ମିଥୁନ ରାଶି ଅଗଷ୍ଟ ମାସରେ ଭାଗ୍ୟ ଚମକିବ,ଘଟିବ ରଜଯୋଗ।

mithuna rashi

ଗ୍ରହ ମାନଙ୍କର ରାଶି ପରିବର୍ତନ ଦ୍ଵାରା ଆସୁଥିବା ଅଗଷ୍ଟ ମାସରେ ଆପଣ ମାନଙ୍କ ସମୟ କିପରି ରହିବ ଆଜି ମୁଁ ଆପଣଙ୍କୁ ସବୁକିଛି କହିବି। ଆସନ୍ତୁ ଜାଣିବା ଗ୍ରହ ମାନଙ୍କର ଗୋଚରର ସ୍ଥିତି ବିଷୟରେ।ଏହି ମାସରେ ଗ୍ରହମାନଙ୍କର ସ୍ଥିତି କେଉଁ ପ୍ରକାରର ରହିଛି। ଏହି କାରଣରୁ ବ୍ୟାପାର କ୍ଷେତ୍ରରେ ଧିମା ଫଳ ଦେଖାଦେବ। ଚାକିରୀ କ୍ଷେତ୍ରରେ କିଛି ଅଧିକାରୀ ଆପଣଙ୍କୁ କିଛି ସମସ୍ୟାରେ ପକାଇ ପାରନ୍ତି। କୌଣସି ଗୋପନୀୟ କଥା ଆପଣଙ୍କର ବାହାରକୁ ଆସିପାରେ। ଗୋଡ଼ କିମ୍ୱା ପାଦରେ କିଛି ଆଘାତ ଲାଗିପାରେ। ଏହି କ୍ଷେତ୍ରରେ ଶନି କେତୁଙ୍କ ଦୃଷ୍ଟିରୁ ସନ୍ତାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କୌଣସି ବଡ କାମ ସିଦ୍ଧ ହୋଇପାରେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ଵାରା ମିଳାମିଶା ବଢିବ। ଏହି ସମୟ ଆପଣଙ୍କ ଲାଗି ସଂପୂର୍ଣ୍ଣ ଅନୁକୂଳ ରହିବାର ସମ୍ଭାବନା ରହିଛି।

ଏହି ଦିନ ମାନଙ୍କରେ ନୂଆ କାମ ମଧ୍ୟ ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ପ୍ରାପ୍ତ ହେବ। ଯୋଜନା ସବୁ ସଫଳ ହେବ ଏବଂ ମିତ୍ର ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଏହି ସମୟରେ ଚାନ୍ଦ୍ରମାଙ୍କର ସ୍ଥିତି ଆୟକୁ ବଢାଇବା ପରି ରହିବ। ତେବେ ଆପଣ କ୍ରୋଧ ଆଦି ନିୟନ୍ତ୍ରଣରେ ରଖନ୍ତୁ ଏବଂ ବାହନ ଆଦି ଚଳାଇବା ସମୟରେ ସାବଧାନ ରୁହନ୍ତୁ।

Astrology

ମାସଟିର ଶେଷ ସମୟ ଆପଣଙ୍କ ପାଇଁ ସୁଖମୟ ରହିପାରେ। ଏହି ମାସରେ ଚାକିରୀକୁ ନେଇ ମାସର ପ୍ରଥମ କିଛି ଦିନ ଠିକ ରହିବ ନାହିଁ। ବହୁତ ବିବାଦ ଉପୁଜି ପାରେ। ଆୟ ସାମାନ୍ୟ ରହିବ। ଆପଣ ଏହି ମାସର ଅନ୍ତିମ ସପ୍ତାହ ଅପେକ୍ଷା କରନ୍ତୁ କିଛି ଭଲ ଖବର ମିଳିପାରେ। ପାରିବାରିକ ଜୀବନ ସାଧାରଣ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଖାଦ୍ୟପେୟ ଉପରେ ଉପଯୁକ୍ତ ଧ୍ୟାନ ରଖନ୍ତୁ।

ବୃହସ୍ପତି ଦେବଙ୍କର ବିଶେଷ କୃପା ଆପଣଙ୍କୁ ଏହି ମାସରେ ବହୁତ ମିଳିବ। ବ୍ୟାପାର ଓ ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ହେବ। ଯଦି ଆପଣଙ୍କ ବିବାହରେ କିଛି ବାଧା ଆସୁଥିଲା ତାହା ଏବେ ଆଉ ଆସିବା ନାହିଁ। ଆଧ୍ୟାତ୍ମିକ କାର୍ଯ୍ୟ,ଚିତ୍ରକଳା ଓ ଶିକ୍ଷକତାରେ ଆପଣ ରୁଚି ରଖିବେ। ଆପଣକୁ ବାହନ ଓ ଭୂମିର ସୁଖ ପ୍ରାପ୍ତ ହେବ। ବହୁତ ସରକାରୀ କାର୍ଯ୍ୟରେ ଲାଭ ଉଠାଇ ପାରନ୍ତି। ସରକାରୀ ଚାକିରିର ମଧ୍ୟ ଯୋଗ ରହିଅଛି। ଆପଣ ଏମିତି କଠୋର ନିର୍ଣ୍ଣୟ ନେଇ ପାରନ୍ତି ଯାହା ଆପଣଙ୍କୁ ଆଗକୁ ସଫଳତା ପ୍ରାପ୍ତ ହେବ।

astrology

କର୍ମ ଅଳ୍ପ ଓ ଫଳ ଅଧିକର ଯୋଗ ଅଛି। କୌଣସି ଧାର୍ମିକ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ସୂର୍ଯ୍ୟ ଦେବଙ୍କର କୃପା ମିଳିବ। ଘରକୁ କିଛି ନୂଆ ବୈଦୁତିକ ସାମଗ୍ରୀ କିଣି ପାରନ୍ତି। ପିତା ମାତାଙ୍କର ଆଶୀର୍ବାଦ ରହିବ। ଏହି ସମୟରେ ଧନର ଅଭାବ ରହିବ ନାହିଁ। ସମୃଦ୍ଧି, ପ୍ରସିଦ୍ଧି ଓ ପରାକ୍ରମରେ ଭରି ହୋଇ ରହିବେ। ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ। ଖେଳ କୁଦରେ ଆଗରେ ରହିବେ। ପରିବାରର ସହଯୋଗ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *