ଆଶ୍ଚର୍ଯ୍ୟକର ଖବର। ତପୁ ମିଶ୍ରଙ୍କର ସମ୍ପତ୍ତି ବାବଦରେ ଜାଣିଲେ ଆପଣ ଚକିତ ହେଇଯିବେ।

tapu

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ସୁନାମ ଧନ୍ୟ ଗାୟିକାଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ଦେହାନ୍ତ ସାରା ଓଲିଉଡ ଇଣ୍ଡଷ୍ଟ୍ରିକୁ ଦୁଃଖିତ କରି ଦେଇଥିଲା। ଆଜ୍ଞା ହଁ ଆଜି ଆମେ ଆପଣଙ୍କ ପାଖରେ ତପୁ ମିଶ୍ରଙ୍କ କଥା କହିବାକୁ ଯାଉଛୁ ଯିଏ କି କୋଭିଡ ମହାମାରିରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ପଡିରହିଥିଲେ ଆଉ ତାଙ୍କର ଅବସ୍ଥା ବିଗିଡି ଯିବା ପରେ ତାଙ୍କର ମୃତ୍ୟୁ ହେଇଯାଇଥିଲା। ଆଜି ଆମେ ତାଙ୍କର ସମ୍ପତ୍ତି ବାବଦରେ କଥା ହେବାକୁ ଯାଉଛୁ। ତେବେ କଣ ରହିଛି ଏହା ବାବଦରେ ସମ୍ପୂର୍ଣ ଖବର ତାହା ଆଜି ଆମେ ଜାଣିବା।

tapu

ଆଜି ଆମେ ଯାହାଙ୍କ ବାବଦରେ କଥା ହେବାକୁ ଯାଉଛୁ ସେ ଆମ ଗହଣରେ ଆଉ ନାହାନ୍ତି ସତ ମାତ୍ର ତାଙ୍କ ଘର ପରିବାର ପାଇଁ ଛାଡି ଯାଇଛନ୍ତି ସେ କୋଟି କୋଟି ଟଙ୍କାର ସମ୍ପତ୍ତି। ତାଙ୍କ ବାବଦରେ ଆମେ ଆଉ କଣ ଅବା କଥା ହେବା କାରଣ ସେ ଆମ ସ୍ଵବୀଙ୍କ ଭିତରେ ଅତ୍ୟନ୍ତ ଲୋକପ୍ରିୟ ଅଟନ୍ତି ଆଉ ତାଙ୍କର ସଙ୍ଗୀତ ସଭିଙ୍କୁ ବାଇଆ କରିଥାଏ। ଯଦି ଆପଣ ଏଯାଏ ତାଙ୍କ ସଙ୍ଗୀତ ଶୁଣି ନାହାନ୍ତି ତାହେଲେ ଆପଣ ତାହା ନିଶ୍ଚୟ ଶୁଣନ୍ତୁ ଆଉ ଆପଣ ବି ତାଙ୍କର ଦିୱାନା ହେଇଯିବେ।

ସେ ଜଣେ ଗୃହିଣୀ ଥିଲେ ଆଉ ଛୋଟବେଳୁ ହି ତାଙ୍କର ସଙ୍ଗୀତ ତଥା ପାଠ ପଢ଼ାରେ ବହୁତ ଅଧିକ ରୁଚି ଥିଲା। ତେବେ ତାହା ପରେ ତାଙ୍କର ଅବସ୍ଥା କରୋନାରେ ଖରାପ ହେଲା ଆଉ ତାଙ୍କର ଦେହାନ୍ତ ହେଲା।

ତାଙ୍କ ପିତାଙ୍କ ନାମ ଅର୍ଧେନ୍ଦୁ ମିଶ୍ର ଅଟେ ଆଉ ତାଙ୍କର ତିନି ଜଣ ଝିଅ ଥିଲେ। ତାଙ୍କ ଭଉଣୀ ଧୃତିଦିପା ମିଶ୍ର ୟଂକରି ଭଳି ଜଣେ ଗାୟିକା ଅଟନ୍ତି ଆଉ ଆଉ ଜଣେ ଭଉଣୀ ଜଣେ ଆକାଉଣ୍ଟାଣ୍ଟ ଅଟନ୍ତି।

tapu mishra

ନିଜେ ତପୁ ତାଙ୍କ ପରିବାର ଲୋକଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ସ୍ବାମୀ ଦିପକ ପୂଜାରୀ ଜଣେ ଅଭିନେତା ଅଟନ୍ତି ଯାହାଙ୍କୁ ସେ ଭଲ ପାଇ ୨୦୧୮ ମସିହାରେ ବିବାହ କରିଥିଲେ। ତେବେ ତାଙ୍କର ଦେହାନ୍ତ ସଭିଙ୍କୁ ଦୁଃଖିତ କରିଥିଲା। କେବଳ ସେ ହିଁ ନୁହଁ ବରଂ ତାଙ୍କର ପିତା ମଧ୍ୟ କରୋନାର ଶିକାର ହେଇଥିଲେ ଆଉ ତପୁ ତାଙ୍କ ସହ ତାଙ୍କ ସ୍ୱାମୀଙ୍କୁ ବି ପର କରି ଚାଲି ଯାଇଥିଲେ। ତାଙ୍କର ଗମନ ଦ୍ୱାରା ତାଙ୍କ ସ୍ବାମୀ ଭାଙ୍ଗି ପଡ଼ିଥିଲେ।

ତେବେ ତାଙ୍କ ରୋଜଗାର କଥା କହିବା ତ ତପୁ ଗୋଟେ ଗୀତ ପୀଛା ପ୍ରାୟ ୧୦-୧୫ ହଜାର ଦାବି କରୁଥିଲେ ଆଉ ଅନ୍ୟମାନଙ୍କ ଠାରୁ ତାଙ୍କ ଗୀତର ଦାମ ଅଧିକ ଥିଲା। ଏହା ସବୁ ଦର୍ଶକ ମାନଙ୍କୁ ପସନ୍ଦ ବି ଆସୁଥିଲା ଆଉ ତାଙ୍କ ସ୍ବାମୀ ବି ବହୁତ ପଇସାବାଲା ଅଟନ୍ତି।

Leave a Reply

Your email address will not be published. Required fields are marked *