ଓଡିଶାରେ ଆଜି ବହୁତ କମିଗଲା ସୁନା ରେଟ । ଏତେ କମ ପ୍ରଥମ ଥର ହେଲା

ଯଦି ଆପଣ ମାମେ ସୁନା କିଣିବାକୁ ଚାହାନ୍ତି ତାହେଲେ ଆପଣନ୍କ ପାଇଁ ବହୁତ ଭଲ ଖବର ଅଟେ। କାରଣ ଯାହା ଜଣା ପଡୁଛି କି ସୁନା ଦରରେ ବହୁତ ବଡ଼ ହ୍ରାସ ଘଟିଛି ଆଉ ଉଭୟ ୨୨ ଆଉ ୨୪ କ୍ୟାରେଟ ସୁନାର ଦାମ କମିଯାଇଛି। ତେବେ ଏହା ବାବଦରେ ରିପୋର୍ଟ ବାହାରିଛି ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ। ତେବେ କଣ ରହିଛି ତାହାର ବଡ଼ ରିପୋର୍ଟ ତାହା ଆଜି ଆମେ ଜାଣିବା। ଆହୁରି ମଧ୍ୟ ଜାଣିବା କି ବିଶେଷଜ୍ଞ ମାନେ କିଭଳି ରିପୋର୍ଟ ଜାରି କରିଛନ୍ତି ଉଭୟ ୨୨ ଆଉ ୨୪ କ୍ୟାରେଟ ସୁନା ଦର ବାବଦରେ। ଆସନ୍ତୁ ଆରମ୍ଭ କରିବା ଏହା ବାବଦରେ।

gold

ତେବେ ଯାହା ଜଣା ପଡୁଛି କି ଗତକାଲି ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ ସୁନା ଦର ୪୫,୨୦୦ ଟଙ୍କା ପ୍ରତି ଦଶ ଗ୍ରାମ ଠାରୁ ଖସି ଯାଇ ୪୪,୭୦୦ ଟଙ୍କା ପ୍ରତି ଦଶ ଗ୍ରାମକୁ ଖସି ଆସିଛି। ଆହୁରି ମଧ୍ୟ ଏହା ଜଣା ପଡ଼ିଛି କି ରୂପାର ଦାମ ୬୭,୬୦୦ ଟଙ୍କା ପ୍ରତି କେଜି ର ଦାମ ସମ୍ପୂର୍ଣ ରହିଛି। ତେବେ ଆର ବର୍ଷ ଅଗଷ୍ଟ ମାସର ଦାମ ସହ ଯଦି ଆମେ ତୁଳନା କରିବା ତାହେଲେ ୨୨ କ୍ୟାରେଟ ସୁନା ଦାମ ପ୍ରାୟ ୫୬,୮୦୦ ଟଙ୍କା ଥିଲା। ଏପରି ସ୍ଥଳରେ ତାହା ସହ ତୁଳନା କରିଲେ ଆମେ ଜାଣିବା କି ସୁନା ଦାମ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଶସ୍ତା ଅଛି। ତେବେ ଆହୁରି ମଧ୍ୟ ଭାରତର ଅନେକ ପ୍ରମୁଖ ସହର ମାନଙ୍କରେ ସୁନାର ଦାମ ବହୁତ ଅଧିକ ଶସ୍ତା ଥିବାର ଜଣା ପଡ଼ିଛି। ନୂଆଦିଲ୍ଲୀରେ ଏହି ୨୨ କ୍ୟାରେଟ ସୁନା ଦାମ ପ୍ରାୟ ୪୪,୯୦୦ ଟଙ୍କା ପ୍ରତି ଦଶ ଗ୍ରାମ ଥିବାର ଜଣା ପଡ଼ିଛି। ଚେନାଇରେ ଏହା ହ୍ରାସ ପାଇଁ ପ୍ରାୟ ୪୪,୧୦୦ ଟଙ୍କା ରହି ଯାଇଛି।

ତେବେ ରୁପା ମଧ୍ୟ ପ୍ରାୟ ୪୦ ଟଙ୍କା ଶସ୍ତା ହେଇ ପ୍ରାୟ ୬୭,୬୦୦ ଟଙ୍କାକୁ ଖସି ଆସିଛି ଆଉ ଯାହା କି ବହୁତ ଅଧିକ ଶସ୍ତା ଅଟେ। ଏଚଡିଏଫସି ରିପୋର୍ଟ ଅନୁସାରେ ସୁନାର ଦର ଏହି ଜୁନ ମାସରେ ପ୍ରାୟ ୨୭୪୫ ଟଙ୍କା ଶସ୍ତା ହେଇ ସାରିଛି। ଏହି ଅବଧିରେ ରୁପା ୭୧,୨୨୫ ଟଙ୍କାରୁ ଖସି ଯାଇ ୬୭,୧୪୮ ଟଙ୍କା ଯାଏ ପହଂଚି ଯାଇଛି। ଅର୍ଥାତ ରୁପା ପ୍ରାୟ ୩୭୦୦ ଟଙ୍କା ଶସ୍ତା ହେଇ ସାରିଛି। ଆହୁରି ମଧ୍ୟ ଏହା ଦେଖିବାକୁ ମିଳୁଛି କି ମୁମ୍ବାଇର ବଜାରରେ ୯୯.୯% ସୁନା ପ୍ରାୟ ୪୭,୮୦୦ ଟଙ୍କାରେ ପହଂଚି ଯାଇଛି। ଆଉ ରୁପା ଦର ପ୍ରାୟ ୨,୫୦୦ ଟଙ୍କା ଖସି ଆସିଛି ଯାହା କି ଅତ୍ୟନ୍ତ ଶସ୍ତା ଅଟେ।

golds

ତେବେ ବିଶେଷଜ୍ଞ ମାନଙ୍କର କହିବା କଥା କି ସୁନା ଡର ଆଉଁସ ପିଛା ୨ ହଜାର ଡଲାର ଖସି ଯାଇଛି। ଏହା ଆଗକୁ ଆହୁରି ଖସିବ ବୋଲି ଜଣା ପଡୁଛି।ସୂଚନା ଯୋଗ୍ୟ ଯେ ଏକ ଆଉଁସ ହେଉଛି ୧୮.୨୪ ଗ୍ରାମ ଆଉ ଏହାର ପ୍ରଭାବରେ ଭାରତରେ ସୁନାର ଦର କମି ଯାଉଛି।

Leave a Reply

Your email address will not be published. Required fields are marked *