ଅଭିନେତ୍ରୀ ତଥା ମଡେଲ ପ୍ରିୟା ଆଉ ନାହାନ୍ତି। ଦୁଃଖରେ ପୁରା ଓଲିଉଡ

Actress

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଆପଣଙ୍କ ପାଖରେ ବଲିଉଡ ବାବଦରେ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଦୁଃଖଭରା ଖବର ନେଇକି ଆସିଛୁ , ଆମେ ଆଜି ଆପଣଙ୍କ ପାଖରେ ଆପଣଙ୍କ ପ୍ରିୟ ମଡେଲ, ତଥା ଫିଲ୍ମ ଅଭିନେତ୍ରିଙ୍କ ବାବଦରେ କହିବାକୁ ଯାଉଛୁ। ତାଙ୍କର ଦେହାନ୍ତ ପୁରା ଫିଲ୍ମ ଜଗତକୁ ହି ଶୋକରେ ବୁଡ଼େଇ ଦେଇଛି ଆଉ ତାଙ୍କର ଦେହାନ୍ତର କାରଣ ଏଯାଏ ଜାଣି ପାରିନାହୁଁ ଆମେ। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ।

prya

ମଣିଷ ଆଜିକାଲି ନିଜର ଜୀବନକୁ ଏକ ଖେଳ ଘର ଭାବେ କରି ରଖିଛି ଆଉ କିଛି ବି ଅସୁବିଧା ହେଲେ ତାହାର ସାମ୍ନା ନ କରି ମନୁଷ୍ୟ ହାରିଯିବାକୁ ଶ୍ରେୟ ମନେ କରୁଛି। ମନୁଷ୍ୟ ଭିତରେ ଆଉ ମାନସିକ ସୁଦ୍ର୍ୟଧତା ବଂଚି ହି ନାହିଁ। ଜୀବନ କେଉଁ ଖେଳଘର ନୁହଁ ଆଉ ତାହା ଭଗବାନ ଙ୍କର ଦାନ ଅଟେ।

ଆପଣ ଜାଣନ୍ତି କି ମୃତ୍ୟୁ ଆଉ ଜନ୍ମ ସବୁ ସେହି ଉପର୍ବାଲା ହାତରେ ଥାଏ। ଆମେ ସମସ୍ତେ ଏକ ଜନଜାତିର ଅଂଶ ଅଟୁ ଆଉ ଆମେ ଯଦି ଜନ୍ମ ହେଇଚୁ ତ ଆମ ଜୀବନରେ ମୃତ୍ୟୁ ନିଶ୍ଚୟ ଲେଖା ଅଛି। ସେହି ସବୁକିଛି ଉପରେ ବସିଥିବା ଭଗବାନ ନିୟନ୍ତ୍ରଣ କରନ୍ତି ଆଉ ତାହାକୁ ଆମେ ବାସ ଜଣେ କଣ୍ଢେଇ ଭଳି ସହ୍ୟ କରିଥାଉ। ଆମ ଜୀବନରେ କଣ ଲେଖା ଅଛି ତାହା ଆମକୁ ଜଣା ନାହିଁ ବରଂ ତାହା ଆମ ଉପରେ ବସିଥିବା ସେହି ଉପର୍ବାଲାଙ୍କର ହାତରେ ଅଛି। ତେବେ ଏହା ପରେ ବି ଆମକୁ ଆମ ଜୀବନ ବଞ୍ଚିବାକୁ ପଡେ ଆଉ ଜୀବନ ଅତିବାହିତ କରିବାକୁ ପଡେ।

priya a

ଆଜିକାଲି ମାନସିକ ଚିନ୍ତାରେ ବୁଡି ରହିଥିବା ଏହି ଯୁଗ ଆଉ କଷ୍ଟର ସାମ୍ନା କରିବାକୁ ହିଁ ଚାହୁଁନାହିଁ। ସେମାନେ ବାସ ହାରି ଯାଉଛନ୍ତି ଆଉ ତାଙ୍କ ଜୀବନ ସୂତ୍ରରୁ ପାଦ ବାହାର କରି ଦେଉଛନ୍ତି। ସେମାନେ ଜୀବନର ସେହି ସବୁ ଦୁଃଖ ଆଉ ଅଶାନ୍ତିକୁ ସାମ୍ନା ନ କରି ତାହାଠାରୁ ଦୁରେଇ ଯିବା ପାଇଁ ହାରି ଯିବାକୁ ଅଧିକ ପସନ୍ଦ କରୁଛନ୍ତି। ଆପଣ ପୂର୍ବ ବର୍ଷ ହେଇଥିବା ଆପଣଙ୍କର ପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ବାବଦରେ ତ ନିଶ୍ଚୟ ଶୁଣିଥିବେ। ଏହା ବିଶ୍ୱାସ କରାଯାଏ କି ସେ ଆତ୍ମହତ୍ୟା କରିଥିଲେ ଆଉ ତାଙ୍କର ଏହି ଆତ୍ମହତ୍ୟା ଆମ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ଅଟେ।

ଆମେ ପ୍ରିୟାଙ୍କ ବାବଦରେ କହିବା ଯିଏ କି ମୁମ୍ବାଇରେ ରହିଥିଲେ ଆଉ ମଡେଲ ଥିଲେ। ସେ ଡେରି ରାତିରେ ଘରକୁ ଫେରିଲେ ଆଉ ତାଙ୍କ ସହ ଜଣେ ପୁରୁଷ ବି ଥିଲେ। ସେ ତାଙ୍କ ଭଉଣୀ ଘରକୁ ଯାଇଥିଲେ ଆଉ ତାଙ୍କ ସହ ଜଣେ ଯୁବକ ଥିଲେ। ତାଙ୍କ ସହ ସେ ବହୁତ ଅଧିକ ପାର୍ଟି କରିଥିଲେ ଆଉ ତାଙ୍କର ମା ତାଙ୍କୁ ବହୁତ ଅଧିକ ଗାଳି କଲେ ଆଉ ମାତ୍ର ଏତିକି କଥାରେ ହି ସେ ନିଜର ୧୪ ମହଲା ଘରୁ ଡେଇଁ ପଡି ଆତ୍ମହତ୍ୟା କଲେ।

Leave a Reply

Your email address will not be published. Required fields are marked *