ମରିଗଲେ ବି ଶ୍ରାବଣ ମାସରେ ଏହି କାମ କରନ୍ତୁ ନାହିଁ। ସର୍ବନାଶ ହେବ।

Shravan

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଆଉ ଏକ ବଡ଼ ତଥା ପବିତ୍ର ମାସ ଭାବେ ମାନା ଯାଇଛି। ଏହି ମାସକୁ ମଧ୍ୟ କାର୍ତ୍ତିକ ମାସ ପରି ବହୁତ ପବିତ୍ର ଏକମାସ ମାନା ଯାଇଥାଏ। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କର ଯାଇଥାଏ। ଏହି ମାସରେ କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହଁ ଆଉ ଏହି ମାସରେ ଭଗବାନ ଶିବଙ୍କର ଉପାସନା କରିବା ଦ୍ୱାରା ତାହାର ଫଳାଫଳ ଆମକୁ ବହୁତ ଭଲ ଭାବରେ ମିଳିଥାଏ। ଆଉଅ ଆମକୁ ସୁଖ ତଥା ସମୃଦ୍ଧି ମଧ୍ୟ ମିଳିଥାଏ। ଏହି ମାସରେ ଶିବ ମନ୍ଦିର ସାମ୍ନାରେ ବହୁତ ଅଧିକ ଭିଡ଼ ମଧ୍ୟ ଲାଗିଥାଏ ଆଉ ଏହିଠାରେ ଲୋକମାନେ ଶିବ ଉପାସନା କରନ୍ତି।

ଏଠାରେ ଲୋକମାନେ ଏହା ଭାବି ଯାଆନ୍ତି ନାହିଁ କାରଣ ତାଙ୍କର ଜୀବନ ନଷ୍ଟ ହେଇ ଯାଇପାରେ। ତେବେ ଏହି ପବିତ୍ର ମାସରେ ଏପରି କିଛି କାର୍ଯ୍ୟ ରହିଛି ଯାହା କି ଆମକୁ ବର୍ଜନ କରିବା ଆବଶ୍ୟକ ଅଟେ। ତେବେ ଆଜି ଆମେ ଏହି ପବିତ୍ର ମାସରେ ବର୍ଜନ କରା ଯିବାକୁ ଥିବା ହି କିଛି କାର୍ଯ୍ୟ ମାନଙ୍କ ବାବଦରେ ଜାଣିବାକୁ ଯାଉଛୁ। ତେବେ ଆସନ୍ତୁ ଏହା ଆରମ୍ଭ କରିବା।

amisha

୧:- ଆମିଷ ଭୋଜନ:- ଏହା ସମସ୍ତେ ଜାଣନ୍ତି କୁ କେଉଁ ବି ପବିତ୍ର ସମୟ ମାନଙ୍କରେ ଆମିଷ ଭୋଜନ କରିବା ଅନାବଶ୍ୟକ ଅଟେ। ଏହି ଦିନ ମାନଙ୍କରେ ଭୋଜନ ନିଷେଧ କରା ଯାଇଥାଏ କାରଣ ଏହା ଅପବିତ୍ର ଅଟେ ଆଉ ତାହାକୁ ଖାଇବା ଦ୍ୱାରା ଭଗବାନ ଭୋଳାନାଥ କପ କରିଥାନ୍ତି ଆଉ ଜୀବନରେ ଅନେକ ଅନିସ୍ତ ହେଇଥାଏ। ତେଣୁ ଆପଣ ଜମା ବି ଆମିଷ ଭୋଜନ ଶ୍ରାବଣ ମାସରେ କରନ୍ତୁ ନାହିଁ।

୨:- ପିଆଜ ଅଥବା ରସୁଣ ଭୋଜନ:- ଏହା ଆମେ ପୌରାଣିକ କଥା ଭାବେ ଜାଣୁ କି ଭଗବାନ ବିଷ୍ଣୁ ରାହୁର ଗଳାକୁ ନିଜର ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡନ କରି ଦେଇଥିଲେ ଆଉ ତାହାର ଗଳା ରାହୁ ଆଉ ତାହାର ମୁଣ୍ଡ କେତୁ ଭାବେ ଜନ୍ମିତ ହେଇଥିଲା। ତାହାର ଗଳା କାଟିବା ସମୟରେ ସେଠାରୁ କିଛି ରକ୍ତ ବାହାରି ଥିଲା ଯାହା କି ଭୂମି ଉପରେ ପଡି ପିଆଜ ଆଉ ରସୁଣ ବୃକ୍ଷକୁ ଜନ୍ମ ଦେଇଥିଲା। ତେଣୁ ପିଆଜ ଅଥବା ରସୁଣକୁ ଆମିଷ ଭୋଜନ ଭାବେ ମାନା ଯାଇଛି। ଏହାକୁ ଶ୍ରାବଣ ମାସରେ ଖାଇବା ଦ୍ୱାରା ଆପଵିତ୍ରତା ଲାଗି ରହେ। ତେଣୁ ଆପଣ ଜମା ବି ଖାନ୍ତୁ ନାହିଁ।

୩:- କ୍ଷର ହେବା:- ଏହି ଶ୍ରାବଣ ମାସ ବହୁତ ପବିତ୍ର ମାସ ହେଇଥାଏ ଆଉ ଭଗବାନ ଶିବଙ୍କର ମାସ ହେଇଥାଏ। ଏହି ମାସରେ କ୍ଷର ହେବା ଅଥବା ଚୁଟି ଆଉ ଦାଢ଼ି ଇତ୍ୟାଦି କାଟିବା ଦ୍ୱାରା ଭଗବାନ ଶିବଙ୍କର କୋପ ଦୃଷ୍ଟି ପଡିଥାଏ ଆଉ ସେ ବ୍ୟକ୍ତି ଅସୁବିଧାର ଶିକାର ହେଇଯାଏ।

୪:- ତେଲ ଲଗାଇବା:- ଶ୍ରାବଣ ମାସ ଭଳି ପବିତ୍ର ମାସରେ ତେଲ ଲାଗେଇବାକୁ ବର୍ଜନ କରା ଯାଇଛି। ଏହାକୁ ଅମାନ୍ୟ କରି ଯେଉଁ ବ୍ୟକ୍ତି ତେଲ ଲଗାଇ ସେ ଭଗବାନ ଶିବଙ୍କର କୃପାରୁ ବଞ୍ଚିତ ହୁଏ।

Leave a Reply

Your email address will not be published. Required fields are marked *