ଏହି ୪ଟି କାମ କଲାବେଳେ ପୁଅମାନେ ଆଦୌ ଲାଜ କରନ୍ତୁ ନାହିଁ, କେବଳ ପୁଅମାନେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ପୁରୁଷମାନେ ଏହି ୪ଟି କାମ କରିବାବେଳେ କେବେବି ଲାଜ କରନ୍ତୁ ନାହିଁ।ଆଜି ଆମେ ଜାଣିବା କେଉଁ ଜିନିଷ ମାଗିବା ଓ ଜବରଦସ୍ତି କରିବାରେ ଲଜ୍ୟା କରନ୍ତୁ ନାହିଁ | ଯଦି ଆପଣ ଏହି ଜିନିଷ ମାଗିବାକୁ ଲାଜ କରୁଛନ୍ତି ତେବେ ଏହା ଦ୍ୱାରା ଆପଣଙ୍କର ଅନେକ କ୍ଷତି ମଧ୍ୟ ହୋଇ ପାରେ।

ଆପଣ ଆଚାର୍ଯ୍ୟ ଚାଣକ୍ୟ  ଙ୍କ ବିଷୟରେ ନିଶ୍ଚିତ ଶୁଣି ଥିବେ  ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତି ରେ ଏହି ପରି ଅନେକ କଥା ଲେଖିଛନ୍ତି ଯାହା ଆପଣ ମାନିକରି ଚାଲିଲେ  ଉନତି ପାଇବାକୁ କେହି ରୋକି ପାରିବେ ନାହିଁ।

chanakya

ତେବେ ଅସନ୍ତୁ ଜାଣିବା ସେହି ଜିନିଷ କଣ ହୋଇ ଥାଏ ଯାହାକୁ ମାଗିବାରେ ଆପଣଙ୍କୁ ଲାଜ କରିବା କଥା ନୁହେଁ।ଖାସ କରି ପୁରୁଷ ମାନଙ୍କ ପାଇଁ।ଝିଅମାନେ ମଧ୍ୟ ଏହି କଥା ସବୁ ମନେ ରଖିବା ଉଚିତ।

ସ୍ୱାମୀ ସ୍ତ୍ରୀ ର ମଧୁର ସମ୍ପର୍କ –  ସ୍ୱାମୀ ସ୍ତ୍ରୀ ର ପ୍ରେମ ପାଇବା ପାଇଁ  ଅବା ଶାରୀରିକ ସମ୍ବନ୍ଧ କରିବା ପାଇଁ କେବେ ଭି ଲଜ୍ୟା କରିବା ଉଚିତ ନୁହେ ।ସ୍ତ୍ରୀ ମାନେ ସାଧାରଣ ତଃ  ଲଜ୍ୟାଶୀଳା ହୋଇ ଥାନ୍ତି  ତେବେ ଏହି କ୍ଷେତ୍ର ରେ  ପୁରୁଷ ଯଦି ଲଜ୍ୟା କରିଥାଏ ତେବେ ଜୀବନ ଦୁଃଖ ଏବଂ ନିରାଶ ପୁର୍ଣ ହୋଇ ଯାଇଥାଏ ।ସେମାନଙ୍କ ବୈବାହିକ ଜୀବନ ରେ ବହୁତ ବଡ ଫାଟ  ସ୍ଟୁସ୍ତି ହୋଇ ଥାଏ।ଏମିତି କି ତୃତୀୟ ନାରୀ  ହଉ କି ପୁରୁଷ ପ୍ରବେଶ କରି ପାରନ୍ତି।

ଭୋଜନ କରିବା ସମୟରେ କେବେ ଭି ଲଜ୍ୟା କରିବା ଉଚିତ ନୁହେ –  ଚାଣକ୍ୟ ଙ୍କ କଥା ଅନୁସାରେ ଭୋଜନ କରିବା ସମୟରେ କେବେ ଭି ଲଜ୍ୟା କରିବା ଉଚିତ ନୁହେ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲଜ୍ୟା କରିଥାଏ ସେ ବ୍ୟକ୍ତି ଭୋକ ରେ ରହି ଥାଏ।ଏହା ଅତ୍ୟନ୍ତ କଷ୍ଟ ଦାୟକ କଥା ଅଟେ ଏବଂ ଭୋଜନ କରିବା ସମୟରେ ଲଜ୍ୟା  କରିବା ମଧ୍ୟ ଭୋଜନ ର ଅପମାନ କରିବା ସଂଗେ ସମାନ।

chanakya

ଗୁରୁ ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଅବା କାହାଠାରୁ କିଛି ଜାଣିବା ରେ  ଲଜ୍ୟା କରିବା ଉଚିତ ନୁହେ –ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ଅନୁସାରେ ଗୁରୁ ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ କେବେ ଭି ଲାଜ କରିବା କଥା ନୁହେ।ଯେଉଁ ଲୋକମାନେ  ଜ୍ଞାନ ନବା ସମୟରେ ଲଜ୍ୟା କରିଥାଏ ସେମାନଙ୍କ ଜ୍ଞାନ ସର୍ବଦା ଅଧା ରହି ଥାଏ।ଏହିଭଳି ବ୍ୟକ୍ତି ଜୀବନ ରେ କେବେ ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ।

ବାକି ବା ଋଣ ଟଙ୍କା– ଆଚାର୍ଯ୍ୟ ଚାଣକ୍ୟ ଙ୍କ କଥା ଅନୁସାରେ ବାକି ବା ଉଧାର ନେଇଥିବା ପଇସା ନିହାତି ମାଗିବା ଉଚିତ। ଆଉ ଯେଉଁ ବ୍ୟକ୍ତି ନିଜ ପଇସା ମାଗିବାରେ ଲଜ୍ୟା କରିଥାଏ ସେ କେବେ ଭି ଧନୀ ହୋଇ ପରେ ନାହି।ଏହା ଦ୍ୱାରା ଆପଣ ସମ୍ପୂର୍ଣ ବର୍ବାଦ ହୋଇ ପାରନ୍ତି।

ବନ୍ଧୁଗଣ ଆମେ ଆପଣମାନଙ୍କ ପାଇଁ ଏଭଳି ଓଡ଼ିଆ ଖବର, ବାସ୍ତୁ ବିଚାର, ସ୍ୱାସ୍ଥ୍ୟ ଚିକିତ୍ସା,ମନୋରଞ୍ଜନ ଭିତ୍ତିକ ଆର୍ଟିକିଲ ଆଣିଦେଇଥାଉ ଏଭଳି ଖବର ସବୁବେଳେ ପଢିବା ପାଇଁ ତଳେ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *