ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ନିଅନ୍ତି Superstar Anubhav Mohanty ଜାଣିଲେ ଆଶ୍ଚର୍ୟ୍ଯ ହେବେ?

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣିବା ପାଇଁ ଇଚ୍ଛା ହେଉ ଥିବ କି ଆମର ସୁପର ଷ୍ଟାର ଅନୁଭବ ମହାନ୍ତି କେତେ ପରିମାଣ ରେ ଓଲିଉଡ ରେ ନିଜର ଦବଦବା ବଜେଇ ରଖିଛନ୍ତି ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି , ଏହା ସହିତ ତାଙ୍କର ଫିଲ୍ମ କରିବା କେରିଅର କୁ ନେଇ ଏଠାରେ କିଛି ଅଜଣା କଥା ଜାଣି ନେବା ,

ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ, ବନ୍ଧୁଗଣ କହି ଦେବୁ କି ଅନୁଭବ୍ ମହାନ୍ତି 2004 ରେ ମୁକ୍ତିଲାଭ କରି ଥିବା ଫିଲ୍ମ ଆଇଲଭ୍ ୟୁ ରେ ନିଜର ଅଭିନୟ ଆରମ୍ଭ କରି ଥିଲେ ଏବଂ ସେହି ସମୟ ରେ ଏହି ଓଡ଼ିଆ ସିନେମା ଏକ କୋଟି ରୁ ଅଧିକ ଟଙ୍କା ର ବ୍ୟବସାୟ ସୃଷ୍ଟି କରି ଥିଲା ସେହି ସମୟ ରେ ଏହି ସିନେମା ରେ ଅଦ୍ଭୁତ ପୂର୍ଣ୍ଣ ସଫଳତା ସହିତ ଅନେକ ଙ୍କୁ ବିସ୍ମିତ କରି ଥିଲା ଏହି ସିନେମା ହେଲେ ସେହି ସମୟ ରେ ଗୋଟିଏ ଚର୍ଚା ଚାଲି ଥିଲା କି ସିଦ୍ଧାନ୍ତ ଙ୍କ ବିନା ଓଲିଉଡ୍ ର ଭାର ଚାଲି ପାରିବ ନାହିଁ ବୋଲି ।

anubhav

ସେମିତି ବେଳେ ଗୋଟିଏ ନବାଗତ ନାୟକ ଭାବେ ଏହି ଫିଲ୍ମ କୁ ହିଟ୍ କରେଇ ଲୋକ ମାନଙ୍କ ଠାରେ ସେ ପ୍ରଶଂସା ର ପାତ୍ର ହୋଇ ଥିଲେ ଏବଂ ଏହାର ପରେ ପରେ କୁହା ଜଜାଇ ଥିଲା କି ଏହି ଫିଲ୍ମ ର ସଫଳତା ପଛରେ ଅନୁଭବ କ୍ରେଜ୍ ର ଏକ ବଡ କାରଣ ରହି ଥିଲା ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବୁ ।

କହି ଦେବୁ କି ଏହି ଫିଲ୍ମ ପୂର୍ବ ରୁ 2003 ରେ ଏ ଯୁଗ ର କୃଷ୍ଣ ସୁଦାମା ରିଲିଜ୍ ହୋଇ ଥିଲା ସେହି ଫିଲ୍ମ ରେ ସିଦ୍ଧାନ୍ତ ହିରୋ ରହି ନ ଥିଲେ ହେଲେ ତା ପୂର୍ବ ରୁ ଆସି ଥିବା ସବୁ ଫିଲ୍ମ ରେ ସେ ହିରୋ ଭାବେ କାମ କରୁ ଥିଲେ ସେ ଏହି ଫିଲ୍ମ ପାଇଁ ବହୁତ ଟଙ୍କା ମାଗି ଥିଲେ, ସେହି ସମୟ ରେ ସେହି ଫିଲ୍ମ ରେ ମିଥୁନ ଚକ୍ରବର୍ତି ଙ୍କୁ ଆଣି ଫିଲ୍ମ ତିଆରି କରା ଜାଇ ଥିଲା ।

a

ସେହି ସମୟ ରେ ଏହି ଫିଲ୍ମ ବି ହିଟ୍ ହୋଇ ଥିଲା ଏବଂ ପରେ ପରେ ଏହାର ସମାନ ଭିତ୍ତିକ ଫିଲ୍ମ ତିଆରି କରି ବାହାର କରିବ ବୋଲି ସେହି ସମୟ ରେ ଏକ ନୂଆ ହିରୋ ଙ୍କୁ ନେବେ ବୋଲି ଫିଲ୍ମ ପ୍ରୋଜଜନା ଟିମ୍ ଭାବି ଥିଲା ସେହି ସମୟ ରେ ଆଲବମ୍ ଦୁନିଆଁ ରେ ଅୁବଭବ୍ ମହାନ୍ତି ବେସ୍ ପରିଚୟ ରହି ଥାନ୍ତି ,ଏବଂ ସେହି ସମୟ ରେ ତାଙ୍କର କିଛି ଆଲବମ୍ ଉପରେ ପ୍ରୋଜଜକ୍ ସଞୟ ନାୟକ ଙ୍କ ଆଖି ପଡିଲା ସେହିଥି ପାଇଁ ସେ ତାଙ୍କର ଆଗାମୀ ଫିଲ୍ମ ରେ ଅନୁଭବ ଙ୍କୁ ନେବେ ବୋଲି ବାଛି ଥିଲେ ,

ତେବେ ତାଙ୍କର ଗୋଟିଏ ଫିଲ୍ମ ପାଇଁ ନେଉ ଥିବା ଟଙ୍କା ବିଷୟ ରେ କହିଲେ ସେ ସବୁ ହିରୋ ମାନଙ୍କ ଠାରୁ ଅଧିକ ଟଙ୍କା ନେଇ ଥାନ୍ତି କାରଣ ଓଡିଶା ରେ ତାଙ୍କର ସବୁଠୁ ଅଧିକ ଫେନ୍ସ ମାନେ ରହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *