ଏହି ସବୁ ସ୍ୱପ୍ନ ଦେଖୁଥିଲେ ସାବଧାନ ହେଇଯାନ୍ତୁ।

ଆମେ ଦୈନିକ ଜୀବନରେ ସ୍ୱପ୍ନ ତ ନିଶ୍ଚୟ ଦେଖିଥାଉ। ଆମେ ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାଉ। ରାତିରେ ଶୋଇବା ସମୟରେ ହେଉ ଅଥବା ଦିନରେ ଜାଗ୍ରତ ଥିବା ଅବସ୍ଥାରେ ହେଉ। ଆମକୁ ସ୍ୱପ୍ନ ସର୍ବଦା ଆସିଥାଏ। ସ୍ୱପ୍ନ ଦେଖିବା ସମୟରେ ଆମକୁ ତାହା ସମ୍ପୂର୍ଣ ରୂପେ ସତ ଲାଗିଥାଏ ମାତ୍ର ଆମ ଆଖି ଖୋଲିବା କ୍ଷଣି ହି ତାହା ଆମକୁ ମିଛ ଲାଗିବାକୁ ଲାଗେ। ଆମକୁ ଲାଗେ କି ଆମେ ଏକ ମିଛ ଦୁନିଆରେ ବଞ୍ଚୁଥିଲୁ ବୋଲି। ସେହିପରି ହି ଆପଣ ମାନଙ୍କର ଜାଣିବା ଦରକାର କି ସ୍ୱପ୍ନ ଆସିବା ଏକ ସାଧାରଣ କଥା କାରଣ ସ୍ୱପ୍ନ ଉପରେ ଆମ କାହାରି ବି ନିୟନ୍ତ୍ରଣ ନଥାଏ। ସ୍ୱପ୍ନ ଦେଖିବା ସ୍ୱାଭାବିକ କଥା ମାତ୍ର ସେହି ସ୍ୱପ୍ନ ଆମକୁ କାହିଁକି ଆସେ ତାହାର ଏକ ଅର୍ଥ ରହିଥାଏ। ଏହି ସ୍ବପ୍ନ ଦୁନିଆରୁ ବାହାରି ଆସିବା ପରେ ଆମେ ଆମ ଦୈନନ୍ଦିନ ଜୀବନ ବାବଦରେ ଦେଖି ହି ପାରିଥାଉ। ସ୍ବପ୍ନଶାସ୍ତ୍ରରେ ଏହାକୁ ଜିଜ୍ଞାସା କୁହା ଯାଇଥାଏ। ଏହି ଜିଜ୍ଞାସାର ଅର୍ଥ ଏହା କି ଆମେ ଦେଖୁଥିବା ସ୍ୱପ୍ନ କେଉଭଳି ନା କେଉଁଭଳି ଭାବରେ ଆମ ବାସ୍ତବିକତା ସହ ଜଡିତ ଥାଏ। ତେବେ ଏହା ଆମକୁ ଅନେକ କିଛି ସଂକେତ ଦେଇଥାଏ।

dreem

ଆପଣ ସ୍ୱପ୍ନ ତ ନିଶ୍ଚୟ ଦେଖନ୍ତି ମାତ୍ର ତାହାର ଅର୍ଥ କଣ ହେଇପାରେ ତାହା ବାବଦରେ ଆମେ ଚର୍ଚ୍ଚା କରିବାକୁ ଯାଉଛୁ। ତେବେ ଏହା ଏକ ସ୍ୱତନ୍ତ୍ର ବିଷୟ ଅଟେ ଆଉ ଏହା ବାବଦରେ ଆମେ ଆଜି ଏଠାରେ ଚର୍ଚ୍ଚା କରିବାକୁ ଯାଉଛୁ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏପରି କିଛି ସ୍ୱପ୍ନ ଅଛି ଯାହାକୁ ଶୁଭ ବୋଲି କୁହା ଯାଇଥାଏ ଆଉ କିଛି ସ୍ୱପ୍ନ ଅଛି ଯାହାକୁ ଅଶୁଭ ବୋଲି କୁହା ଯାଇଥାଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ସ୍ୱପ୍ନ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହାକୁ ଆମେ ଶୁଭ ବୋଲି ମାନି ହି ନଥାଉ। ଏହା ଆମ ଶରୀର ପାଇଁ ହାନିକାରକ ହେଇଥାଏ।

ଯଦି ଆପଣ ସ୍ୱପ୍ନରେ ଗୋଟିଏ ସ୍ଥାନରେ ଅନେକ ପଶୁପଲ ଦେଖୁଛନ୍ତି ତାହେଲେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହେଇପାରେ। କାରଣ ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ରୂପେ ବିଗିଡି ଯିବାର ସମ୍ଭାବନା ଥାଏ। ଜଫି ଆପଣ ଏହି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଆପଣ ଲାଲ ରଙ୍ଗର ବସ୍ତ୍ର କେଉଁ ଗରିବ ଲୋକଙ୍କୁ ଦାନ କରନ୍ତୁ ଆଉ ସତର୍କ ରୁହନ୍ତୁ।

dreem

ସ୍ୱପ୍ନରେ ଯଦି ଆପଣ ବସ୍ତ୍ର ଉପରେ ହଳଦିଆ ଦାଗ ଦେଖୁଛନ୍ତି ତାହା ବି ଆପଣଙ୍କ ପାଇଁ ହାନିକାରକ ହେଇପାରେ। ସ୍ବପ୍ନଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନ ଆପଣଙ୍କ ଧନାହାନିର ସଂକେତ ପ୍ରଦାନ କରିଥାଏ। ତେଣୁ ଧନ ଧାନ୍ୟ ମାମଲା ବୁଝି ସୁଝି ନିର୍ଣ୍ଣୟ ନିଅନ୍ତୁ।

ସ୍ୱପ୍ନରେ କଳା ବିଲେଇ ଦେଖିବା ଦ୍ୱାରା ବି ତାହା ଅଶୁଭ ମାନା ଯାଇଥାଏ। ଏହାଦ୍ୱାରା ଆପଣଙ୍କୁ କେଉଁ ଅଘଟଣର ସାମ୍ନା କରିବାର ସଂକେତ ମିଳିଥାଏ। ଆପଣଙ୍କୁ ଏହା ବାରମ୍ବାର ଦେଖାଗଲେ ଆପଣ ଶିବ ଲିଙ୍ଗରେ ଜଳାଭିଷେକ କରନ୍ତୁ।

Leave a Reply

Your email address will not be published. Required fields are marked *