ମାଛ କଣ୍ଟା ଯଦି ତଣ୍ଟି ରେ ଲାଗିଯାଏ ତେବେ ତୁରନ୍ତ କରନ୍ତୁ ଏହି 5 ଟି କାମ।

fish

ମାଛ କଣ୍ଟା ଯଦି ତଣ୍ଟି ରେ ଲାଗିଯାଏ ତେବେ ତୁରନ୍ତ କରନ୍ତୁ ଏହି 5 ଟି କାମ। ବନ୍ଧୁଗଣ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମାଛ ଖାଇବାକୁ ବହୁତ ପସନ୍ଦ। କିନ୍ତୁ ଆପଣ ଦେଖିଥିବେ ବେଳେବେଳେ ମାଛ ଖାଉଥିବେ ବେଳେ ତଣ୍ଟିରେ କଣ୍ଟା ଲାଖିଯାଇଥାଏ। ଯଦି ଏପରି ଏହି ସମୟରେ ନିଶ୍ବାସ ଅଟକିଲା ଭଳି ଅନୁଭୂତ ହୋଇଥାଏ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହାଦ୍ବାରା ଆପଣଙ୍କ ତଣ୍ଟିରୁ ସହଜରେ ମାଛ କଣ୍ଟା ବାହାରିଯିବ। ସାଧାରଣତଃ ଯଦି କିଛି ଜିନିଷ ଗଳାରେ ଅଟକି ରୁହେ ତେବେ ପ୍ରଥମେ ସମସ୍ତେ କାସିବା ଆରମ୍ଭ କରିଦେଇଥାନ୍ତି ।

 Fish

ଗଳାରୁ କଣ୍ଟା ବାହାର କରିବାର ମଧ୍ୟ ସହଜ ଉପାୟ ହେଉଛି ଅଧିକ ସମୟ ପର୍ଯ୍ଯନ୍ତ କାସିବା। ଏହା ଦ୍ବାରା ଗଳାରେ ଫସିରହିଥିବା କଣ୍ଟା ସହଜରେ ବାହାରି ଯାଇଥାଏ।ଯଦି କାହାର ଗଳାରେ ମାଛ କଣ୍ଟା ଲାଗିଯାଇଥାଏ, ତେବେ ତାଙ୍କୁ ତୁରନ୍ତ ଅଲିଭ୍ ତେଲ ପିଆନ୍ତୁ। ତେଲ ପିଇବା ଦ୍ବାରା କଣ୍ଟା ଗଳାରୁ ସହଜରେ ଖସିଯାଇଥାଏ। ଏବଂ ଏହା ଶରୀର ପାଇଁ ହାନିକାରକ ମଧ୍ୟ ହୋଇନଥାଏ ।

ସମସ୍ତେ ସାଧାରଣତଃ ମାଛକଣ୍ଟା ଗଳାରେ ଅଟକିଲେ କଦଳୀ ଖିଆଯାଇଥାଏ। କଣ୍ଟା ଲାଗିଥିଲେ ତୁରନ୍ତ କଦଳିର ଖଣ୍ତ ବିନା ଚୋବାଇ ଗିଳିବାକୁ ଚେଷ୍ଟା କରନ୍ତୁ। ଏହା କରିବା ପାଇଁ ଟିକିଏ ଅସୁବିଧା ହୋଇପାରେ।

kanta

କିନ୍ତୁ ଏପରି କରିବା ଦ୍ବାରା ମାଛକଣ୍ଟା ସହଜରେ ଗଳାରୁ ତଳକୁ ଖସି ଯାଇଥାଏ। ମାଛକଣ୍ଟାକୁ ଗଳାରୁ ବାହାର କରିବାର ଏକ ଚତ୍ମତକାରୀ ଉପାୟ ହେଉଛି ଶୁଖିଲା ରୁଟି ଚୋବାଇବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୁଖିଲା ରୁଟି ଚୋବାଇବା ଦ୍ବାରା ମାଛ କଣ୍ଟା ବାହାରିଯାଏ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *