ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି , ଜାଣନ୍ତୁ ସେ କାହା ସହ ବିବାହ କରିଛନ୍ତି। ।।

godu

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଚାହିଁଥାନ୍ତି ସବୁବେଳେ ଖୁସିରେ ରହିବା ପାଇଁ । କାରଣ ମନ ଭଲ ରହିବା ଦ୍ବାରା ଆମକୁ କୋୖଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସିଥାଏ । ଓଲିଉଡ ଜଗତରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ କମେଡି ଦ୍ବାରା ଲୋକମାନଙ୍କ ମୁହଁରେ ଖୁସି ଦେଇଥାନ୍ତି ଓ ତାଙ୍କର ଏହି ହସ କଥା ଓ କମେଡି ପାଇଁ ଲୋକମାନଙ୍କ ହୃଦୟରେ ଜାଗା ତିଆରି କରିବା ସହିତ ଓଲିଉଡ ଜଗତରେ ସେ ନିଜର କମେଡି ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ପରି ଜଣେ ହାସ୍ୟ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ହାସ୍ୟ ଅଭିନେତା ଗୁଡୁ । ସେ ନିଜର ସାନଦାର କମେଡି ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରିରେ ଗୁଡୁ ନିଜର ଦମଦାର କାମେଡି ପାଇଁ ଅନେକ ଫିଲ୍ମ ରେ ନଜର ଆସିଛନ୍ତି । ଏଥିପାଇଁ ସେ ବହୁତ ଆୱାର୍ଡ ମଧ୍ୟ ପାଇଛନ୍ତି ।

gudu

ବର୍ତ୍ତମାନ ସୂଚନା ଅନୁସାରେ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିଜ ବା-ନ୍ଧ-ବୀ ମାମାଙ୍କ ସହ । ତେଣୁ ସେ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଅଭିନେତା ଗୁଡୁଙ୍କ ବାହାଘର ଆମୋଗୀ ମାଧ୍ୟମରେ ହୋଇଥିଲା ଓ ତାଙ୍କ ବା-ନ୍ଧ-ବୀ ମାମା ଙ୍କ ମଥାରେ ସିନ୍ଦୁର ପିନ୍ଧାଉ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିପାଇଁ ତାଙ୍କର ଫ୍ୟାନ ମାନେ ବହୁତ ଖୁସି ଅଛନ୍ତି ଓ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶା ରଖିଛନ୍ତି। ଓଡ଼ିଆ ସିରିଏଲ, ଆଲବାମ ଓ ଫିଲ୍ମରେ ଗୁଡୁ ହାସ୍ୟ ଅଭିନେତା ର ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ଗୁଡୁ ସୋସିଆଲ ମିଡିଆରେ କହିଛନ୍ତି ସେ ତାଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି ।

godu

ଗୁଡୁ ନିଜର ବା-ନ୍ଧ-ବୀ ମାମା ଯାହାଙ୍କୁ ସେ ବିବାହ କରିଛନ୍ତି ତାଙ୍କୁ ସେ ଅନେକ ଦିନ ଆଗରୁ ଜାଣିଥିଲେ ଓ ତାଙ୍କ ସହ ନିଜର ସାରା ଜୀବନ ବିତାଇବା ପାଇ ସାତ ଜନ୍ମ ପାଇଁ ମାତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣଙ୍କୁ ଗୁଡୁଙ୍କ କମେଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *