ଆଉ ଭଗବାନ ବିଷ୍ଣୁ କୃପା ବର୍ଷା କରିବେ। ଯାହା କାରଣରୁ ଏମାନଙ୍କ ଉପରେ ଧନବର୍ଷା ହେବ।ଏମାନଙ୍କ ଆର୍ଥିକ ଅଭାବ ସବୁ କିଛି ଦୂର ହେଇଯିବ।

ତେବେ ସେହି ରାଶି ମାନେ ହେଉଛନ୍ତି, ବୃଷ ରାଶି, କନ୍ୟା ରାଶି, ସିଂହ ରାଶି, ମକର ରାଶି ଆଉ କୁମ୍ଭ ରାଶି।

Leave a Reply

Your email address will not be published. Required fields are marked *