ପ୍ରଜାପତି ଘରକୁ ଆସିଲେ କଣ ହୋଇଥାଏ, ଜାଣନ୍ତୁ ଭୟଙ୍କର କଥା- Sakuna Shastra

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭବିଷ୍ୟତ ବିଷୟରେ ନା ଆପଣ ଜାଣିଛନ୍ତି ନା ଆମେ ଜାଣିଛୁ ତାହା କେବଳ ଭଗବାନଙ୍କ ଉପରେ ରହିଥାଏ , ଆମ ସହିତ କେଉଁ ମୁହୁର୍ତ୍ତରେ କଣ ଘଟିବ ତାହା ଆମେ କହିପାରିବା ନାହିଁ କିନ୍ତୁ କିଛି ଭବିଷ୍ୟତ ସଂକେତ ଆମେ ପଶୁ ପକ୍ଷୀ ଓ କିଟ ପତଙ୍ଗ ଇତ୍ୟାଦିରୁ ଜାଣିପାରୁ ତେବେ ଆସନ୍ତୁ ଜାଣିବା ଯେ ସେ କେଉଁ ପଶୁପକ୍ଷୀ କୀଟ ପତଙ୍ଗ ଅଛନ୍ତି ଯିଏକି ଆମକୁ ଭବିଷ୍ୟତ ସୂଚନା ଦେଇଥାନ୍ତି ।

ତେବେ ପ୍ରଥମ ହେଲା ଗାଈ ଯାହାକୁ ଆମେ ଗୋ ମାତା ମଧ୍ୟ କହିଥାଉ , କୁହାଯାଏ ଯେ କେବେ ବାହାରକୁ କୋୖଣସି କାମରେ ଯିବା ସମୟରେ ଗାଈର ଦର୍ଶନ ହେବା ଏକ ଶୁଭ ବୋଲି ମାନା ଯାଏ ଏବଂ ଆପଣଙ୍କ ସହ କିଛି ଭଲ ହେବାକୁ ଯାଉଛି ।

cow

ଦ୍ଵିତୀୟ ଯଦି ଆପଣଙ୍କ ଘରେ ଵାଦୁଡି ବସା କରିଥାଏ ତେବେ ଏହା ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଥାଏ । ତୃତୀୟ ହେଲା ଯଦି ଆପଣଙ୍କର ବଗିଚାରେ ଚଢ଼େଇ ବସା କରିଛନ୍ତି ଓ ସବୁବେଳେ କିଚିରି ମିଚିରି ଶବ୍ଦ କରୁଛନ୍ତି ତେବେ ଏହା ଶୁଭ ଫଳ ଦେଇଥାଏ ।

ଚତୁର୍ଥ କଥା ଯଦି ରାସ୍ତାରେ ଆପଣ ସାପ ଦେଖନ୍ତି ତେବେ ଏହାକୁ ବହୁତ ଶୁଭ ବୋଲି ମନାଯାଇ ଥାଏ । ପଞ୍ଚମ ହେଲା ହଠାତ୍ ଆପଣ ଯଦି ଭାଙ୍ଗୁଥିଵା ତାରକୁ ଦେଖନ୍ତି ତେବେ ଆପଣ ମାଗିଥିବା ମନବାଞ୍ଛା ପୁର୍ଣ ହୋଇଥାଏ ।

star

ଷଷ୍ଠ ଯଦି ଆପଣଙ୍କ ଘରକୁ ପ୍ରଜାପତି ଉଡ଼ି ଆସେ ତେବେ କିଛି ଶୁଭ ସଂକେତ ଦେଇଥାଏ ଓ କିଛି ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ସପ୍ତମ ଯଦି ଆପଣଙ୍କର ବାମ କାନ କୁଣ୍ଡେଇ ହେଉଛି ତେବେ ଆପଣଙ୍କର କେଉଁଠି ଭଲ ପ୍ରଶଂସା ହେଉଛି ଜାଣିବେ ଯଦି ଆପଣଙ୍କ ଡାହାଣ କାନ କୁଣ୍ଡେଇ ହେଉଛି ତେବେ କିଏ ଆପଣଙ୍କ ନିନ୍ଦା କରୁଛି ବୋଲି ଜାଣିବେ । ତେବେ ଏହା ଥିଲା କିଛି ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *