ଶେଷରେ ଦ୍ୱିତୀୟ ବିବାହ କଲେ ଅନୁ ଚୌଧୁରୀ।

anu

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଆପଣଙ୍କ ପାଖରେ ଓଲିଉଡ ଅଭିନେତ୍ରି ଅନୁ ଚୌଧୁରୀ ତଥା ଆଉ ଜଣେ ବରିଷ୍ଠ ଅଭିନେତା ଶ୍ରିତମଙ୍କ ବାବଦରେ କହିବାକୁ ଯାଉଛୁ। ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରିର ବଡ଼ ବରିଷ୍ଠ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ତ ଭଲ ଭାବେ ଜାଣିଥିବେ। ଏଥି ସହିତ ଆପଣ ଅଭିନେତା ଶ୍ରିତମଙ୍କୁ ବି ଜାଣିଥିବେ। ମାତ୍ର କଣ ଆପଣ ଜାଣନ୍ତି କି ଅନୁ ପୁଣି ଥରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ବି ଆଉ କାହାକୁ ନୁହଁ ବରଂ ଶ୍ରିତମ ଦାସଙ୍କୁ।

anu c

ତେବେ ଆଜି ଆମେ ଏହି ବଡ଼ ଖବର ବାବଦରେ କହିବାକୁ ଯାଉଛୁ। କଣ ରହିଛି ଏହା ବାବଦରେ ବଡ଼ ଖବର ତାହା ଆଜି ଆମେ ଜାଣିବା। ଅନୁ ଚୌଧୁରୀ ଦିନ ଥିଲା ସାରା ଓଡ଼ିଶା ରେ ରାଜୁତି କରୁଥିଲେ। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ତାଙ୍କର ବର୍ତ୍ତମାନର ପରିସ୍ଥିତି ବି ଆମେ ଦେଖାଇବୁ ଆପଣଙ୍କ ସାମ୍ନାରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଅନୁ ଚୌଧୁରୀ ଆଉ ଅଭିନେତା ଶ୍ରିତମ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଆପଣଙ୍କୁ କଣ ଲାଗୁଚି? କଣ ଏହା ସତ ଅଟେ? ତେବେ ତାଙ୍କର ଵିଵାହ କପାଡାରେ ଉଠେଇଥିବା ଫୋଟୋ ଏବେ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେବାରେ ଲାଗିଛି। ତେବେ ଆମେ ଆପଣଙ୍କ କହିରଖୁଛୁ କି ଏହା ସମ୍ପୂର୍ଣ ରୂପେ ମିଛ ଅଟେ। ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଶ୍ରିତମ ଆଉ ଅନୁ ଚୌଧୁରୀଙ୍କର ଫୋଟୋ ତାଆଙ୍କର ଆଗକୁ ଆସୁଥିବା ଫିଲ୍ମ ମାର ମମତାର ଏକ ଫୋଟୋ ଅଟେ।

anu c

ତେବେ ଏହା ଭିତରେ ସେମାନେ ଅବିନାୟ କରିବାକୁ ଯାଉଛନ୍ତି ଆଉ ତାଙ୍କର ଏହି ଫୋଟୋକୁ ଲୋକମାନେ ଭାଇରାଲ କରି ଏହା କହୁଛନ୍ତି କି ସେମାନେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ନାଟର ତାହା ସମ୍ପୂର୍ଣ ରୂପେ ମିଛ ଅଟେ। ଆପଣଙ୍କୁ ଆମେ କହି ରଖୁଛୁ କି ସେମାନେ ଆଗକୁ ଏକ ବଡ଼ ଫିଲ୍ମ ମାଆ ର ମମତାରେ ନଜର ଆସିବାକୁ ଯାଉଛନ୍ତି ଯାହା ପାଇଁ ସୁଟିଂ ସେଟରେ ସେ ଏହା ପିନ୍ଧିଛନ୍ତି।

ସୋସିଆଲ ମିଡିଆରେ ଅନେକ ମିଛ ଜିନିଷ ଭାଇରାଲ ହେଇଥାଏ ଆଉ ଏହା ସେମାନଙ୍କ ଭିତରୁ ଏକ ଅଟେ। ଆପଣ ଏହି ସବୁ ଜିନିଷ ମାନଙ୍କରେ ଜମା ବି ବିଶ୍ୱାସ କରନ୍ତୁ ନାହିଁ। ଏହା ହି କହିବା ପାଇଁ ଆଜିର ବିଷୟ ଆମେ ଶେଷ କରୁଛୁ।

Leave a Reply

Your email address will not be published. Required fields are marked *