୨୦୩୦ ରେ ପୃଥିବୀ ଉପରେ ବିପତ୍ତି! ପଥର ବର୍ଷା ହେବ!

pathara

ଆମେ ଆଜି ଆପଣଙ୍କ ପାଖରେ ଏକ ବଡ଼ ଚର୍ଚ୍ଚାରେ ଥିବା ଖବର ନେଇକି ଆସିଛୁ ଯାହାକି ଆପଣଙ୍କୁ ସମ୍ପୂର୍ଣ ରୂପେ ବାକ୍ୟହୀନ କରି ରଖି ଦେବ। ଏହା ଶୁଣିବାରେ ହୁଏତ ଭୟଙ୍କର ଲାଗୁଥାଇ ପାରେ ମାତ୍ର ତାହା ସତ୍ୟ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଭବିଷ୍ୟତରେ ହେବାକୁ ଥିବା ଏକ ବଡ଼ ଦୁର୍ବିପାକ ବାବଦରେ କହିବାକୁ ଯାଉଛୁ ଯାହା କି ଆଯକୁ ଆଉ ମାତ୍ର ୧୦ ବର୍ଷ ପରେ ଆସିବାକୁ ଯାଉଛି ଆଉ ତାହା ଆମ ମାନଙ୍କ ଉପରେ ବିପଦ ଆଣିପାରେ ।

୨୦୩୦ରେ ଏକ ବଡ଼ ବିପଦ ଆମ ଉପରକୁ ମାଡି ଆସୁଛି ଯାହାର ପ୍ରଭାବରେ ପଥର ବର୍ଷା ହେଇପାରେ ଆଉ ତାହାର ପ୍ରଭାବରେ ଆମେ ଧ୍ୱଂସ ପାଇଯିବୁ। ଏହା ବାବଦରେ କହିଛି ଆମେରିକୀୟ ମହାକାଶ ଏଜେନ୍ସି ନାସା। ତେବେ କଣ ରହିଛି ବଡ଼ ଖବର ଏହା ବାବଦରେ ଆମେ ଆଗକୁ ଆହୁରି ଅଧିକ ଚର୍ଚ୍ଚା କରିବା ତେବେ ଚାଲନ୍ତୁ ଆମେ ଜାଣିବା ଏହା ବାବଦରେ। ତେବେ ଏହା ବାବଦରେ ଆପଣ ଅଧିକ ଗଭୀର ମାତ୍ରାରେ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଆଉ ଶେଷ ଯାଏ ପଢିବା ଜାରି ରଖନ୍ତୁ।

puch

ତେବେ ୨୦୩୦ରେ ଚନ୍ଦ୍ରରେ ହଲଚଲ ହେବାର ଅଛି ଯାହା କାରଣରୁ ଆମ ପୃଥିବୀରେ ଭୟଙ୍କର ବନ୍ୟା ଅଥବା ବାତ୍ୟା ଆସିପାରେ। ଜଳବାୟୁରେ ପରିବର୍ତ୍ତନ ସର୍ବଦା ଆସିଥାଏ ଆଉ ଏହା କାରଣରୁ ବିଶେଷ ଧରଣର ବନ୍ୟା ବାତ୍ୟା ସବୁ ଦେଶ ମାନଙ୍କୁ ହେଉଥାଏ। ଆମେ ଯଦି ଚର୍ଚ୍ଚା କରିବା ତାହେଲେ ଆମେରିକାରେ ଏହା ସର୍ବାଧିକ ହେଇଥାଏ। ତେବେ ଏବେ ଏକ ମହାକାଶ ରିପୋର୍ଟରୁ ଯାହା ଜଣା ପଡିଛି କି ପୃଥିବୀରେ ଜଳବାୟୁ ପରିବର୍ତ୍ତନର କାରଣ ପୃଥିବୀର ଉପଗ୍ରହ ଚନ୍ଦ୍ର ହେଇପାରେ। ଏଥିରେ କିଛି ହଲଚଲ ହେଇପାରେ ଯାହାକି ପୃଥିବୀରେ ଜଳବାୟୁରେ ପରିବର୍ତ୍ତନ କରିପାରେ। ଏହା ଉପରେ ରିପୋର୍ଟ ଜାରି କରିଛି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ଯାହା କୁ ଆମେ ନେସନଲ ଏରନେଟିକ୍ସ ସ୍ପେସ ରିସର୍ଚ୍ଚ ଏସୋସିଏସନ ଅଥବା ନାସା ଭାବେ ଜାଣିଛୁ।

ଏହି ଅଧ୍ୟୟନରେ କୁହା ଯାଉଛି କି ଜଳବାୟୁରେ ପରିବର୍ତ୍ତନ ହେତୁ ପୃଥିବୀରେ ସମୁଦ୍ରାପତ୍ତନରେ ପରିବର୍ତ୍ତନ ହେବା ସହ ଚନ୍ଦ୍ରର କକ୍ଷରେ ହଲଚଲ ସୃଷ୍ଟି କରିବ। ଏହାଦ୍ୱାରା ପୃଥବୀ ରେ ବନ୍ୟା ତଥା ସୁନାମିର ପରିସ୍ଥିତି ସୃଷ୍ଟି ହେଇପାରେ। ଏହି ଅଧ୍ୟୟନରେ ଚନ୍ଦ୍ର ପାଇଁ ସୃଷ୍ଟି ହେବାକୁ ଥିବା ବନ୍ୟାକୁ ଉପଦ୍ରଵୀ ବନ୍ୟା ଭାବେ ବିବେଚନା କରା ଯାଇଛି। ଏହା ବିଶେଷତଃ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ସୃଷ୍ଟି ହେଇଥାଏ ଯେତେବେଳେ ଜୁଆରର ଉଚ୍ଚତା ସାଧାରଣ ଜୁଆର ଠାରୁ ୨ ଫୁଟ ଅଧିକ ଥାଏ।

ban

ଏପରି ପରିସ୍ଥିତି ବ୍ୟବସାୟ ପାଇଁ ବହୁତ କିଛି ଅସୁବିଧା ସୃଷ୍ଟି କରିଥାଏ। ଏହାଦ୍ୱାରା ରାସ୍ତାଘାଟ ଜାମ ହେଇଯାଏ ଆଉ ତାହା ସବୁ ଯାନବାହନ ଚଳାଚଳ ବନ୍ଦ କରିଦେଇଥାଏ। ଏହାଦ୍ୱାରା ସବୁ ଜୀବିକା ବାଧାପ୍ରାପ୍ତ ହେଇଥାଏ। ନାସାର ଅଧ୍ୟୟନ ଅନୁଯାୟୀ ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହେବ ୨୦୩୦ରେ। ଏହାର ପ୍ରଭାବରେ ଆମେରିକା ଉପକୂଳର ଜୁଆର ସାଧାରଣ ଉଛତା ଠାରୁ ୩ରୁ ୪ ଫୁଟ ବୃଦ୍ଧି ପାଇବ। ଭୟଙ୍କର ସାବ୍ୟସ୍ତ ହେଇପାରେ।

Leave a Reply

Your email address will not be published. Required fields are marked *