ଆମ ଆଖି କେତେ ମେଗପିକ୍ସେଲ। ଜାଣନ୍ତୁ ଏହାର ସଠିକ ଜବାବ

ଆଜି ଆମେ ଆପଣଙ୍କ ପାଖରେ ଏକ ବହୁତ ସ୍ୱତନ୍ତ୍ର ଖବର ନେଇକି ଆସିଛୁ ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ମଣିଷ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ବାବଦରେ। ଏହାର ତିଆରି ତଥା ଏହାର ଶକ୍ତି ଆଉ ମହତ୍ତ୍ୱ କେତେ ସେସବୁ ଆଜି ଆମେ କହିବୁ ଆଜିର ଚର୍ଚ୍ଚାରେ। ତେବେ ଏହା କଣ ଆଉ ସେହି ଅଙ୍ଗ କଣ ଅଟେ ତାହା ବାବଦରେ ଆମେ ଚର୍ଚ୍ଚା କରିବୁ। ଆଶା କରୁଛୁ କି ଏହା ଆପଣ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିବ ଆଉ ଯଦି ଆପଣ ଏହା ଜାଣିବାକୁ ଚାହାନ୍ତି ତାହେଲେ ଆପଣ ଏହାକୁ ଶେଷ ଯାଏ ପଢନ୍ତୁ ଆଉ ଅଧିକ ଜାଣିବା ପାଇଁ ଆମ ସହ ଯୋଡ଼ା ରୁହନ୍ତୁ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

Eyes

ଆପଣ ଜାଣନ୍ତି କି କାନୁଷ୍ୟ ନିଜର ବିଜ୍ଞାନ ବଳରେ ଯେତେ ଆଗକୁ ବି ଯାଉ ନା କାହିଁକି ସେ କେବେ ବି ପ୍ରକୃତିର ଶୈଳୀ ସହ ନିଜକୁ ମିଶାଇ ପାରିବ ନାହିଁ। ପ୍ରକୃତି ହେଉଛି ବ୍ରହ୍ମାଣ୍ଡର ସବୁଠୁ ବଡ଼ କାରିଗର। ତେବେ ଏହି ପ୍ରକୃତି ହି ଆମକୁ ତିଆରି କରିଛି ଆଉ ଆମେମାନେ ଏହାର କାରିଗରୀ ଅଟୁ। ଏହି ପ୍ରକୃତି ଦ୍ୱାରା ସୃଷ୍ଟ ମନୁଷ୍ୟ ପାଖରେ ଏପରି ଅନେକ ଅଙ୍ଗ ଅଛି ଯାହା କି ଆଉ କେଉଁ ନିର୍ଜୀବ ବସ୍ତୁ ପାଖରେ ହୁଏତ ନାହିଁ। ତେବେ ମନୁଷ୍ୟ ନିଜର ହାତ ଦ୍ୱାରା ଖାଇ ପାରୁଛି, ଜିନିଷ ଉଠାଇ ପାରୁଛି, ନାକ ଦ୍ୱାରା ଶୁଙ୍ଘି ପାରୁଛି, ଗୋଡ଼ ଦ୍ୱାରା ଚାଲିପାରୁଛି ଆଉ ଏଭଳି ଆହୁରି ଅନେକ କିଛି ।

ସବୁଠୁ ବଡ଼ କଥା ହେଲା କି ମନୁଷ୍ୟ ପାଖରେ ଏକ ମସ୍ତିଷ୍କ ଅଛି ଯାହା କି ଆଉ କାହାରି ପାଖରେ ନାହିଁ ଆଉ ଏହାଦ୍ୱାରା ମନୁଷ୍ୟ ଏପରି କିଛି ଜିନିଷ ବୁଝି ପାରିଛି ଯାହାକୁ କି ଅନ୍ୟାନ୍ୟ ଜୀବଜନ୍ତୁ ମାନେ ପାରନ୍ତି ନାହିଁ। ସେଥିପାଇଁ ହି ମନୁଷ୍ୟକୁ ଶ୍ରେଷ୍ଠ ଯିବା କୁହାଯାଏ। ତେବେ ଆଜି ଆମେ ମନୁଷ୍ୟର ଆଖି ବାବଦରେ କହିବାକୁ ଯାଉଛୁ ଯାହାର ପାୱାର ତଥା ଏହାର ଶକ୍ତି କେତେ ତାହା ଚର୍ଚ୍ଚା କରିବା।

Eye

ଆପଣ ତ ବଜାରରେ ଆସୁଥିବା ସ୍ମାର୍ଟଫୋନ ବାବଦରେ ଜାଣି ହି ଥିବେ। ଆଜିକାଲି ଏହାର କ୍ୟାମେରା କ୍ବାଲିଟି ୧୬,୩୨,୨୦ ତଥା ୬୪ ମେଗା ପିକ୍ସେଲ ଇତ୍ୟାଦି ଆସିଗଲାଣି। କଣ ଆପଣ କେବେ ନିଜ ମସ୍ତିଷ୍କରେ ଏହା ଭାବିଛନ୍ତି କି ମନୁଷ୍ୟର ଆଖିର କ୍ବାଲିଟି କେତେ? ତେବେ ଆଜି ଆମେ ତାହାରି ବାବଦରେ କହିବାକୁ ଯାଉଛୁ। ବୈଜ୍ଞାନିକ ମାନଙ୍କର ଅନେକ ଗବେଷଣା ମାନଙ୍କ ପରେ ଏହା ଜଣା ପଡ଼ିଛି କି ମନୁଷ୍ୟର ଆଖିର କ୍ବାଲିଟି ଅଟେ ୫୭୬ ମେଗା ପିକ୍ସେଲ ।

ଏହା ଦୁନିଆର କେଉଁ ବି କ୍ୟାମେରା ଠାରୁ ଅଧିକ ଭଲ ଭାବରେ ଦେଖିପାରେ। ଏହା ସବୁ ଚିତ୍ର ତାହାର ସବୁଠୁ ଶୁଦ୍ଧତ୍ତମ ଭାବରେ ଦେଖିପାରେ। ଯାହାର ଆଖି ଖରାପ ଥାଏ ସେ ଟିକେ ତାର କ୍ବାଲିଟି ହରେଇ ବସେ ଆଉ ଏହାଦ୍ୱାରା ହି ସେ ଚିତ୍ର ସାମାନ୍ୟ ଝାପ୍ସା ଦେଖିଥାଏ।

Leave a Reply

Your email address will not be published. Required fields are marked *