ଆପଣଙ୍କ ନଖରେ ଯଦି ଏହି ଚିହ୍ନ ଅଛି ତାହେଲେ ଆପଣ ଭାଗ୍ୟଶାଳୀ।

ଆପଣ ଯଦି କେବେ ଭଲ ଭାବରେ ଶାନ୍ତିର ସହ ବସି ଆପଣଙ୍କ ଶରୀରକୁ ଦେଖିବେ ତାହେଲେ ଆପଣ ଜାଣିବେ କି ଉପରଵାଲା ଯିଏ ଆମ ଶରୀର ତିଆରି କରିଛି ସେ କିପରି ଉତ୍ତମ ଭାବେ ଆମ ଶରୀରକୁ ତିଆରି କରିଛି। ଆମର ହାତରେ ଥିବା ଅଙ୍କା ବଙ୍କା ଶିର, ଆମ ଚର୍ମରେ ଥିବା ଲୋମ ତଥା ଆମ ଆଙ୍ଗୁଳି ମାନଙ୍କର ସେହି ଅଙ୍କା ବଙ୍କା ଭାଗ ଆଉ ନଖ ମାନଙ୍କର ସେହି ଅଙ୍କା ବଙ୍କା ଅଂଶ ଆମର କାରିଗରୀ ବାବଦରେ କହି ଥାଏ। ଆମେ କେବେ ବି ଆମ ନଖକୁ ବହୁତ ଧ୍ୟାନର ସହ ଦେଖି ନଥାଉ ଆଉ ଯଦି ଆମେ ତାହା ଦେଖିବା ତାହେଲେ ଆମକୁ ଜଣା ପଡିବ କି ଆମ ନଖ କେତେ ସୁନ୍ଦର ଆଉ ସେହି ଅର୍ଦ୍ଧ ଚନ୍ଦ୍ରରେ ଭରା ହେଇ ଯାଇଥାଏ। ଆମ ନଖରେ ଥିବା ସେହି ଅର୍ଦ୍ଧ ଚନ୍ଦ୍ର ଆମ ବାବଦରେ ବହୁତ କିଛି ଜଣାଇଥାଏ। ଆଜି ଆମେ ସେହି ସବୁ ଅର୍ଦ୍ଧ ଚନ୍ଦ୍ର ବାବଦରେ ଜାଣିବା ଯାହା ଆମ ନଖ ଉପରେ ଥାଏ ମାତ୍ର ଆମେ କେବେ ବି ସେମାନଙ୍କୁ ଧ୍ୟାନର ସହ ଦେଖି ହିଁ ନାହୁଁ। ଆସନ୍ତୁ ଆରମ୍ଭ କରିବା।

Nails

ଏହି ଅର୍ଦ୍ଧ ଚନ୍ଦ୍ର ଆପଣଙ୍କ ସ୍ୱାସ୍ଥ୍ୟ ବାବଦରେ କହିଥାଏ। ଏହା ଧଳା ତଥା ଦୁଧିଆ ରଙ୍ଗର ହେଇଥାଏ ଆଉ ଏହାକୁ ଲାଟିନ ଭାଷାରେ ଲୁନାଲ କୁହା ଯାଏ। ହିନ୍ଦୀରେ ଏହାକୁ ଆଧା ଚାନ୍ଦ କୁହାଯାଏ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ବାବଦରେ ବହୁତ କିଛି କହିଥାଏ। ଏହି ଚନ୍ଦ୍ର ଯଦି ଆପଣଙ୍କ ଦଶ ଆଙ୍ଗୁଠି ମାନଙ୍କ ମଧ୍ୟରୁ ଆଠଟି ଆଙ୍ଗୁଠି ଉପରେ ହେଇଥାଏ ଆଉ ତାହା ଆପଣଙ୍କ ଆଖିକୁ ସ୍ପଷ୍ଟ ଭାବେ ଜଣା ଡି ଥାଏ ତାହେଲେ ଆଅଅଁ ନିଜର ସ୍ୱାସ୍ଥ୍ୟ ବାବଦରେ ନିଶ୍ଚିନ୍ତ ରହି ଯାଆନ୍ତୁ କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ବାବଦରେ ବହୁତ କିଛି କହିଥାଏ। ଯଦି ଏହା କମ ଆଙ୍ଗୁଠିରେ ଦେଖା ଯାଏ ତାହେଲେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଦରକାର।

ଏହି ଅଧା ଚନ୍ଦ୍ର ଯେତେ ଅଧିକ ବଡ଼ ଆଉ ଧଳା ଦେଖାଯାଏ ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତି ସେତିକି ମାନସିକ ରୂପରେ ସୁଦୃଢ଼ ଥାଏ। ଯେଉଁ ବ୍ୟକ୍ତିର ନଖ ଅଧିକ ଧଳା ଆଉ ଚିକ୍କଣ ହେଇଥାଏ ସେମାନେ ଜୀବନରେ ଅନେକ ଆର୍ଥିକ ଉନ୍ନତି କରନ୍ତି। ଯେଉଁ ମହିଳାର ନଖ ଲାଲ ଆଉ ଚିକ୍କଣ ହେଇ ଥାଏ ସେମାନେ ଜୀବନରେ ବହୁତ ଭାଗ୍ୟଶାଳୀ ହେଇଥାନ୍ତି।

Nail marks

ଗୋଲ ଆଉ ଲାଲ ନଖ ଥିବା ବ୍ୟକ୍ତି ମାନେ ଆର୍ଥିକ ରୂପରେ ବହୁତ ସୁଦୃଢ଼ ହେଇଥାନ୍ତି ଆଉ ସେମାନେ ଆର୍ଥିକ ଭାବେ ବହୁତ ନାମ କରିଥାନ୍ତି। ଯେଉଁ ବ୍ୟକ୍ତି ଅଥବା ମହିଳାର ନଖ ଛୋଟ ଥାଏ ସେମାନେ ଗଳା ସମ୍ବନ୍ଧୀୟ ରୋଗର ଶିକାର ହେବାର ସଂଭବନା ବହୁତ ଥାଏ। ଗୋଲାକାର ନଖ ଥିବା ବ୍ୟକ୍ତି ମାନେ ବହୁତ ଚାଲାକ ଆଉ ଶୀଘ୍ର ନିର୍ଣ୍ଣୟ ନେଉଥିବା ବ୍ୟକ୍ତି ଅଟନ୍ତି।

ପତଳା ଆଉ ଲମ୍ବା ନଖ ଥିବା ବ୍ୟକ୍ତି ଶୀଘ୍ର ନିର୍ଣ୍ଣୟ ନେଇ ପାରନ୍ତି ନାହିଁ ଆଉ ସେମାନେ ଜୀବନରେ ବହୁତ ଅସୁବିଧା ଭୋଗ କରନ୍ତି। ସେମାନଙ୍କର ନିଜର ଲୋକ ମାନଙ୍କ ସହ ପଡି ପରେ ନାହିଁ ଆଉ ସେମାନେ ଟିକେ ନିଶାସକ୍ତ ବି ହେଇ ପାରି ଥାଆନ୍ତି। ତ ଏହାଥିଲା ବ୍ୟକ୍ତିଙ୍କର ନଖ ସମ୍ବନ୍ଧୀୟ କିଛି କଥା। ଭଲ ଲାଗିଲେ ନିଶ୍ଚିତ ସେୟାର କରିବେ।

Leave a Reply

Your email address will not be published. Required fields are marked *