ବାଛନ୍ତୁ ନିଜର ଜନ୍ମମାସ ଆଉ ଜାଣନ୍ତୁ ନିଜର ଭବିଷ୍ୟତ।

Months

ଆଜି ଆମେ ଆପଣଙ୍କ ପାଖରେ ଏକ ବଡ଼ ସ୍ୱତନ୍ତ୍ର ବିଷୟ ବସ୍ତୁ ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି ଆପଣ ମାନଙ୍କ ପାଇଁ ବହୁତ ଲାଭ ଦାୟକ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଭବିଷ୍ୟତ ସମ୍ବନ୍ଧୀୟ କିଛି ଘଟଣା ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବଡ଼ ଚର୍ଚ୍ଚାର ବିଷୟ ହେଇପାରେ। ଆପଣ ଜାଣନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ ତାରିଖ ଭଳି ଆପଣଙ୍କ ଜନ୍ମ ମାସର ମଧ୍ୟ ଅନେକ ମହତ୍ତ୍ୱ ରହିଥାଏ। ତାରିଖ ଭଳି ଏହା ମଧ୍ୟ ଆପଣଙ୍କ ଭବିଷ୍ୟତ ବାବଦରେ ଅନେକ କିଛି ପ୍ରକାଶ କରିଥାଏ। ତେବେ ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଜନ୍ମ ମାସ ସମ୍ବନ୍ଧରେ କିଛି କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

January

ପ୍ରଥମେ ଜାଣିବା ଜାନୁଆରୀ ମାସରେ ଜନ୍ମ ହେଉଥିବା ଲୋକଙ୍କ କଥା। ଏହି ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ତ୍ୱ ବହୁତ ଉପରେ ଥାଏ। ସେମାନେ ମିତ୍ର ବନେଇବାରେ ବହୁତ ସକ୍ଷମ ହେଇଥାନ୍ତି ଆଉ ଯାହାକୁ ବି ସହଜରେ ନିଜର ମିତ୍ର ଜରିପାରନ୍ତି।

ଫେବୃଆରୀ ମାସରେ ଜନ୍ମ ହେଇଥିବା ବ୍ୟକ୍ତି ମାନେ ବହୁତ ଆକର୍ଷକ ହେଇଥାନ୍ତି। ସେମାନେ ଯଦି ଲିକମାନଙ୍କ ଦ୍ୱାରା ଭରା ଏକ ରୁମ ଭିରରକୁ ପ୍ରବେଶ କରନ୍ତି ତାହେଲେ ତାହା ଭିତରେ ଥିବା ବ୍ୟକ୍ତି ତାଙ୍କ ମୁହଁରୁ ନିଜର ନଜର ହଟେଇ ପାରନ୍ତି ନାହିଁ।

ମାର୍ଚ୍ଚ ମାସରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କର ଆତ୍ମବିଶ୍ବାସ ବହୁତ ଉପରେ ଥାଏ। ସେମାନେ ଏପରି ହେଇଥାନ୍ତି କି ତାଙ୍କର ଆତ୍ମା ବିଶ୍ୱାସ ଦ୍ୱାରା ସେମାନେ କିଛି ବି ଜିତି ଯାଇପାରନ୍ତି। ଏହା ତାଙ୍କୁ ପ୍ରଚୁର ସଫଳତା ଦେଇଥାଏ।

ଏପ୍ରିଲ ମାସରେ ଜନ୍ମ ହେଉଥିବା ବ୍ୟକ୍ତିମାନେ ବହୁତ ଭାବୁକ ଅଟନ୍ତି ଆଉ ଏହା ସେମାନେ କାହାକୁ ଲୁଚାନ୍ତି ବି ନାହିଁ।ଲୋକମାନେ ଆପଣଙ୍କର ଏହି ବ୍ୟକ୍ତିତ୍ତ୍ୱର ପ୍ରସଂସା ବି କରନ୍ତି।

May

ମଇ ମାସରେ ଜନ୍ମିତ ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ତ୍ୱ ଏପରି ହେଇଥାଏ ଯାହା କି ସମୟେ ସମୟେ ଲୋକମାନଙ୍କୁ ଦରେଇ ଥାଏ ମଧ୍ୟ। ମାତ୍ର ଆପଣ ଜଣେ ସୁନ୍ଦର ବ୍ୟକ୍ତିତ୍ତ୍ୱ ସମ୍ପନ୍ନ ବ୍ୟକ୍ତି ଅଟନ୍ତି।

ଜୁନ ମାସରେ ଜନ୍ମିତ ବ୍ୟକ୍ତିମାନେ ନିଜର ବ୍ୟକ୍ତିତ୍ତ୍ୱ ପାଇଁ ସଭିଙ୍କ ପାଖରେ ପରିଚିତ।ଆପଣ ମାନଙ୍କ ଭିତରେ ବହୁତ ସାହସ ଭରି ରହିଥାଏ ।

ଜୁଲାଇ ମାସରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କ ଭିତରେ ସାହସ ଭରି ରହିଥାଏ ଆଉ ଆପଣଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ତ୍ୱ ଆପଣଙ୍କ ପାଖରେ ଦେଖାଯାଏ। ମାତ୍ର ଏହାର ଅର୍ଥ ଏହା ନୁହଁ କି ଆଅଅଁ ଦୟାଳୁ ନୁହନ୍ତି।

ଅଗଷ୍ଟ ମାସରେ ଜନ୍ମ ହେଉଥିବା ବ୍ୟକ୍ତିମାନଙ୍କର ସଚୋଟତା ତାଙ୍କ ଉପରେ ଦେଖାଯାଏ। ସେମାନେ ବହୁତ ଦୟାଳୁ ଆଉ ସଚୋଟ ହେଇଥାନ୍ତି।

September

ସେପ୍ଟେମ୍ବର ମାସରେ ଜନ୍ମିତ ଲୋକମାନଙ୍କ ଭିତରେ କିଛି ବି ଜିନିଷକୁ ଭଲ ଭାବରେ ଜାଣିବାର ଶକ୍ତି ରହିଥାଏ।

ଅକ୍ଟୋବର ମାସରେ ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କ ଭିତରେ ସମସ୍ତ ଜିନିଷକୁ ଦୃଢ ଭାବରେ ଜାଣିବାର ଶକ୍ତି ରହିଥାଏ ଆଉ ଆଅଅଁ କିଛି ବି ପରିସ୍ଥିତି କୁ ଦୃଢ ଭାବେ ସାମ୍ନା କରନ୍ତି।

ନଭେମ୍ବର ମାସରେ ଜନ୍ମିତ ବ୍ୟକ୍ତି ମାନଙ୍କର ମୁଣ୍ଡରେ ସବୁ ସମୟରେ କିଛି ବିଚାର ଚାଲିଥଏ। ଏହା ଆପଣଙ୍କୁ ଜୀବନରେ ଆଗକୁ ନେଇଯାଏ।

ଡିସେମ୍ବର ମାସରେ ଜନ୍ମିତ ବ୍ୟକ୍ତି ମାନଙ୍କର ଦୃଢ଼ ସଂକଳ୍ପ ତାଙ୍କୁ ଜୀବନରେ ଆଗକୁ ନିଏ।

Leave a Reply

Your email address will not be published. Required fields are marked *