ଜୀବନରେ ଭଲ ସମୟ ଆସିବାର ୬ଟି ସଂକେତ। ନିଶ୍ଚୟ ଜାଣନ୍ତୁ

sadhu

ଆମକୁ ଦୈନନ୍ଦିନ ଜୀବନରେ କିଛି ଏପରି ସଂକେତ ନିଶ୍ଚୟ ମିଳିଥାଏ ଯାହା କି ଆମ ମାନଙ୍କ ପାଇଁ ବହୁତ ଜରୁରୀ ହେଇଥାଏ ତାହାକୁ ବୁଝିବା। ତେବେ ଏହି ସଂକେତ ମାନଙ୍କର ଅର୍ଥ କଣ ହେଇଥାଏ ତାହା ବାବଦରେ ଆମେ ଆଜି ଚର୍ଚ୍ଚା କରିବା। ତେବେ ଆପଣ ଏହା ବାବଦରେ ଅଧିକ ଭଲ ଭାବରେ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

ଦୁନିଆରେ ଏପରି ଲୋକ ଥାଆନ୍ତି ଯେଉଁମାନେ କି ସବୁକିଛି ନିଜର ପରିଶ୍ରମ ଦ୍ୱାରା ପାଇବେ ବୋଲି ଚିନ୍ତା କରିଥାନ୍ତି ଆଉ କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ ଜୀବନରେ କିଛି ପାଇବା ପାଇଁ ନିଜର ଭାଗ୍ୟର ଭୂମିକାକୁ ଅବମାନନା କରନ୍ତି ନାହିଁ।ତେବେ ଆଜି ଆମେ ଆପଣଙ୍କ ପାଖରେ ଶାସ୍ତ୍ରରେ ଦେଖା ଯାଉଥିବା କିଛି ଏପରି ସଂକେତ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା ଯଦି ଆପଣ ଦେଖନ୍ତି ତାହେଲେ ତାହା ଆପଣଙ୍କ ପାଇଁ ଶୁଭ ତଥା ଆପଣଙ୍କ ଭାଗ୍ୟ ପରିବର୍ତ୍ତନର ସଂକେତ ଦେଇଥାଏ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଏହା ବାବଦରେ।

krishan

ଆପଣ ରାତିରେ ଶୋଇବା ସମୟରେ ଯଦି ଧଳା ଅଥବା ସୁନେଲି ରଙ୍ଗର ସାପ ଦେଖନ୍ତି ତାହେଲେ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ସଂକେତ ପ୍ରଦାନ କରିଥାଏ। ସାଧାରଣ ଭାବେ ଆମେ ନଡ଼ିଆକୁ ଏକ ଶୁଭ ଫଳ ଭାବେ ସମସ୍ତେ ବିବେଚନା କରିଥାଉ ତେଣୁ ଆପଣ ସକାଲୂ ଉଥିବା କ୍ଷଣି ହି ଯଦି ନଡିଆଟେ ଦେଖିବାକୁ ପାଆନ୍ତି ତାହେଲେ ତାହା ଆପଣନ୍କ ପାଇଁ ଶୁଭ ହେଇଥାଏ। ଯାତ୍ରା ଆରମ୍ଭ ସମୟରେ ବାମପଟେ ଶବ ଯାତ୍ରା,ବିଲୁଆ ତଥା ପୁର୍ଣ କୁମ୍ଭ ଦେଖିଲେ ତାହା ଆପଣଙ୍କ ପାଇଁ ଶୁଭ ବିବେଚିତ ହେଇଥାଏ। ଦକ୍ଷିଣ ପାଖରେ ଗୋମାତା, ମୃଗ ତଥା ବ୍ରାହ୍ମଣ ଦେଖିଲେ ତାହା ଶୁଭ ବିବେଚିତ ହେଇଥାଏ।

ରାସ୍ତାର ଯେକୌଣସି ପାର୍ଶ୍ଵରେ ନେଉଳ ଦେଖିଲେ ତାହାକୁ ଶୁଭ ମାନା ଯାଇଥାଏ। ଯଦି ଆପଣ କୁଆଡେ ଯାଉଛନ୍ତି ଆଉ ଆପଣ ରାସ୍ତାରେ କେଉଁ କୀର୍ତନିଆ ଦଳ କୀର୍ତ୍ତନ କରି ଯାଉଥିବାର ଦେଖନ୍ତି ତାହେଲେ ତାହାକୁ ଶୁଭ ମାନା ଯାଇଥାଏ।ଶିଶୁକୁ କେଉଁ ସ୍ତ୍ରୀଲୋକ କାଖେଇ ଥିବାର ଦେଖନ୍ତି, ଘୋଡା ଚଢି ଯାଉଥିବାର କେଉଁ ବ୍ୟକ୍ତିକୁ ଦେଖନ୍ତି ଅଥବା ଗାଈ ଠାରୁ କେଉଁ ବାଛୁରୀ କ୍ଷୀର ପିଉ ଥିବାର ଦେଖନ୍ତି ତାହେଲେ ତାହା ଶୁଭ ହେଇଥାଏ। ଜାଣି ନିଅନ୍ତୁ ଏହା ଯାତ୍ରା ପୁର୍ଣ ହେବାର ଆଗୁଆ ସଂକେତ ଅଟେ। ସ୍ୱପ୍ନରେ ଯଦି ଆପଣ ସବୁଜ ପରିବେଶ ଦେଖନ୍ତି ତାହେଲେ ତାହା ଆପଣଙ୍କ ପାଇଁ ଶୁଭ ସଂକେତ ବିଚାର ହେଇଥାଏ।

krishan

ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ଅକସ୍ମାତ ଭାବେ କେଉଁ ଆଖୁ କ୍ଷେତ ଦେଖନ୍ତି ତାହେଲେ ତାହା ଆପଣନ୍କ ଯାତ୍ରା ସଫଳ ହେବାର ସଂକେତ ଅଟେ।ଆପଣ ଯଦି ଗୋମାତା ଉପରେ କାଉଟିଏ ବସି ରାବୁଥିବାର ଦୃଶ୍ୟ ଦେଖନ୍ତି ତାହେଲେ ମଧ୍ୟ ତାହା ଅତ୍ୟନ୍ତ ଶୁଭ ସଂକେତ ହେଇଥାଏ। ଏହାର ଅର୍ଥ ହେଉଛି କି ଆପଣନ୍କ ଜୀବନରେ ଉନ୍ନତିର ସମୟ ଆସିଯାଇଛି।

Leave a Reply

Your email address will not be published. Required fields are marked *