Breaking News: 15 ଜୁଲାଇ ପୁଣିଥରେ ଓଡିଶା ବନ୍ଦ ଜାଣନ୍ତୁ ଖୋଲାହେବ କଣ ବନ୍ଧ ରହିବ ।

lock

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଜୁଲାଇ 15 ଜୁଲାଇ ପୁଣିଥରେ ଓଡିଶା ବନ୍ଦ ଡାକରା ଦିଆ ଜାଇଛି । ଜାହାଫଳ ରେ ସଂମ୍ପର୍ଣ୍ଣ ଗୋଟିଏ ଦିନ ପାଇଁ ଓଡିଶା ସଂମ୍ପର୍ଣ୍ଣ ଭାବେ ବନ୍ଧ ରହିବ । ଏବଂ ଜୁଲାଇ 15 ରେ ଓଡିଶା ବନ୍ଧ ରହିବ । ଏହି ବନ୍ଦ ଡାକରା କୋରନା ପରିସ୍ଥିତି ରେ ଉପୁଜିଥିବା ବିଭିନ୍ନ ପ୍ରକାର ର ସମସ୍ତ ବର୍ଗ ର ଲୋକ ମାନେ ବଭନ୍ନ ପ୍ରକାର ର ଜିବୀକା କରି ଜୀବନ ଯାପନ କରୁଥିବା ସମସ୍ତ ଅସୁବିଧା ମାନଙ୍କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଜୁଲାଇ ମାସ 15 ତାରିଖ ସକାଳ 6 ଘଟିକା ଠାରୁ ଆରମ୍ଭ କରି ଦିନ12 ଟା ଯାଏ 7 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆ ଯାଇଛି ।

lock

ତେବେ ଏହି ବନ୍ଦ ଡାକରା ସମସ୍ତ ପ୍ରକାର ର ଲୋକ ମାନଙ୍କ ପାଇଁ ଯେଉଁ ମାନେ କି ଛୋଟ ମୋଟ ଦୋକାନ କରି ସେମାନେ ତାଙ୍କ ର ଜୀବନ ଅତିବାହିତ କରୁଛନ୍ତି , ତେବେ ବନ୍ଦ ଡାକରା ର ମୂଳ ଉଦ୍ଦେଶ୍ୟ ହେଉଛି ଆଜି ର ସମୟ ରେ କୋରନା ଯୋଗୁଁ ସୋମାନ ଙ୍କ ର ସମସ୍ତ ପ୍ରକାର ର ବେପାର ବାଣିଜ୍ୟ ସବୁ ବନ୍ଦ ରହୁଛି ଏବଂ ଏହି ସମୟ ରେ ତୈଳ ଦର ର ବୁଦ୍ଧି କୁ ନେଇ ବିଭିନ୍ନ ସମସ୍ୟା ଉପୁଜିଥିବାରୁ ଏହି ଓଡିଶା ବନ୍ଦ ଡାକରା କଂଗ୍ରେସ ଦଳ ତରଫ ରୁ ଦିଆ ଯାଇଛି ଏବଂ ଏହି ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମର୍ଥନ କରିବେ ବୋଲି କହିଛନ୍ତି ।

ତେବେ ପିସି ସଭାପତି ନିରଞନ ପଟ୍ଟନାୟକ କହିଛନ୍ତି କି ସାଧାରଣ ଜନତା ମାନେ ତୈଳ ବ୍ୟବହାର ବନ୍ଦ କରିବା ସହ ଇନ୍ଧନ ମଧ୍ୟ ବ୍ୟବହାର କରିବା ବନ୍ଦ କରି ଦିଅନ୍ତୁ ଯାହା ଫଳ ରେ ସରକାର ଏହି ଭଳି ଭାବରେ ତୋଳ ଏବଂ ଇନ୍ଧନ କୁ ନେଇ ବୃଦ୍ଧି ପାଉଥିବା ଦର ବିଷୟ ରେ ଅବଗତ ହୋଇ ପାରିବେ ।

Lockdown

ତେବେ ଦେଖିବାକୁ ଗଲେ ପେଟ୍ରୋଲ ଏବଂ ଡିଜେଲ ର ଦର ଏବେ 100 ପାରି ହେଲାଣି ଯାହା ଫଳରେ ସାଧାରଣ ଜନତା ମାନଙ୍କ ଉପରେ ଆର୍ଥିକ ପରିସ୍ଥିତି ରେ ବିଭିନ୍ନ ପ୍ରକାର ର ସମସ୍ୟା ଦେଖା ହେଉଛି ଏବଂ ଏହା ପାଇଁ ଲୋକ ମାନେ ମଧ୍ୟ ବହୁତ ହଇରାଣ ହେବା ସହ ଗରିବ ଶ୍ରେଣୀ ର ଲୋକ ମାନେ ମଧ୍ୟ ବିଭିନ୍ନ ପ୍ରକାର ର ସମସ୍ୟା ର ସମୁଖୀନ ମଧ୍ୟ ହେଉଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନଙ୍କ ର ମତାମତ କଣ ଏହି ପରି ଭାବେ ବଢୁଥିବା ତୈଳ ଦର ର ବୃଦ୍ଧି କୁ ନେଇ ତାହା ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇବେ ଏବଂ ଏହା ସହିତ ଆମର ପେଜ କୁ ଲାଇକ୍ କରି ସେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *