କରି ଦିଅନ୍ତୁ ଏହି ଗୋଟିଏ କାମ – 90 % ପ୍ରତିଶତ କମିଯିବ କ-ରୋ-ନା ହେବାର ଭୟ ।Dr. Kk Swamy

corona

ମ-ହା-ମା-ରୀ ବର୍ତ୍ତମାନ ସମୟରେ ଆମ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏମିତିରେ କେତେକ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । କିନ୍ତୁ ଘରେ ରହି ଚିକିତ୍ସିତ ହେଉଥିବା କେତେ ରୋ-ଗୀମାନେ କେତେକ କଥାକୁ ନେଇ ଚିନ୍ତିତ ମଧ୍ୟ ହେଉଛନ୍ତି । କହିବାକୁ ଗଲେ ପ୍ରାୟତଃ ଲୋକମାନେ ନିଜର ଫୁସଫୁସ ସଂ-କ୍ର-ମି-ତକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି ।

ଏମିତିରେ ଆପଣ କେମିତି ଜାଣିବେ କି ଆପଣଙ୍କର ଫୁସଫୁସ ସଂ-କ୍ର-ମି-ତ ହୋଇଛି କି ନାହିଁ, ଏହା ସହିତ ଏହାକୁ ରୋକିବା ପାଇଁ କଣ କରିବେ, ଏହା ବିଷୟରେ ଜାଣିବା ପାଇଁ ଆପଣ କଣ କରି ପାରିବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପରୀକ୍ଷା କରୁଛନ୍ତି ।

corona

ଏବେ ଏହାର ଅନେକ ଲକ୍ଷଣ ଦେଖା ଯାଉଛି ଯାହା ପ୍ରଥମ ଲହରରେ ଦେଖାଯାଉ ନ ଥିଲା । ଆଜି ଆମେ ଆପଣ ମାନଙ୍କୁ କ-ରୋ-ନା-ର ଦିତୀୟ ଲହରରେ ନିଜ ଫୁସ ଫୁସ ବା ଲିଭର ସଂକ୍ରମଣକୁ ରୋକିବା ପାଇଁ କିଛି ଘରୋଇ ନୁସ୍କା କହିବୁ । ଜାହାକୁ ଆପଣେଇଲେ ଆପଣଙ୍କର କରୋନା ସଂକ୍ରମଣ ହାର 90 ପ୍ରତିଶତ କମ ହୋଇଯିବ ।

ସବୁଠୁ ବଡ କଥା ଜାହା ଆପଣହ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବ , ତାହା ହେଉଛି ଭୁଲରେ ବି ଆପଣ ବିନା ଦରକାରରେ ଘରୁ ବାହାରକୁ ଜାଆନ୍ତୁ ନାହିଁ । ଯଦି କିଛି ଜରୁରୀ କାମ ଥାଏ , ତେବେ ଘରୁ ବାହାରକୁ ସମ୍ପୁର୍ଣ୍ଣ ସୁରକ୍ଷା ସହିତ ଜାଆନ୍ତୁ । ଯେମିତିକି ଡବଲ ମାସ୍କର ବ୍ୟବହାର କରନ୍ତୁ । ଏହା ସହିତ ହାତକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରନ୍ତୁ । ଜନ ଗହଳିଠୁ ଦୁରରେ ରୁହନ୍ତୁ ।

corona

କ-ରୋ-ନା ସର୍ବ ପ୍ରଥମେ ଆମ ଗଳାରେ ଜାଇ ରହିଥାଏ , ତେଣୁ ଏହି ସଂକ୍ରମଣ ହେବା ପୁର୍ବରୁ ଏହାର ବିନାଶ କରାଯାଇ ପାରିବ । ଏହାକୁ ରୋକିବା ପାଇଁ ପ୍ରତି ଦିନ ଗରମ ପାଣି, ଚାହା, କଫି ବା କିଛି ଉଷୁମ ପାଣିରେ ହଳଦୀ ମିଶାଇ ପିଇବା ଉଚିତ । ଯଦି ଆପଣଙ୍କର ଅଧିକ କାଶ ହେଉଥାଏ ତେବେ ଗରମ ପାଣିରେ କିଛି ଲୁଣ ମିଶାଇ କୁଳି କରିଲେ ଏହି ସମସ୍ଯା ଦୂର ହୋଇଥାଏ । ବର୍ତ୍ତମାନ କ-ରୋ-ନା ଭା-ଇ-ର-ସ-ରୁ ରକ୍ଷା ପାଇବା ପାଇଁ ଆମ ସମସ୍ତଙ୍କୁ ସତର୍କ ରହିବା ଉଚିତ । ଅଧିକାଂଶ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ଶରୀରରେ କମ ଥାଏ ସେହି ବ୍ୟକ୍ତିକୁ କ-ରୋ-ନା ସଂ-କ୍ର-ମ-ଣ ହେଉଛି ।

କିଛି ସାଧାରଣ ଉପାୟ ମାନ ଅବଲମ୍ୱନ କରି ଆପଣ ଏହି ସଂକ୍ରମଣରୁ ନିଜକୁ ତଥା ନିଜ ପରିବାରକୁ ଏହି ରୋଗ କବଳରୁ ରକ୍ଷା କରି ପାରିବେ । ଏହି ଭଳି କିଛି ଡାକ୍ତିରି ଟିପ୍ସ ସବୁଦିନ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରି ଦିଅନ୍ତୁ । ଲାଇକ କଲେ ଆମେ ଆପଣଙ୍କ ପାଇଁ ଏମିତିକା ଅନେକ ଉପଦୟ ବିଷୟ ବସ୍ତୁ ନେଇ କରି ଆସିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *