କେଉଁ ମାସରେ ଘର କଲେ କଣ ହୁଏ ଜାଣନ୍ତୁ।

ghara56

ବନ୍ଧୁଗଣ ଏପରି ବି କିଛି ମାସ ରହିଛି ଯେଉଁ ମାସ ରେ ଆପଣ ମାନେ ଯେକୈଣସି କାର୍ଯ୍ୟ କରିଲେ ମଧ୍ୟ ଆପଣ ମାନଙ୍କୁ ଲାଭ ମିଳି ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଜିବନ ସାରା ଧନ ର ବର୍ଷା ହେବାର ଦେଖିବେ । ଏବଂ ଖାସ୍ କରି ଯଦି ଆପଣ ମାନେ ଏହି ମାସ ରେ ଘର କରି ଥାନ୍ତି ତେବେ ସବୁ ଖୁସି ଆପଣଙ୍କୁ ମିଳିଥାଏ ।

ସବୁ ବେଳେ ଆପଣ ମାନେ ଯଦି ନିଜର ଘରକୁ ଏହି ସବୁ ମାସ ରେ କରିବେ ତେବେ ଆପଣ ମାନଙ୍କୁ କେବେ ବି ଏପରି ସମସ୍ୟା ରେ ପଡିବା ପାଇଁ ପଡିବ ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏବଂ ଲୋକ ମାନଙ୍କ ନଜର ବି ଘର ଉପରେ ପଡି ଥିଲେ ଆମ ମାନଙ୍କ ସଂସାର ରେ ନିଆଁ ଲାଗି ଯିବା ପରି ଲାଗି ଥାଏ ।

ପ୍ରଥମେ ରହିଛି ଯଦି ଆପଣ ମାନେ ବୈଷାଖ ମାସ ରେ ଆପଣ ମାନଙ୍କ ଘର ର ଆରମ୍ଭ କରୁ ଛନ୍ତି । ଆପଣ ମାନଙ୍କ ଘରେ ସବୁ ସମୟ ରେ ଉନ୍ନତି ହେଉ ଥିବ । ଆପଣ ମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳି ଥାଏ । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଧନ ରତ୍ନ ର ଅଭାବ ରହିବ ନାହିଁ ।

house

ଯଦି ଆପଣ ମାନେ ଏହା ଛଡା ଜ୍ୟଷ୍ଠ ମାସ ରେ ଘର ର ଆରମ୍ଭ କରୁଛନ୍ତି । ବହୁତ ଲୋକ ମାନେ ଆପଣ ମାନେ ଦେଖି ଥିବେ ସେମାନେ ଘର ଅଧା କରି ହିଁ ରହିଛନ୍ତି । ତେବେ ଗୃହ କର୍ତା ଙ୍କର ମୃତ୍ୟୁ କାର୍ଯ୍ୟ ରେ ଅସୁବିଧା ହେବ । ଏମିତି ହେବା ପଛ ରେ ସେମାନଙ୍କ ଭୁଲ ମାସ ରେ ଘର ତିଆରି କରିବା ହେଉଛି ପ୍ରଧାନ କାରଣ ।ଯଦି ଆପଣ ମାନେ ଆଶାଢ ମାସ ରେ ଘର ତିଆରି କରନ୍ତି । ଯଦି ଏହା ଛଢା ଆପଣ ମାନେ ଶ୍ରାବଣ ମାସରେ ଘର ତିଆରି କରନ୍ତି । ତେବେ ସବୁ କାର୍ଯ୍ୟ ସିଦ୍ଧ ହୋଇ ଥାଏ ।

ତେବେ ଘରକୁ ଧନ ପ୍ରାପ୍ତି ଏବଂ ବ୍ୟବସାୟ ରେ ଧନ ବୃଦ୍ଧି ହେବାର ରହି ଥାଏ । ଆଶିର୍ଣ୍ଣ ମାସ ରେ କଲେ ଘର ର ଲୋକ ମାନଙ୍କ ରୋଗ ବୁଦ୍ଧି ହୋଇ ଥାଏ । ସେହି ପରି ବେଳେ ଭାଦ୍ରବ ମାସ ରେ ଆପଣ ମାନେ ଯଦି ଘ କରନ୍ତି ତେବେ ବି ଆପଣ ମାନେ ସଫଳ ହେବେ ।ଯଦି ଆମେ ମାର୍ଗଶୀର ମାସ ର କଥା କହିବା ତେବେ ସବୁଠୁ ଭଲ ହୋଇ ଥାଏ ଘର ତିଆରି ପାଇଁ ମାତା ଲକ୍ଷ୍ମୀ ଙ୍କ ଆଶିଷ ସହିତ ଆପଣ ମାନଙ୍କ ଘର ସବୁ ସମୟ ରେ ଖୁସି ରେ ଭରି ଯାଇ ଥାଏ ।କାର୍ତିକ ମାସ ରେ କଲେ ଆପଣ ମାନଙ୍କ ଘରେ ଚୋର ମାନଙ୍କ ଭୟ ରହି ଥାଏ ନିଶ୍ଚିତ ଭାବେ ଆପଣ ମାନଙ୍କ ଘରେ ଛୋରୀ ହେୋବାର ସମ୍ବାବନା ରହି ଥାଏ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *