ACF ସୋମ୍ୟଙ୍କ ମୃତ୍ୟୁ ମାମଲାରେ ମିଳିଛି ଆଉ ଏକ ହାତ ଲେଖା ଚିଠି , ଜାଣନ୍ତୁ ସେଥିରେ କଣ ଲେଖା ଅଛି ?

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଜାଣିଥିବେ ସୌମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି , କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଏତେ ସବୁ ତଥ୍ୟ ସ ସାମ୍ନାକୁ ଆସିଛି କିନ୍ତୁ ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ । ଯେଉଁଥିପାଇଁ ସମସ୍ତଙ୍କ ମନରେ ଅସୋନ୍ତଷ ପ୍ରକାଶ କରିଛନ୍ତି । ପାରଳା ଖେମୁଣ୍ଡି ଏସ ସି ଏଫ ସୌମ୍ଯ ରଞ୍ଜନଙ୍କ ରହସ୍ୟ ଜନକ ମୃ-ତ୍ୟୁ ଘଟଣାରେ ଆଜି ଆଉ ଏକ ଚିତି ଭାଇରାଲ ହେଉଛି ।

ସେଥିରେ ଲେଖା ଅଛି ” ୱ୍ହାଟ ଏ ହୋପ ଲେସ ଲାଇଫ, ମୋ ଭଳି ଗୋଟିଏ ହୋପ ଲେସ ଲାଇଫ ବଞ୍ଚିଛି ଏଇ ଆଶାରେ ଯେ କେବେ ନା କେବେ ସୁଖ ଆସିବା ମୋ ଜୀବନରେ । ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ ସବୁ ତତେ ହିଁ ଭୋଗିବାକୁ ପଡିବ । ସେଥିପାଇଁ କମ୍ପ୍ଲେନ ଓ ରିଆକ୍ସନ ଦେବା ବନ୍ଦ କରିଦେ । କାରଣ ଯେତେ ଯାହା କଲେବି ସବୁ ତ ଭାଗ୍ୟ ଓ ତୋର ଷ୍ଟୁପିଡ ଡିସିସନ ଗୁଡିକ ଆଉ ଯାହା ତୁ ନେଇଥିଲୁ । ଜୀବନକୁ ନେଇ ଖାଲି ଅନୁତାପ ଆସୁଛି ଏତେ କଣ ପା-ପ କରିଥିଲି ପୁରା ଫ୍ୟୁଚର ମୋର ଡାର୍କ ହୋଇଗଲା ଏତେ ଖରାପ ଲାଗିଲାଣି ନିଜ ଉପରେ ଛି ଛି ୟାର କେମିତି ଜୀବନ ଗୋଟେ ମୋର ।

samya

କେତେ ଡାଉନ ଫିଲ କରାଇ ସାରିଲିଣି ଏଇ ଏତିକି ଦିନ ଭିତରେ ” ଏହି ଭଳି ହାତ ଲେଖା ଚିଠି ଏବେ ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । କିନ୍ତୁ ଏହି ଲେଖାଟି ବିଦ୍ୟାଭାରତିଙ୍କ ହାତ ଲେଖା ବୋଲି ପୋଲିସ ସନ୍ଦେହ କରୁଛି , କାରଣ ସୋମ୍ୟଙ୍କ ଡେଥ କେସରେ ମିଳିଥିବା ସମସ୍ତ ହାତ ଲେଖା ଚିଠି ବିଦ୍ୟାଭାରତୀଙ୍କ ର ବୋଲି ପ୍ରମାଣିତ ହୋଇସାରିଛି । ସୂଚନା ଅନୁସାରେ ଚିଠି ମିଳିବା ପରେ ପୋଲିସ ବିଦ୍ୟାଭାରତୀଙ୍କ ବୟ୍ଯାନ ନେଇନାହିଁ ।

ପୂର୍ବରୁ ଆହୁରି ଏମିତି ୩ ଟି ହାତ ଲେଖା ଚିଠି ଭାଇରାଲ ହୋଇଥିଲା । କିନ୍ତୁ , ଏତେ ଦିନ ବିତିଯିବା ପରେ ମଧ୍ୟ ସୌମ୍ଯ ରଞ୍ଜନ କେମିତି ମରିଛନ୍ତି ତାହା ଜଣା ପଡି ନାହିଁ । ଏହି ଘଟଣା ସହିତ ଗଜପତି ଡିଏଫ ଓ କି ରୋଷେୟାଙ୍କ ସମ୍ପୃକ୍ତ ନାହାନ୍ତି ବୋଲି ଚିଠି ମିଳିଛି । କିନ୍ତୁ ସୋମ୍ୟରଞ୍ଜନ ଙ୍କ ପରିବାର ଲୋକ ମାନେ ପୋ-ଲି-ସ ତଦନ୍ତରେ ଅସନ୍ତୁଷ୍ଟ ଅଛନ୍ତି , ସେଥିପାଇଁ ଏବେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଏବଂ ହାଇ କୋର୍ଟରେ ଜନ ସ୍ଵାର୍ଥ ମାମଲା ମଧ୍ୟ ରୁଜୁ କରା ଯାଇଛି ।

viday

ଏଥିରେ ରାଜ୍ୟ, କେନ୍ଦ୍ର ସରକାର, ଡିଜି ଗଜପତି ଏସ ପି ଏବଂ ପରଳା ଖେମୁଣ୍ଡି ଆଇ ଆଇ ସିଙ୍କୁ ପକ୍ଷଭୂତ କରାଯାଇଛି । ଏବେ ପୋଲିସ କହୁଛନ୍ତି ପୋ-ଷ୍ଟ-ମ-ଟ-ର୍ମ ରିପୋର୍ଟ ଆସିଲାପରେ ସୌମ୍ୟଙ୍କ ମୃତ୍ୟୁ କେମିତି ହେଲା ତାହା ସାମ୍ନାକୁ ଆସିବ । କିନ୍ତୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ କାହିଁକି ଟେଷ୍ଟ ରିପୋର୍ଟ ଆସିନାହିଁ ବୋଲି ମଧ୍ୟ ତାଙ୍କ ଭାଇ ପ୍ରଶ୍ନ ଉଠାଇଛନ୍ତି । ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ସୌମ୍ୟଙ୍କ ମୃ-ତ୍ୟୁ ମାମଲାକୁ ନେଇ , କିନ୍ତୁ ମୂଳ ପ୍ରଶ୍ନ ଟି ହେଉଛି ସୌମ୍ୟଙ୍କ ମୃ-ତ୍ୟୁ କେମିତି ହେଲା ? ଏହା ଦୁର୍ଘଟଣା ନା ହ-ତ୍ୟା ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *