ପୂର୍ବ କାଳରେ କିପରି ରାଜା ମହାରାଜ ନିଜ ର ଶହ ଶହ ପତ୍ନୀଙ୍କୁ ସନ୍ତୁଷ୍ଟ ଦେଉଥିଲେ?

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜିକାଲିକା ସମୟରେ ପୁରୁଷ ମାନେ ନିଜକୁ ଦୁର୍ବଳ ମନେ କରୁଛନ୍ତି। ଖରାପ ଖାଦ୍ୟପେୟ ଅଭ୍ୟସ୍ତ ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଆମ ଯୌ-ନ ସ୍ୱାସ୍ଥ୍ୟ ଉପରେ ପଡୁଛି।

କମ ବୟସର ଯୁବକ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଯୌ-ନ ଦୁର୍ବଳତା ଦେଖିବାକୁ ମିଳୁଛି। ଅନେକ ଯୁବକ ନ-ପୁଂ-ସ-କ-ତା,ହାରନିଆ,ଧା-ତୁ-ହୀ-ନ-ତା,ସ୍ବ-ପ୍ନ-ଦୋ-ଷ ଇତ୍ୟାଦିରେ ପୀଡିତ ହେଉଛନ୍ତି। ଆପଣ ମାନେ ଜାଣିଥିବେ ଯେ, ପ୍ରାଚୀନ କାଳ ରେ ଏକ ରାଜା ଙ୍କ ପାଖ ରେ ଶହେ ରୁ ଅଧିକ ରାଣୀ ରହୁଥିଲେ। ଏହି ରାଣୀ ଙ୍କୁ ସନ୍ତୁଷ୍ଠ କରିବା କୁ ରାଜା କିଛି ଏପରି ଔଷଧ ର ସେବନ କରିଥାନ୍ତି । ଯାହା ଦ୍ୱାରା ରାଜା ଙ୍କ ର ଶରୀରର ଷ୍ଟାମିନା ବୃଦ୍ଧି ହେଇଥାଏ।

ଏହି ରାଜାମାନେ ଏହିପରି ଅନେକ ରାଣୀ ଙ୍କ ସହ ମଧ୍ୟ ଶା-ରୀ-ରି-କ ସମ୍ବନ୍ଧ ରଖିପାରୁଥିଲେ। ଆଜି ଏହି ବିଷୟ ରେ ଆୟୁର୍ବେଦ ବିଜ୍ଞାନ ଅନେକ ପ୍ରଚେଷ୍ଟା ଜାରି ରଖିଛି। ତେବେ ଚାଲନ୍ତୁ ଜାଣିବା ରାଜା ମାନେ ଏପରି କେଉଁ ଜିନିଷ ର ସେବନ କରୁଥିଲେ ଯାହା ଦ୍ୱାରା ରାଜା ମାନେ ଅନେକ ରାଣୀ ଙ୍କୁ ସନ୍ତୁଷ୍ଠ କରିପାରୁଥିଲେ। ଆୟୁର୍ବେଦ ବିଜ୍ଞାନ ଅନୁସାରେ ପ୍ରାଚୀନ କାଳ ରେ ରାଜା ଙ୍କ ପାଖ ରେ 100 ରୁ ଅଧିକ ରାଣୀ ରହୁଥିଲେ।

king

ସେହି ସମୟ ରେ ରସୁଣ , ଜାଇଫଳ , ଅଶ୍ଵଗନ୍ଧା , ଶିଳାଜିତ , ଧଳା ମୁସଲି ଆଦି ର ସେବନ କରିଥାନ୍ତି। ଏହି ସବୁ ଜିନିଷ ରେ ମିନେରାଲସ ଓ ଭିଟାମିନ ଆଦି ରହିଥାଏ। ଯାହା କି ଶରୀର ର ବ୍ଲଡ଼ ସ୍ରକୁଲେସନ , ଇମ୍ୟୁନିଟି ଓ ଟେଷ୍ଟଷ୍ଟିରନ ହର୍ମୋନ ରହିଥାଏ। ବାସ୍ତବରେ, ମୁଖ୍ୟ କଥା ଏହା ଯେ ପ୍ରାଚୀନ କାଳରେ ରାଜ ବୈଦ୍ୟ ଥିଲେ ଯିଏ ରାଜା ଏବଂ ସମ୍ରାଟମାନଙ୍କୁ ଏହି ଔଷଧ ବିଷୟରେ ଜ୍ଞାନ ଦେଉଥିଲେ। ତଥାପି, ଏହି ଜିନିଷଗୁଡିକ ବ୍ୟବହାର କରିବା ପୂର୍ବରୁ ଥରେ ଡାକ୍ତରୀ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।

ଏହା ଦ୍ୱାରା ଶରୀର ରେ ଷ୍ଟାମିନା ଅଧିକ ବୃଦ୍ଧି ହେଇଥାଏ । ଏହି ସବୁ ଫଳ ରେ ଅନେକ ଔଷଧୀୟ ପାଉଡର ରହିଥାଏ ଯାହା କି ବର୍ତମାନ ସମୟ ରେ ମଧ୍ୟ ଆୟୁର୍ବେଦ ଔଷଧ ରୂପେ ସହଜ ରେ ମିଳିପାରୁଛି। ଏହି ଔଷଧ ର ସେବନ ପ୍ରତୋକ ଦିନ ରାତି ରେ ଶୋଇବା ପୂର୍ବ ରୁ ଗରମ ପାଣି କିମ୍ଭା କ୍ଷୀର ରେ ସେବନ କରିପାରିବେ । ଏହା ଦ୍ୱାରା ଶରୀର ରେ ଉର୍ଜା ର ସଂଚାର ହେଇଥାଏ। ଏବଂ ଶରୀର ରେ ଷ୍ଟାମିନା ବୃଦ୍ଧି ହେଇଥାଏ। ଏହା ଦ୍ୱାରା ଯୌନ ଦୁର୍ବଳତା ମଧ୍ୟ ଦୂର ହେଇଥାଏ ଏବଂ ଶୀଘ୍ର ପତନ ପରି ସମସ୍ୟା ମଧ୍ୟ ଦୂର ହେଇଥାଏ।

body

ଯଦି ଆପଣ ଏହି ଔଷଧ ର ସେବନ ନିୟମିତ କରିଥାନ୍ତି ତେବେ ଆପଣ ଅଧିକ ବୟସ ରେ ମଧ୍ୟ ନିଜ ପାର୍ଟନର ଙ୍କୁ ଅଧିକ ଶାନ୍ତି କରିପାରିବେ ଏବଂ ବୈବାହିକ ଜୀବନ ଆନନ୍ଦମୟ ହେଇପାରିବ ।ଏହା ଦ୍ୱାରା ଆପଣ ଙ୍କ ର ସବୁ ଶାରୀରିକ କମଜୋରୀ ଦୂର ହେଇଥାଏ।ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଜାଣି ସାରିଥିବେ ଯେ ପୁରାତନ କାଳରେ, ରାଜା ମହାରାଜା ନିଜର ଶାରୀରିକ ଶକ୍ତି ଦକ୍ଷତା କିପରି ବଜାୟ ରଖୁଥିଲେ ଏବଂ ଏତେ ଦିନ ପର୍ଯ୍ୟନ୍ତ ଯୁବକ କିପରି ଦେଖାଯାଉଥିଲେ ?

ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *