ଘରର କେଉଁ ଜାଗାରେ ଲୁଣ ରଖିଲେ ଆପଣଙ୍କର ଧନ ୧୦ ଗୁଣା ହେଇଥାଏ।

ବନ୍ଧୁଗଣ ମନୁଷ୍ୟ ଜୀବନରେ ସବୁ ଜିନିଷ ଉପରେ ସନ୍ତୁଳନ ରକ୍ଷା କରିବା କିପରି ତାହା ଆମେ ଲୁଣ ପାଖରୁ ଶିଖିଥାଉ। ଆପଣଙ୍କୁ ଜଣା ହି ଥିବ କି ଲୁଣ ଆମ ମାନଙ୍କ ପାଇଁ ଖାଦ୍ୟରେ କେତେ ଅଧିକ ଜରୁରୀ ସାବ୍ୟସ୍ତ ହେଇଥାଏ। ଆମ ଖାଦ୍ୟରେ ଲୁଣ ଆମ ଆବଶ୍ୟକତା ମାତ୍ର ପକାଇଲେ ହି ତାହା ଆମ ଖାଦ୍ୟର ସ୍ୱାସ୍ଥ୍ୟ ବୃଦ୍ଧି କରିଥାଏ। ତେବେ ଆବଶ୍ୟକତା ଠାରୁ କମ ଲୁଣ ଅଥବା ଅଧିକ ଲୁଣ ପକାଇବା ଦ୍ୱାରା ତାହା ଆମ ଖାଦ୍ୟର ସ୍ୱାଦ ଖରାପ କରିଥାଏ ଆଉ ଆମ ସ୍ୱାସ୍ଥ୍ୟ ପାଇଁ ବି ତାହା ହାନିକାରକ ହେଇଥାଏ। ତେବେ ବିଜ୍ଞାନ ଅନୁସାରେ ବି ଲୁଣ ଆମ ଶରୀର ପାଇଁ ବହୁତ ଜରୁରୀ ହେଇଥାଏ।

ବିଜ୍ଞାନ ଅନୁସାରେ ଲୁଣ ଆମ ଶରୀରରେ ଥିବା ମସ୍ତିସ୍କ ପାଇଁ ବହୁତ ଜରୁରୀ ସାବ୍ୟସ୍ତ ହେଇଥାଏ ଆଉ ତାହାର ଆବଶ୍ୟକତା ଆମ ଶରୀର ପାଇଁ ବହୁତ ଅଧିକ ମାତ୍ରାରେ ରହିଥାଏ। ତେବେ ଲୁଣର ମହତ୍ତ୍ୱ ଆମ ଶରୀରରେ ତ ରହି ହି ଥାଏ। ତାହା ସହିତ ହି ଏହା ଆମ ଶରୀର ସହିତ ଆମ ଜୀବନରେ ମଧ୍ୟ ସକାରାତ୍ମକ ମନୋଭାବ ଆଣିଥାଏ। ଏହା ଆମ ଜୀବନର ଦଶା ତଥା ଦିଶା ସବୁକିଛି ପରିବର୍ତ୍ତନ କରିପାରେ। ଆଜି ଆମେ ଆପଣଙ୍କ ପାଖରେ ଲୁଣର କିଛି ମହତ୍ତ୍ୱପୂର୍ଣ ବ୍ୟବହାର ବିଷୟରେ ଜାଣିବା ଯାହା କି ଆବହମାନ କାଳରୁ ଚାଲି ଆସୁଛି।ମାତ୍ର ଚିମୁଟାଏ ଲୁଣ ହି ଆପଣଙ୍କୁ ଗରିବରୁ ଏକାଥରେ ଧନୀ କରି ଦେଇପାରେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ମାନଙ୍କ ବାବଦରେ ।

salt

୧:- ପ୍ରଥମତଃ ଆପଣଙ୍କୁ ଏହା ଜାଣିବା ଦରକାର କି ଲୁଣ ସକାରାତ୍ମକ ଶକ୍ତିର ଉତ୍ସ ହେଇଥାଏ ଆଉ ତାହା ଆପଣଙ୍କ ଚାରି ପାଖରେ ସକାରାତ୍ମକ ଶକ୍ତି ଭାରି ଦେଇଥାଏ। ତେବେ ଏହାର ଚାରିପାଖରେ ରହିବା ଦ୍ୱାରା ତାହା ଆମ ଜୀବନର ସବୁ ନକାରାତ୍ମକ ଶକ୍ତିକୁ ଦୂର କରିଦେଇଥାଏ ଆପଣ ଏକ ପାତ୍ରରେ ଲୁଣ ରଖି ତାହାକୁ ଆପଣଙ୍କ ଘରର ଚାରିପାଖରେ ରଖି ଦିଅନ୍ତୁ ଏହାଦ୍ୱାରା ଆପଣଙ୍କ ଜୀବନର ସବୁ ନକାରାତ୍ମକ ଶକ୍ତି ଦୂର ହେଇଯିବ।

୨:- ଆପଣ ଆପଣଙ୍କ ଘର ପୋଛୁଥିବା ପାଣିରେ ଲୁଣ ପକାଇ ପୋଛିବା ଦ୍ୱାରା ଆପଣଙ୍କ ଘରର ସବୁ ନକାରାତ୍ମକ ଶକ୍ତି ଦୂର ହେଇଯାଏ। ଯଦି ଘରେ କ୍ଳେଶ ହେଇଥାଏ ଅଥବା ଘରର ଲୋକ ମାନଙ୍କ ଭିତରେ ବାରମ୍ବାର ଝଗଡା ଲାଗି ରହିଥାଏ ତେବେ ଆପଣ ଲୁଣର ଏହି ଉପାୟ ଅବଲମ୍ବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘର ଝଗଡା ରୁ ଦୁରେଇ ରହେ।

salt

୩:- ଯଦି ଆପଣଙ୍କ ବାସ୍ତୁ ଶାସ୍ତ୍ରରେ କୋଛି ଦୋଷ ଥାଏ ତାହେଲେ ଆପଣଙ୍କ ଘରର ଲୋକମାନଙ୍କ ଭିତରେ ସର୍ବଦା କୁଚିନ୍ତା ଲାଗିରହେ ଆଉ ଆପଣଙ୍କ ଘରର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସର୍ବଦା ଖରାପ ରହେ। ଆପଣ ଏହି ବାସ୍ତୁ ଦୋଷ ଦୂର କରିବା ପାଇଁ ଲୁଣ ବ୍ୟବହାର କରିପାରିବେ। ଆପଣ ନିଜର ଗାଧୁଆ ଘରେ ଏକ କାଚ ପାତ୍ରରେ ଲୁଣ ଭରି ନିଜର ଗାଧୁଆ ଘରେ ରଖି ଦିଅନ୍ତୁ ଆଉ ପ୍ରତି ସପ୍ତାହ ତାହାକୁ ବଦଳାନ୍ତୁ। ଏହାଦ୍ୱାରା ଆପଣଙ୍କର ବାସ୍ତୁ ଦୋଷ ଦୁରେଇ ଯିବ।

Leave a Reply

Your email address will not be published. Required fields are marked *