ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ କୋରନା ବିଷୟରେ ସମସ୍ତ ଜାଣିଥିବେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହି ସଂକ୍ରମଣକୁ ରୋକିବା ପାଇଁ ଇନ୍ଦୋରର ବିଶେଷଜ୍ଞମାନେ ଅନୁସନ୍ଧାନ କରି ତୃତୀୟ ତରଙ୍ଗ ବିଷୟରେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି , କରୋନା ସଂକ୍ରମଣର ତୃତୀୟ ତରଙ୍ଗ ବିଷୟରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି, କରୋନା ମହାମାରୀ ରେ ଅନେକ ଲୋକ ଜୀବନ ଓ ଜୀବିକା ହରାଇଛନ୍ତି । ଗତ ବର୍ଷ ଅପେକ୍ଷାରେ ଏ ବର୍ଷ ଅଧିକ ସଂକ୍ରମଣ ହୋଇଛି , ବିଶେଷ କରି ଛୋଟ ପିଲା ଓ ଯୁବକ ମାନଙ୍କୁ ବହୁଳ ମାତ୍ରାରେ ପ୍ରଭାବିତ କରିଛି ।
ବନ୍ଧୁଗଣ ଆପଣମାନେ ଅଭିଷେକ ଙ୍କ ସମ୍ବନ୍ଧରେ ଜାଣିଥିବେ । ଅଭିଷେକ କ-ରୋ-ନା ସଂ-କ୍ର-ମ-ଣ ରେ ସଂ-କ୍ର-ମି-ତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ଯେଁଉଥି ପାଇଁ ତାଙ୍କ ପରିବାର ଲୋକେ ମଧ୍ୟ ଚିନ୍ତିତ ଥିଲେ କାରଣ ଅଭିଷେକ ଙ୍କ ଚିକିତ୍ସ୍ୟ ରେ ସମସ୍ତ ଧନରାଶି ସମାପ୍ତ ହୋଇ ସାରିଥିଲା ।
କାରଣ ଦେହ ଏତେ ଖରାପ ହେଲା ତାଙ୍କ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଦରକାର ହେଲା ସେଥିପାଇଁ ତାଙ୍କ ପରିବାର ଲୋକେ ସୋସିଆଲ ମିଡ଼ିଆରେ ତାଙ୍କୁ ସହଯୋଗ କରିବା ପାଇଁ ଗୁହାରୀ କରିଥିଲେ ଓ ସେହି ଟଙ୍କାରେ ତାଙ୍କର ଚିକିତ୍ସା ହୋଇଥିଲା ଏବେ ସେ ସୁସ୍ଥ ଅଛନ୍ତି ।
ତଳବର୍ତ୍ତମାନ ଫିଜୋଗ୍ରାଫି ହେଉଛି ସେ ସୁସ୍ଥ ଅଛନ୍ତି କାରଣ ଏଠାରେ କୌଣସି ଡାକ୍ତର ଅବହେଳା କରୁ ନାହାଁନ୍ତି । ମାତ୍ର କଳିଙ୍ଗ ହସ୍ପିଟାଲ ଯେଉଁଭଳି ଭାବରେ ହଇରାଣ କଲେ ICU ଭିତରେ ରଖିଥିଲେ କିନ୍ତୁ କୋୖଣସି ଫଳ ମିଳିନଥିଲା , କିନ୍ତୁ ଏବେ ଅଭିଷେକ ସୁସ୍ଥ ଥିବାରୁ ତାଙ୍କ ବାପା ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି , କାରଣ ଅଭିଷେକ ତାଙ୍କର ଗୋଟେ ପୁଅ ।
ସୁସ୍ଥ ହୋଇ ସାରିଲେ ମଧ୍ୟ ତାଙ୍କୁ ୨ ମାସ କଲିକତା ରେ ରହିବାକୁ ହେବ ବୋଲି ଡାକ୍ତର କହିଥିଲେ ଓ ତାଙ୍କର ୨ ମାସ କାଳ ତାଙ୍କର ଚେକଅପ କରିବାକୁ ହେବ କଲିକତା ରୁ ଏତେ ଦୂର ବାରମ୍ବାର ଯିବା ସମ୍ଭବ ନୁହେଁ , ତେଣୁ ତାଙ୍କୁ କଲିକତା ରେ ରହିବାକୁ ହେବ । ତେଣୁ ଆପଣମାନେ ଭଗବାନ ଙ୍କୁ ଧନ୍ୟବାଦ ଦିଅନ୍ତୁ ଓ ଅଭିଷେକ ସଂପୂର୍ଣ୍ଣ ସୁସ୍ଥ ହୋଇ ଜାଆନ୍ତୁ ବୋଲି ପାର୍ଥନା କରନ୍ତୁ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।