ସୁନ୍ଦରୀ ଝିଅକୁ କେମିତି ପଟେଇବା ? ସହଜ ଉପାୟ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ଚାହାଁଁନ୍ତି କି ଯେଉଁ ଝିଅ କୁ ଆପଣ ଭଲ ପାଆନ୍ତି ସେ ବି ଆପଣଙ୍କୁ ପାଗଳ ପରି ଭଲ ପାଉ , କେବଳ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ପ୍ରୟୋଗ କରିବା ଦ୍ୱାରା ଝିଅ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଚାହିଁବ ଏବଂ ସେ ନିଜ ପଟରୁ ଆପଣ ମାନଙ୍କୁ ପଟେଇବା ପାଇଁ ଚେଷ୍ଟା କରିବ । ତେବେ ଆସନ୍ତୁ ଜାଣି ନେବା

girl

ନମ୍ବର 1- ବନ୍ଧୁଗଣ ପ୍ରତେକ ଝିଅର କିଛି ନିଶ୍ଚିନ୍ତ ଇଛା ଥାଏ , ପ୍ରତେକ ଝିଅ ସବୁବେଳେ ଭାବି କି ରଖି ଥାନ୍ତି ତାଙ୍କ ଜୀବନ ସାଥି କେମିତି ହୋଇଥିବ । ତେଣୁ ଆପଣ ବି ଯେଉଁ ଝିଅକୁ ପସନ୍ଦ କରୁଛନ୍ତି ସବୁବେଳେ ତା ମନରେ କଣ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ । ଏବଂ ଝିଅର ମନ ମୁତାବକ କାମ କରନ୍ତୁ , ଦେଖିବ ଝିଅବି ଆପେ ଆପେ ତୁମକୁ ପସନ୍ଦ କରିବାକୁ ଲାଗିବ ।

ନମ୍ବର 2- ଆପଣ ମାନେ ସବୁ ଝିଅ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଯେମିତି କି ଯେଉଁ ଦୋକାନ ରେ ଗ୍ରାହକ ସଂଖ୍ୟା ବେଶୀ ସେଠାକୁ ସବୁ ଲୋକ ମାନେ ଯିବାକୁ ପସନ୍ଦ କରନ୍ତି ତେଣୁ ଏହି ଫେକ୍ଟ ରେ ଆପଣ ମାନଙ୍କ ପାଖକୁ ନିଜର ପାର୍ଟନର ନିଜେ ଦୈଡି କରି ଆସିବ । ନମ୍ବର 3- ରେ ରହିଛି ଆପଣ ମାନେ ନିଜର ପାର୍ଟନର ଙ୍କୁ କିଛି ବି ସ୍ପେସିଆଲ ଫିଲ୍ କରେଇବା ଆବଶ୍ୟକ ଅଟେ । କିଛି ଏମିତି କରନ୍ତୁ ଯେଉଁ ଥିରେ ତାଙ୍କର ମନ ପରିବର୍ତନ ହେବ ଏବଂ ସେମାନେ ଆପଣଙ୍କ ବିଷୟ ରେ ସ୍ପେସିଆଲ ଫିଲ୍ କରିବେ

girls

ଆପଣଙ୍କ ପ୍ରତି ସେମାନଙ୍କର ପ୍ରେମ ବଢିିବ ଏବଂ ସେ ନିଜେ ତାଙ୍କୁ ଆଡୁ ଆପଣଙ୍କ ପାଖକୁ ଦୈଡି କରି ଆସିବେ । ଏବଂ ସେମାନେ ଆପଣ ମାନଙ୍କୁ ବହୁତ ପରିମାଣ ରେ ବିଶ୍ୱାସ ବି କରିବେ । ତଥା ଏହି ପରି ଝିଅ ମାନେ ଆପଣ ମାନଙ୍କୁ ପାଗଳ ପରି ବି ଭଲ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *