ବାଛନ୍ତୁ ଗୋଟେ ନମ୍ବର ଆଉ ଜାଣନ୍ତୁ ଆପଣଙ୍କର ଭାଗ୍ୟ।

Number

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଧ୍ୟାନଦାୟକ କଥା ଚର୍ଚ୍ଚା କରିବାକୁ ଯାଉଛୁ। ଆପଣ ନିଜର ଦୈନନ୍ଦିନ ଜୀବନରେ ଅନେକ କିଛି ପରୀକ୍ଷା ନୀରିଖ୍ୟା ଦେଇ ଗତି କରୁଥିବେ ଆଉ ତାହା ଭିତରୁ ଆପନଙ୍କୁ ବହୁତ କିଛି ଉତ୍ତର ବି ମିଳୁଥିବ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ମନୋବୈଜ୍ଞାନୀକ ପରୀକ୍ଷା ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଦରକାରୀ ହେଇପାରେ। ଆମେ ଆପଣଙ୍କ ସାମ୍ନାରେ ଚାରିଟି ନମ୍ବର ରଖିବାକୁ ଯାଉଛୁ ଯାହା ଭିତରୁ ଆପଣଙ୍କୁ ଗୋଟେ ମାତ୍ର ନମ୍ବର ବାଛିବାକୁ ହେବ ଆଉ ଆପଣ ତାହା ବାଛିବା ପରେ ଆମେ ଆପଣଙ୍କର ମନୋବିଜ୍ଞାନ ବାବଦରେ କହିବୁ। ତେବେ ଆସନ୍ତୁ ଆରମ୍ଭ କରିବା।

୧:- ଆପଣ ଯଦି ନମ୍ବର ୭ ବାଛିଛନ୍ତି ତାହେଲେ:- ଆପଣ ଜଣେ କାଳ୍ପନିକ ବ୍ୟକ୍ତି ଅଟନ୍ତି। ଆପଣ ବର୍ତ୍ତମାନରେ ତ ଅଛନ୍ତି ହେଲେ ଆପଣଙ୍କର ମସ୍ତିଷ୍କ କଉଠି ନା କଉଠି କଳ୍ପନା ରାଇଜରେ ଘୁରି ବୁଲୁଛି। ଆପଣ ବର୍ତ୍ତମାନ ସଭିଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ମାତ୍ର ଆପଣ ତାହାକୁ ନିଜେ ପୁରା କରନ୍ତି ନାହିଁ। ଆପଣ ଦିନରେ ଅନେକ ସ୍ୱପ୍ନ ଦେଖନ୍ତି ଆଉ ତାହାକୁ ପୁରା କରିବା ପାଇଁ ଜିଦ୍ଧ ଧରିକି ବସନ୍ତି। ଆପଣ ଅନ୍ୟ କଥା ମାନଙ୍କୁ ବି ବହୁତ ଅଧିକ ଧ୍ୟାନର ସହକାରେ ଶୁଣନ୍ତି।

think

୨:- ଯଦି ଆପଣ ନମ୍ବର ୨୪ ବାଛିଛନ୍ତି ତାହେଲେ:- ଆପଣ ଜଣେ ସ୍ୱତନ୍ତ୍ରତା ବାଦୀ ବ୍ୟକ୍ତି ଅଟନ୍ତି। ଆପଣ ନିଜର ସବୁ କାମ କଠିନ ପରିଶ୍ରମ ତଥା ସ୍ୱତନ୍ତ୍ର ବିଚାର ସହ ହି କରନ୍ତି। ଏହାର ଅର୍ଥ ଏହା ନୁହଁ କି ଆଅଅଁ ଅନ୍ୟର ଦାଖଲ କୁ ପସନ୍ଦ କରନ୍ତି ନାହିଁ। ଆପଣ ସଭିଙ୍କର ଉପଦେଶ ଗ୍ରହଣ କରନ୍ତି ମାତ୍ର ନିଜର ବିଚାର ଆଗତୁରା ପ୍ରକାଶ କରନ୍ତି। ଆପଣ ସବୁ କାର୍ଯ୍ୟ ସମୟ ସହକାରେ ପୁରା କରିଥାନ୍ତି ଆଃ ତାହା ଆପଣଙ୍କୁ ବହୁତ ପସନ୍ଦ ହେଉଥାଏ।

୩:- ଯଦି ଆପଣ ୬୧ ନମ୍ବରକୁ ବାଛିଛନ୍ତି ତାହେଲେ: ଆପଣ ନିଜର ଜୀବନ ବହୁତ ଖୁସିର ସହକାରେ ବଞ୍ଚିବାକୁ ପସନ୍ଦ କରନ୍ତି। ଆପଣ ଭିଡ଼ ଭିତରେ ସବୁଠୁ ଅଲଗା ଅଟନ୍ତି। ଆପଣନ୍କ ସାଙ୍ଗ ମାନଙ୍କ ଭିତରେ ବି ଆପଣ ସବୁଠୁ ଅଧିକ ଲୋକପ୍ରିୟ ଅଟନ୍ତି। ଆପଣ ସର୍ବଦା ନିଜର କାମ ନିଜେ କରିବାକୁ ପସନ୍ଦ କରନ୍ତି ଆଉ ନିଜର ଜୀବନକୁ ଖୁସିର ସହ କଟାଇବାକୁ ପସନ୍ଦ କରନ୍ତି। ଆପଣ ସହଜରେ ଅନ୍ୟ ମାନଙ୍କର ହୃଦୟ ଜିତି ଯାଆନ୍ତି ଆଉ ଅନ୍ୟ ମାନଙ୍କ ସହ ବହୁତ ଭଲ ସଂପର୍କ ରଖିଥାନ୍ତି।

Happy

୪:- ଯଦି ଆପଣ ତୃତୀୟ ନମ୍ବରକୁ ବାଛିଛନ୍ତି ତାହେଲେ:- ଆପଣ ଜଣେ ଶାନ୍ତ ସରଳ ବ୍ୟକ୍ତି ଅଟନ୍ତି। ଏମାନେ କାହାରି ବି ଆକର୍ଷଣ ପାଇବାରେ ସଫଳତା ଲାଭ କରନ୍ତି। ଏହି ଆକର୍ଷଣ ଆପଣଙ୍କ ସୁନ୍ଦରତା ଦ୍ୱାରା ନୁହଁ ବରଂ ଆପଣଙ୍କର ଅନ୍ୟ ଗୁଣ ମାନଙ୍କ ଦ୍ୱାରା ଆପଣଙ୍କୁ ମିଳିଥାଏ।ଏମିତି ଲୋକ ସଭିଙ୍କୁ ପସନ୍ଦ ଆସନ୍ତି ଆଉ ନିଜର ଦକ୍ଷତା ଦ୍ୱାରା ସଭିଙ୍କର ପ୍ରିୟ ସାବ୍ୟସ୍ତ ହେଇଥାନ୍ତି।

Leave a Reply

Your email address will not be published. Required fields are marked *