ଏହି ଲୋକପ୍ରିୟ ହିରୋଙ୍କୁ ବାହା ହେଲେ ଅନୁ ଚୌଧୁରୀ। ଜାଣନ୍ତୁ ପୁରା କଥା।

anu

ସାଙ୍ଗମାନେ ଆପଣ ମାନେ ତ ଶ୍ରୀତମ ଦାସଙ୍କୁ ଭଲ ଭାବେ ଜାଣିଥିବେ। ଶ୍ରୀତମ ଜଣେ ଲୋକପ୍ରିୟ ଅଭିନେତା ହେବା ସହିତ ଏକ ସଫଳ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ସାଙ୍ଗମାନେ ଶ୍ରୀତମଙ୍କ ଜନ୍ମ ୧୯୭୦ ମସିହା ଭୁବନେଶ୍ୱରରେ ହୋଇଥିଲା। ଶ୍ରୀତମ ୧୯୯୫ ମସିହାରେ ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ସାବିତ୍ରୀ ଜରିଆରେ ଅଭିନୟ ଦୁନିଆରେ ପଦାର୍ପଣ କରିଥିଲେ। ଦୀର୍ଘ ୨୫ ବର୍ଷ ହେବ ଶ୍ରୀତମ ଓଲିଉଡରେ ଆକଟିଭ ଅଛନ୍ତି। ସେ ୨୦ ରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିବା ସହିତ ବହୁତ ଗୁଡ଼ିଏ ଆୱାର୍ଡ଼ ମଧ୍ୟ ପାଇଛନ୍ତି। ସେ କେବଳ ଜଣେ ଅଭିନେତା ଭାବରେ ସୀମିତ ରହି ନାହାଁନ୍ତି ସେ ଓଡ଼ିଆ ଜଗତରେ ଏକ ସଫଳ ନିର୍ଦ୍ଦେଶକ ଭାବରେ ମଧ୍ୟ ପରିଚିତ ଅଟନ୍ତି।

anu

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଫିଲ୍ମ ନିହାତି ଭାବରେ ଦେଖିଥିବେ। ଯଦି ଆପଣ ଦେଖୁଥିବେ ତ ଆପଣ ଅନୁ ଚୌଧୁରୀଙ୍କୁ ନିହାତି ଭାବରେ ଜାଣିଥିବେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି। ସାଙ୍ଗମାନେ ତାଙ୍କର ଜନ୍ମ ୧୯୭୯ ମସିହାରେ ହୋଇଥିଲା। ତାଙ୍କ ଜନ୍ମ ୧୯୭୯ ମସିହାରେ ହୋଇଥିଲା।

ଅନୁଙ୍କ ବାପାଙ୍କ ନାମ ରବି ଚୌଧୁରୀ ଓ ମାତାଙ୍କ ନାମ ସୌଦାମିନୀ ଚୌଧୁରୀ। ସେ ବିଜୁ ପଟ୍ଟନାୟକ କଲେଜ, ଭୁବନେଶ୍ୱରରେ ପାଠ ପଢ଼ିଥିଲେ। ଅନୁ ତାଙ୍କର ପ୍ରଥମ ଫିଲ୍ମ ବଧୂ ନିରୁପମା ଓ ମମତା ମାଗେ ମୂଲରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୫୦ ରୁ ଉର୍ଦ୍ଧ ଫିଲ୍ମରେ କାମ କରିଛନ୍ତି।

ସାଙ୍ଗମାନେ ଗତକାଲି ଠାରୁ ଏକ ଖବର ଭାଇରାଲ ହେଉଛି କି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଶ୍ରୀତମ ଦାସ ଓ ଅନୁ ଚୌଧୁରୀ। ବହୁତ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି କି ଅନୁ ଚୌଧୁରୀ ଦ୍ଵିତୀୟ ବିବାହ କରିଛନ୍ତି ଶ୍ରୀତମ ଦାସଙ୍କୁ।

anu c

ତେବେ ଆପଣଙ୍କୁ ଜଣାଇବା ପାଇଁ କହି ରଖୁଛି ଯେ ଏହା କୌଣସି ସତ୍ୟ ଘଟଣା ନୁହେଁ ବରଂ ଏକ ଫିଲ୍ମର ସୁଟିଂ ସେଟର କାହାଣୀ। ଆଜ୍ଞା ହଁ ସାଙ୍ଗମାନେ ଅନୁ ଓ ଶ୍ରୀତମ ତାଙ୍କର ଆଗକୁ ଆସୁଥିବା ଫିଲ୍ମ ଉପରେ କାମ କରୁଛନ୍ତି। ବହୁତ ଦିନ ପରେ ଏହି ଦୁଇ ଜଣଙ୍କୁ ପରଦା ସାମ୍ନାରେ ଦେଖିବାକୁ ମିଳିବ। ଆଗରୁ ମଧ୍ୟ ଦୁଇ ଜଣ କିଛି ଫିଲ୍ମରେ ଏକାଠି କାମ କରିଛନ୍ତି।

ତେବେ ଗତକାଲି ଶ୍ରୀତମ ଦାସ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ଫଟୋ ଓ ଭିଡିଓ ସେୟାର କରିଥିଲେ ଯେ ଆଜିଠାରୁ ଆରମ୍ଭ ହେଲା ସିନେମା ଚଣ୍ଡୀ ପରିଜାଙ୍କ ନିର୍ଦ୍ଦେଶିତ ମାର ମମତା ସିନେମା। ଏହି ସିନେମା ଅନୁଯାୟୀ ଶ୍ରୀତମ ଦାସ ଓ ଅନୁ ଚୌଧୁରୀ ପରସ୍ପରକୁ ବିବାହ କରିବେ। ଦୁଇ ଜଣ ଏହି ପ୍ରୋଜେକ୍ଟ ପାଇଁ ବହୁତ ଉତ୍ସାହିତ ଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *