ମରିଗଲେବି ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କର ଏହି ୩ଟି ଅଭଦ୍ର କଥା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ମହିଳା ମାନଙ୍କୁ ନିଜର ସ୍ୱାମୀ ର କେଉଁ କଥା କୁ ସବୁ ବେଳେ ଗୁପ୍ତ ରଖିବା ଉଚିତ୍ ନଚେତ୍ ସ୍ତ୍ରୀ ଙ୍କର ଛୋଟିଆ ଭୁଲ ପାଇଁ ସ୍ୱାମୀ ଙ୍କର ଉନ୍ନତିରେ ବାଧା ଉପୁଜି ଥାଏ ଜାହା ପାଇଁ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ସଂମ୍ପର୍କ ବିଗିଡି ଯାଏ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଥା ବିଷୟ ରେ ଜାହାକୁ କେବେ ବି ମହିଳା ମାନେ ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ ।

ତେବେ ପ୍ରଥମ କଥା ଟି ହେଲା ନିଜର ସ୍ୱାମୀ ଙ୍କ ଭୟ ବିଷୟ ରେ କେବେ ବି କାହାକୁ କହିବା କଥା ନୁହେଁ ଯଦି ଆପଣ ମାନଙ୍କ ସ୍ୱାମୀ ଙ୍କୁ କୈଣସି ଜିନିଷ ରୁ ଡର ଲାଗେ ତେବେ ଆପଣ ମାନେ କେବେ ବି କାହାକୁ କହିବା କଥା ନୁହେଁ କାରଣ ପରେ ସେହି କଥା କୁ ନେଇ କେହିବି ଆପଣଙ୍କ ସ୍ୱାମୀ ଙ୍କୁ ବ୍ଲାକ୍ ମେଲ୍ କରି ପାରନ୍ତି ।

women

ସେହି ପରି ଦୁଇ ରେ ସ୍ୱାମୀ ଙ୍କର କୈଣସି ରୋଗ ବିଷୟ ରେ ବି କାହାକୁ କହିବା କଥା ନୁହେଁ , ଏମିତି କରିଲେ ଆପଣ ମାନଙ୍କ ସ୍ୱାମୀ ଙ୍କ ମିତ୍ର ମାନେ ଆପଣ ମାନଙ୍କ ସ୍ୱାମୀ ଙ୍କ ଠାରୁ ଦୂରେଇ ଯିବାର ଭୟ ରହିଥାଏ ।

ସେହି ପରି ବନ୍ଧୁଗଣ ତିନି ରେ ହେଲା ନିଜର ସ୍ୱାମୀ ଙ୍କ ମଧ୍ୟ ରେ ହୋଇଇ ଥିବା ଝଗଡା ବିଷୟ ରେ ଆପଣ ମାନେ କେବେ ବି କାହାକୁ କୁହନ୍ତୁ ନାହିଁ ଏମିତି କରିଲେ ଆପଣ ମାନଙ୍କ ସଂମ୍ପର୍କ ରେ ଅଧିକ ଫାଟ ସୃଷ୍ଟି ହୋଇ ପାରେ ଏବଂ ଏହି ବିଷୟରେ ବାହାର ଲୋକ ମାନେ ଜାଣିଲେ ଆପଣଙ୍କର ବି ମଜାକ୍ ଉଡି ପାରେ ଏଣୁ ଏମିତି କଥା କୁ କେବେ ବି ବାହ୍ୟ ଲୋକ ମାନଙ୍କୁ ଜଣେଇବା କଥା ନୁହେଁ ।

Fighting

ସେହି ପରି ବନ୍ଧୁଗଣ କେବେ ବି କାହାରି ଆଗରେ ନିଜର ସ୍ୱାମୀଙ୍କର ରୋଜଗାର ବିଷୟ ରେ ପ୍ରକାଶ କରନ୍ତୁ ନାହିଁ ଏମିତି କରିଲେ କାରଣ ଆଜିର ଦିନ ରେ ବି ବ୍ୟକ୍ତି ର ପରିଚୟ ତାର ସଂମ୍ପତୀ କୁ ଦେଖି କରାଯାଏ ତେଣୁ କେବେ ବି ଏମିତି କରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *