ସାବଧାନ – ଏହି 2ଟି ବ୍ଲଡ ଗ୍ରୁପର ଲୋକଙ୍କୁ ହେଉଛି ସବୁଠୁ ଅଧିକ କରୋନା । Dr kk agrawal

blood groups

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମ-ହା-ମା-ରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

କରୋନା ଭାଇରସର ବେକାବୁ ଲହର ଏ​‌ବେ ସାରା ଦେଶକୁ କବଳିତ କରି ରଖିଛି । ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ (CSIR) ଏକ ରିସର୍ଚ୍ଚ ଦ୍ବାରା ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । ସେମାନେ ରିସର୍ଚ କରି ଦର୍ଶାଇଛନ୍ତି କି ଦୁଇଟି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ସବୁଠୁ ଅଧିକ ଲାଗି ରହୁଛି ସଂକ୍ରମଣର ଭୟ । ତେବେ ଆସନ୍ତୁ ଜାଣିବା ସେହି ବ୍ଲଡ ଗ୍ରୁପ ବିଷୟରେ ।

corona

କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପ‌ୋର୍ଟରେ ଏନେଇ କିଛି ସୂଚନା ମିଳିଛି। ଦେଶବ୍ୟାପୀ ହୋଇଥିବା‌ ସିରୋ ପଜିଟିଭିଟି ସର୍ଭେ ଆଧାରରୁ ଏହି ରିପୋର୍ଟ ମିଳିଛି।

ସିଏସଆଇଆର ସୂଚନା ଅନୁଯାୟୀ, ‘ଏବି’ ଓ ‘ବି’ ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ତୁଳନାରେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଏମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ। ସେହିପରି ‘ଓ’ ବ୍ଲଡଗ୍ରୁପ ଥିବା ବ୍ୟକ୍ତି ଏତେ ଶୀଘ୍ର କରୋନାରେ ଆକ୍ର‌ାନ୍ତ ହେବେ ନାହିଁ। ଏହାର ଅର୍ଥ ନୁହେଁ ଯେ ଆପଣ କରୋନା କଟକଣା ମାନିବେ ନାହିଁ। କରୋନା ନିୟମ ଯଥାସମ୍ଭବ ପାଳନ କରିବା ନିହାତି ଜରୁରୀ।

blood

ରିସର୍ଚ୍ଚରୁ ଜଣାପଡିଛି ଯେ, O ବ୍ଲଡ୍‌ ଗ୍ରୁପ ଥିବା ବ୍ୟକ୍ତିବିଶେଷ କରୋନା ସଂକ୍ରମିତ ହେବା ଆଶଙ୍କା କମ । ଅର୍ଥାତ ଏମାନଙ୍କ କ୍ଷେତ୍ରରେ କୋଭିଡ୍‌ ପ୍ରଭାବ କମ ରହିଥାଏ । O ଗ୍ରୁପର ଲୋକମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଶରୀରରେ ଲକ୍ଷଣ ଖୁବ କମ ଦେଖାଯାଏ । ସାରା ଦେଶରେ ସେରୋପଜିଟିଭ ସର୍ବେ ଆଧାରରେ ଏହି ତଥ୍ୟ ପାଇଛି SCIR ।

ସବୁଦିନ କ-ରୋ-ନା ସମ୍ପର୍କୀତ କିଛି ଗୁରୁତ୍ୱପୁର୍ଣ୍ଣ ଖବର ନିଜ ମୋବାଇଲରେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ । କେବଳ ଲାଇକ କଲେ ହିଁ ଆପଣ ଏହି ବିଷୟରେ ସୁଚନା ପାଇ ପାରିବେ ।

Leave a Reply

Your email address will not be published. Required fields are marked *