ଆଜିଠୁ ପ୍ରବଳ ବର୍ଷା। ଏହି ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି।

rain

ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ଆଜିଠୁ ସୃଷ୍ଟି ହେଇଛି ଲଘୁଚାପ ଆଉ ଏହାର ପ୍ରଭାବରେ ପ୍ରାୟ ଜିଲ୍ଲା କୁ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ଏହା ସହିତ ପ୍ରାୟ ଜିଲ୍ଲାକୁ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

batya

ଆଜି ଠାରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାହା ସହ ସଂଲଗ୍ନ ଅଂଚଳ ମାନଙ୍କରେ ଲଘୁଚାପ ସୃଷ୍ଟି ହେଇଛି ଆଉ ଏହାର ପ୍ରଭାବରେ ଉତ୍ତର ପୂର୍ବ ଓଡିଶା ତଥା ଏହା ସହ ସଂଲଗ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ଓଡିଶା ଯାଏ ଏକ ଲଘୁଚାପ ସୃଷ୍ଟି ହେଇଛି ଆଉ ତାହା ସହ ରାଜସ୍ତାନ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଓଡିଶା ସହିତ ପଶ୍ଚିମ ବଙ୍ଗ ଯାଏ ଏକ ଟ୍ରପ ଲାଇନ ସୃଷ୍ଟି ହେଇଛି। ଏହାର ପ୍ରଭାବରେ ଆସନ୍ତା ଚାରିଦିନ ଯାଏ ପ୍ରବଳ ବର୍ଷା ଲାଗି ରହିବ। ତେବେ ଦକ୍ଷିଣ ପଶ୍ଚିମ ଓଡିଶାର କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିଜର ରିପୋର୍ଟ ଜାରି କରିଛି।

ପାଣିପାଗ ନିର୍ଧେସକ ଏଚଆର ମୋସୁମୀ କହିଛନ୍ତି କି ଏବେ ଓଡ଼ିଶାର ମୌସୁମୀ ଦୁର୍ବଳ ରହିଛି ଯାହା କାରଣରୁ ବର୍ଷା କମ ହେଇଛି। ତେବେ ଜୁନ ପହିଲାରୁ ଜୁଲାଇ ଏତେ ଯାଏ ଓଡ଼ିଶାରେ ପ୍ରାୟ ୨୫୩.୧୭ମମି ବର୍ଷା ହେଇଛି ଯେତେବେଳେ କି ସ୍ୱାଭାବିକ ଭାବେ ଏଠାରେ ୩୧୬.୧୬% ବର୍ଷା ହେବା କଥା।

rain

ତେଣୁ ସ୍ବଭାବିକ ଠାରୁ ଏଥର ୨୦% କମ ବର୍ଷା ହେଇଛି। ତେବେ ୧୪ଟି ଜିଲ୍ଲା ଉପରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଉଛି , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନୂଆପଡା, କେନ୍ଦୁଝର, ଗଂଜାମ ଆଉ ଗଜପତି।

ବାକି ୧୬ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହେଇଛି। ତେବେ ଓଡ଼ିଶାର ଦକ୍ଷିଣ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେଇଥିବାରୁ ସେଠାରେ କିଛି ଜିଲ୍ଲା ମାନଙ୍କରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ତେବେ ମାଲକାନଗିରି, କୋରାପୁଟ, ନୟାଗଡ଼, ନୂଆପଡା, କେନ୍ଦୁଝର, ଗଂଜାମ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼, ଆଉ ବରଗଡ଼ ଇତ୍ୟାଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି। ୧୧ ଆଉ ୧୩ ତାରିଖରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରା ଯାଇଛି।

Leave a Reply

Your email address will not be published. Required fields are marked *