ଆଜିଠାରୁ ଶନିଦେବଙ୍କ କୃପାରୁ – ଏହି ୨ଟି ରାଶିର ଉପରେ ହେବ ( ଧନର ବର୍ଷା )

sani-de

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ,ସ୍ୱାଗତ କରୁଛୁ । ପ୍ରାୟ ଏହି ଦୁନିଆଁ ରେ ଜଣେ ଜଣେ ଏମିତି ଲୋକ ମାନେ ରହି ଥିବେ ଯେଉଁ ମାନେ କି ନିଜ ଜିବନରେ କେବେ ବି ଦୁଖଃ କୁ ଦେଖି ନଥିବେ । ତେବେ ଏହି ସବୁ ବେଳେ ଆମେ ଆଜି କିଛି ସେହି ସବୁ ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି 2 ଟି ରାଶିର ଲୋକ ମାନଙ୍କ ପାଇଁ ପ୍ରାୟ 1 ହଜାର ବର୍ଷ ପରେ ଏମିତି ଗୋଟିଏ ମୈକା ଆସି ପହଁଚି ପାରିଛି । ତେବେ ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟ ରେ ଜଣେଇବା ପାଇଁ ଚାହିଁବୁ ଯେଉଁ ମାନଙ୍କର 1 ହଜାର ବର୍ଷ ପରେ ଶନି ଦେବ ଖୋଲି ଦେଲେ ଭାଗ୍ୟ ର ଦ୍ୱାର । ତେବେ ଆସନ୍ତୁ ଜାଣି ନେବା ସେହି ମାନଙ୍କ ବିଷୟରେ ।

bicha

ବିଛା ରାଶି ।
ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ବର୍ତମାନ ସମୟରେ ଆପଣ ମାନେ ସାମାଜିକ ସ୍ଥିତି ସୁଦୃଢ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ରହିଛି । ତଥା ଏହି ଦିନରେ ଯଦି ଆପଣ ମାନେ କୈଣସି ବ୍ୟବସାୟ ଭଳି କାର୍ଯ୍ୟ ରେ ହାତ ଲଗାନ୍ତି ତେବେ ତାହା ବହୁତ ସୁଫଳ ହେବ ।

ଏବଂ ଏହି ବ୍ୟକ୍ତି ମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି , ବ୍ୟକ୍ତିଗତ ଜିବନ ରେ ଆପଣ ମାନେ ଆନନ୍ଦ ପାଇବେ । ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ । ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ ।ଏହି ଦିନ ରେ ଆପଣ ମାନେ ଯଦି ଗରିବ ମାନଙ୍କ ମଧ୍ୟ ରେ ବସ୍ତ୍ର ବାଣ୍ଟନ୍ତି ତେବେ ସୁଫଳ ମିଳିବ ।

tula

ତୁଳା ରାଶି ।
ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କ ପାଇଁ ବି ବହୁତ ଶୁଭ ରହିଛି ଏହି ସବୁ ଦିନ ତେବେ ଆପଣ ମାନଙ୍କୁ ଆମେ ସୂଚନା ଦେବା ପାଇଁ ଚାହିଁବୁ କି । ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଅନୁକୂଳ ଦିନ ଅଟେ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ଏବଂ କୈଣସି କାର୍ଯ୍ୟ ରେ ଯଦି ବିଫଳତା ସାମ୍ନା କୁ ଆସେ ତେବେ ତୁରନ୍ତ ହିଁ ଟଳଇ ଯିବ ।

ଆଜିର ଦିନ ରେ ଯୋଜନା ମାନଙ୍କର ପୂର୍ଣ୍ଣ ବ୍ୟକ୍ତ କରା ଜାଇ ପାରିବ । ଚାକିରୀ କ୍ଷେତ୍ର ରେ ଆପଣ ମାନଙ୍କ ଉପର କୁ ଯିବାର ଆଶା ବହୁତ ଭଲ ରହିଛି । ଯଦି ଆପଣ ମାନେ କୈଣସି କାର୍ଯ୍ୟ ରେ ଲାଭ ଅର୍ଜିତ କରିବା ପାଇଁ ଚାହିଁ ଥିଲେ । ତାହା ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ସଫଳତା ହେବ ।

Leave a Reply

Your email address will not be published. Required fields are marked *