ଇଣ୍ଡିକେଟର ଯୋଗୁଁ ହିଁ ବଢି ଥାଏ ବିଯୁଳୀ ବିଲ୍ ..।ସାଙ୍ଘାତିକ ତଥ୍ୟ

Switch board

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟରେ ଲୋକ ମାନେ ବିଯୁଳୀ ବିଲ୍ କୁ ନେଇ କରି ବହୁତ ଅସୁବିଧା ରେ ରହି ଥାନ୍ତି । ଏପରି କ୍ଷେତ୍ର ରେ ବହୁତ ଲୋକ ମାନେ ଏମିତି ରହି ଥାନ୍ତି । ଯେଉଁ ମାନେ ଚାହାଁନ୍ତି  କେମିତି ବି ହେଉ କିନ୍ତୁ ଆମର ବିଯୁଳୀ ର ବିଲ୍ କେମିତି କମ୍ ଆସି ଯାଉ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ବିଯୁଳୀ ବିଲ୍ କୁ କେମିତି ଭାବେ କମ୍ କରା ଯିବ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତଥା ଆପଣ ମାନଙ୍କୁ ଏମିତି କିଛି ସାଧାରଣ ଉପାୟ ବିଷୟରେ କହିବୁ ଜାହାର ବ୍ୟବହାର କରି ଆପଣ ମାନେ ନିଜର ବିଯୁଳୀ କୁ ସଂମ୍ପର୍ଣ୍ଣ ଭାବେ ବଚେଇ ପାରିବେ ।

Switchboard

ସେମିତି ରେ ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ଦେଖି ଥିବେ ଆମ ଘରେ ସୁଇଚ୍ ବୋର୍ଡ ଲାଗି ଥାଏ । ଏବଂ ସେହିଠାରେ ଇଣ୍ଡିକେଟର ର ବ୍ୟବହାର ହୋଇ ଥାଏ । ଏହି ଇଣ୍ଡିକେଟର ଆମକୁ ଲାଇଟ୍ ରହିଥିବାର ସୂଚନା ପ୍ରାପ୍ତି କରି ଥାଏ । ହେଲେ କଣ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଆପଣ ମାନଙ୍କ ବିଯୁଳୀ ର ବିଲ୍ ବଢିବାର କାରଣ ହେଇଛି ଏହି ଇଣ୍ଡିକେଟର ।

ବହୁତ ସମୟରେ ଲୋକ ମାନେ ଏହି କଥା କୁ ଭାବନ୍ତି ନାହିଁ । ହେଲେ ଏହି ଇଣ୍ଡିକେଟର ଆପଣଙ୍କ ଘରେ 24 ଘଣ୍ଟା ଜଳି ରହି ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କ ଘରେ ବୁଯୁଳୀ ବିଲ୍ ଉଠି ଥାଏ । ହେଲେ ସେମିତି ରେ ଆମେ ଏହି ଇଣ୍ଡିକେଟର ବିଷୟରେ କିଛି ଉପାୟ କହିବୁ ଯେଉଁ ଥିରେ ଆପଣ ମାନଙ୍କ ବୁଯୁଳୀ ବଚତ୍ ହେବ ।

Switch

ସେମିତି ରେ ପ୍ରଥମେ ଆପଣ ମାନେ ନିଜର ଘରେ ରହି ଥିବା ସବୁ ସୁଇଚ୍ ବୋର୍ଡ ରୁ ଏହି ଇଣ୍ଡିକେଟର କୁ ବାହାର କରି ନିଅନ୍ତୁ ହଁ ସାବଧାନ ଭାବେ ଘରୁ ବିଦ୍ୟୁତ୍ କାଟିବା ପରେ । ସେମିତି ପରେ ଆପଣ ମାନେ ସେହି ଇଣ୍ଡିକେଟର ସ୍ଥାନ ରେ ବଜାର ରୁ ଆପଣ ମାନେ ଗୋଟିଏ 5 MM ର led ବଲ୍ବ୍ କୁ କିଣି ନିଅନ୍ତୁ ଜାହା ମାତ୍ର 5 ଟଙ୍କା ପଡିବ । ତେବେ ସେହି ସ୍ଥାନ ରେ ଆପଣ ମାନେ ଏହାକୁ ଲଗାନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଘରେ ବିଦ୍ୟୁତ ର ବହୁତ ପରିମାଣ ରେ ବଚତ୍ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *