ବଡ ଖବର – ଅଭିଷେକଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର – ହସ୍ପିଟାଲରେ ଏବେ ସେ

AF8

କେମିତି ଅଛନ୍ତି ଅମ୍ରିତ ପ୍ରଧାନ, କେମିତି ଅଛନ୍ତି ଅଭିଷେକ ମହାପାତ୍ର। ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି ଇକ୍ମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଇଥିବା ଅଭିଷେକ ଏବଂ ଅମ୍ରିତଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି। ଦୁହିଁଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲାଣି ନା ଏବେବି ଗରୁତ୍ୱର ଅଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦୁଇ ଗୁରୁତ୍ୱର ରୋଗୀଙ୍କୁ ବଞ୍ଚିବାର ଆଶା ଇକ୍ମୋ ଚିକିତ୍ସା ପାଇଁ କଲିକତା ଏବଂ ଚେନ୍ନାଇ ସ୍ଥାନାନ୍ତର କରାଯାଇଥିଲେ ବି ସେମାନେ ଏବେ କେମିତି ଅଛନ୍ତି।

ତେବେ ଏବେ ଏବେ ଅଭିଷେକଙ୍କ ବିଷୟରେ ସୁଚନା ଦେଇଛନ୍ତି ଅଭିଷେକଙ୍କର ଗ୍ରାମ ବାସୀ ।  ବନ୍ଧୁଗଣ କିଛିଦିନ ତଳେ ଓଡିଶାର ଦୁଇଟି ଯୁବକଙ୍କ ଅବସ୍ଥା ବହୁତ ଗୁରୁତ୍ଵ ହୋଇଥିଲା । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଓଡିଶାର ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ରଙ୍କ ଅବସ୍ଥା  ବହୁତ ଶୋଚନୀୟ ରହିଥିଲା ।

ABHISSS

ଯେଉଁଥି ପାଇଁ ସେହି ଦୁଇ ଜଣଙ୍କୁ ଇକମୋ ଚିକିତ୍ସା କରିବା ପାଇଁ କଲିକଲା ଓ ଚେନ୍ନାଇ ଏୟାର ଲିଫ୍ଟ କରା ଯାଇଥିଲା । ଏବଂ ଉଭୟଙ୍କ ସହାର୍ଯ୍ୟ କରିବା ପାଇଁ ଆଗାଇ ଆସିଥିଲେ ଅନେକ ଲୋକ । ଅନେକ ଲୋକ ହାତ ଖୋଲି ଅନେକ ଦାନ ମଧ୍ୟ କରିଥିଲେ । ସେତେବେଳେ ନ୍ୟୁଜ ଓ ମିଡିଆରେ ଏହି ଖବର ଛାଇ ହୋଇ ରହିଥିଲା ।

ତେବେ ଏବେ ଏବେ ଅଭିଷେକଙ୍କ ଗ୍ରାମ ବାସୀଙ୍କ ଠାରୁ ମିଳିଥିବା ସୁଚନା ଅନୁସାରେ ପୁଣି ଥରେ ଅଭିଷେକଙ୍କ ସ୍ୱାସ୍ତ୍ୟବସ୍ତା ବିଗିଡିବାରେ ଲାଗିଛି । ପ୍ରଥମରୁ ସ୍ୱାସ୍ତ୍ୟ ବସ୍ତାରେ ସୁଧାର ଆସୁଥିବା ବେଳେ , ହେଲେ ବର୍ତ୍ତମାନ ପୁଣି ତାଙ୍କ ସ୍ୱାସ୍ତ୍ୟ ଅବସ୍ତା ବିଗିଡିବାରେ ଲାଗିଛି ବୋଲି ତାଙ୍କ ଗ୍ରାମ ବାସୀ ସୁଚନା ଦେଇଛନ୍ତି ।

ଅପର ପକ୍ଷରେ ଅଭିଷେକଙ୍କର ଆଶୁ ଆରୋଗ୍ୟ କାମନା କରି ତାଙ୍କର ପରିବାର ଲୋକ , ତାଙ୍କ ପାଇଁ ଗ୍ରାମ ସିବ ମନ୍ଦିରରେ ରୁଦ୍ରା ଭିଷେକ କରିବାରେ ଲାଗିଛନ୍ତି । ତାଙ୍କ ଗ୍ରାମର ଜଣେ ବ୍ୟକ୍ତିଙ୍କ କହିବା ମୁତାବକ ଏବେ ତାଙ୍କ ଅବସ୍ତା ବିପଦ ପୁର୍ଣ୍ଣ ରହିଛି । ଇକ୍ମୋ ଚିକିତ୍ସା ଏକ ମାସରୁ ଅଧିକ ଦିନ ହେବ ଚାଲିଥିଲେ ବି ଅବସ୍ତାରେ କୌଣସି ସୁଧାର ଆସିନଥିବା କଥା ସେ କହିଛନ୍ତି ।

ତେବେ ତାଙ୍କର ଆରୋଗ୍ୟ ପାଇଁ ଅଭିଷେକଙ୍କର ପର୍ତଟି ଗ୍ରାମବାସୀ ନିଜ ଗ୍ରାମ ଦେବତାଙ୍କ ପାଖେ ଦୀପ ଜାଳୁଛନ୍ତି । ଆପଣଙ୍କୁ ବି ଅନୁରୋଧ ଅଭିଷେକଙ୍କ ଆରୋଗ୍ୟ କାମନା କରି ଗୋଟିଏ ଲାଇକ କରିବା ସହ ଉପରେ ଫଲୋ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *