ବଡ଼ ଖବର:- ଧରା ପଡିଲା ଆଦିତ୍ୟଙ୍କ ରାହଶ୍ୟ।

Aditya Das

ନମସ୍କାର ସଭିଙ୍କୁ, ଆଜି ସକାଳେ ଆପଣ ମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି ଯାହା ବାବଦରେ ଆପଣ ମାନଙ୍କୁ ଚର୍ଚ୍ଚା କରିବା ନିହାତି ଦରକାର। ତେବେ ଏହା ବାବଦରେ ଆମେ ଆଜି କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଇଁ କହିବାକୁ ଯାଉଛୁ ଆଦିତ୍ୟଙ୍କ ରହସ୍ୟ ବାବଦରେ। ଏହା ଅଧିକ ଜାଣିବା ପାଇଁ ଆମ ସହ ଆପଣ ଶେଷ ଯାଏ ଯୋଡ଼ା ରୁହନ୍ତୁ।

ଆପଣ ଆଦିତ୍ୟ ଦାସଙ୍କୁ ଟ ନିଶ୍ଚୟ ଭାବେ ଜାଣିଥିବେ। ସେ ଜଣେ ସମାଜ ସେବୀ ତଥା ମାନବ ପ୍ରେମୀ ଥିଲେ ଆଉ ତାଙ୍କର ପୂର୍ବ ବର୍ଷ ଗାୟବ ହେଇ ଯାଇଥିବା ଖବର ସଭିଙ୍କୁ ନାରାଜ କରିଥିଲା। ଠିକ ବର୍ଷେ ପୂର୍ବରୁ ଅଥବା ୬ ଜୁଲାଇ ୨୦୨୦ରେ ସେ କଟକ ଠାରେ ଗାୟବ ହେଇ ଯାଇଥିଲେ ଆଉ କିଛି ଦିନ ପରେ ଅର୍ଥାତ ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ଠାରେ ତାଙ୍କର ମୃତଦେହ ମିଳି ଥିଲା।

Aditya

ଜଣେ ପ୍ରେରଣା ଦାୟକ ମଣିଷ ତଥା ଜଣେ ସମାଜ ସେବୀ ଭାବେ ସେ ସୋସିଆଲ ମିଡିଆରେ ବହୁତ କିଛି ଖ୍ୟାତି ଅର୍ଜନ କରିଥିଲେ ମାତ୍ର ତାହାପରେ ତାଙ୍କର ମୃତଦେହ ମିଳିବାରୁ ସଭିଙ୍କ ଭିତରେ ହଇଛଇ ସୃଷ୍ଟି ହେଇ ଯାଇଥିଲା। ଆତ୍ମହତ୍ୟା ନୁହଁ ହତ୍ୟା ବୋଲି ମଧ୍ୟ ତାଙ୍କ ଉପରେ ଆରୋପ ଲାଗିବା ଆରମ୍ଭ ହେଇ ଯାଇଥିଲା ଆଉ ତାଙ୍କର ମୃତ୍ୟୁର କାରଣ କଣ ବୋଲି ଜାଣିବାକୁ ସବୁ ଆଡେ ତଦନ୍ତ କରିବା ପାଇଁ ଶୁଣାଣି ଚାଲି ବାରେ ଲାଗିଥିଲା।

ପ୍ରଥମେ ତଦନ୍ତ ଆରମ୍ଭ କଲା ଜିଆରପି ଆଉ ତାହାପରେ କ୍ରାଇମ ବ୍ରାଞ୍ଚ ହାତକୁ ବି ତଦନ୍ତ ଭାର ଯାଇଥିଲା। ହେଲେ କ୍ରାଇମ ବ୍ରାଞ୍ଚର ତଦନ୍ତ ବି ସନ୍ଦେହ ଘେରକୁ ଆସିଲା। ଏହା ଭିତରେ ଗୋଟେ ବର୍ଷ ପୁରୀ ଯାଇଛି ଆଉ ଗୋଟେ ମାତ୍ର ପୁଅକୁ ହରାଇଥିବା ବାପା ମାଙ୍କ ପାଖରେ ଆଉ କିଛି ରାସ୍ତା ହି ନାହିଁ। କ୍ରାଇମ ବ୍ରାଞ୍ଚର ତଦନ୍ତ ଉପରେ ମଧ୍ୟ କାହାରି ଭରସା ନାହିଁ ଆଉ ତାଙ୍କ ବାପା ମା ଏହି ତଦନ୍ତ କରିବା ପାଇଁ ସିବିଆଇର ସାହାଯ୍ୟ ନେବାକୁ କୋର୍ଟର ଦ୍ୱାରାସ୍ତ ହେଇଛନ୍ତି। ତାଙ୍କ ବାପା ମାଙ୍କର ଗୋଟେ ମାତ୍ର ଦାବି କି ଏହା ହତ୍ୟା ଅଟେ। ହତ୍ୟା ହି ଅଟେ କାରଣ ତାଙ୍କ ପୁଅ ସରକାରଙ୍କ ବିପକ୍ଷରେ ଯିବାକୁ ଚେଷ୍ଟା କରିଥିଲା।

Aditya Das

ସେପରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ , ତାଞ୍ଜ ଜଣେ ସାଙ୍ଗ ପପୁ ଆଉ ବିକାଶ ଙ୍କ ସମେତ ଚାରି ଜଣଙ୍କର ପଲିଗ୍ରାପ ଟେଷ୍ଟ କରା ଯାଇଥିଲା। ଏହି ମାମଲାରେ ଆଦିତ୍ୟଙ୍କର ପୂର୍ବତନ ପ୍ରେମିକା ବାଲେଶ୍ୱର ଝିଅ ଚିନ୍ମୟୀଙ୍କୁ ସାଇକୋ କିଲର ବୋଲି ଅନେକ ଜାଗାକୁ ଟଣା ଯାଇଥିଲା। ସୁବାଶିଷ ଷଡଙ୍ଗୀ ତଥା ପପୁ ଦଳବେହେରାଙ୍କ ଭଳି ଅନେକ ସମାଜ ସେବୀ ଅନେକ ପ୍ରକାର ପ୍ରଶ୍ନ ଉଠାଇ ବହୁତ କିଛି ପାଇ ପାରିଥିଲେ। ବିବାଦ ଘେରକୁ ଆସିଥିଲେ ବିଦ୍ୟାଶ୍ରୀ କାରଣ ଆଦିତ୍ୟଙ୍କ ବାପା ମା ବିଦ୍ୟାଶ୍ରୀଙ୍କ ଉପରେ ସନ୍ଦେହ କରି ବହୁତ କିଛି ପ୍ରଶ୍ନ ଉଠାଇ ଥିଲେ।

Leave a Reply

Your email address will not be published. Required fields are marked *