ମହିଳା ମାନଙ୍କ ପିରିୟଡ ସମୟ ରେ ନିଜର ବୟପ୍ରେଣ୍ଡ ସହିତ କରିବାକୁ ଚାହାଁନ୍ତି ଏମିତି କିଛି କାମ ।

womens

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତଃ ମହିଳା ମାନେ ନିଜର ପିରିୟଡ଼ ସମୟ ରେ ଚୀଡଚିଡା ହେବା , କୈଣସି କାମ ରେ ମନ ନ ଲାଗିବା ଏବଂ ମୁଡ ଅଫ୍ ହେବା ଭଳି ସମସ୍ୟା ଦେଇ ଗତି କରନ୍ତି । ସେହି ସମୟ ରେ ଜଣେ ମହିଳା ଚାହିଁଥାଏ କି ନିଜର ବୟଫ୍ରେଣ୍ଡ ର ଏକ୍ସଟ୍ରା କେୟାର । ଯଦି ଆପଣ ବି ନିଜର ଗାର୍ଲଫ୍ରେଣ୍ଡ ର ଏକ୍ସଟ୍ରା କେୟାର ନେବାକୁ ଚାହାଁନ୍ତି ତେବେ ଆପଣ ମାନଙ୍କ ପାଇଁ ଆମେ ଆଜି କିଛି ମେସେଜ୍ ଦେବୁ ।

period

ତେବେ ଆପଣ ଯଦି ଏହି ସମୟ ରେ ନିଜର ଗାର୍ଲଫ୍ରେଣ୍ଡ ଙ୍କ କେୟାର ନେବେ ତେବେ ନିଶ୍ଚିତ ଭାବେ ସେ ଆପଣଙ୍କୁ ପୂର୍ବଠୁ ବି ଅଧିକ ଭଲ ପାଇବେ । ତେବେ ଏହି କଥା ତ ସମସ୍ତେ ଜାଣନ୍ତି କି ପିରିୟଡ଼ ବେଳେ ଅସହନୀୟ କଷ୍ଟ ହୁଏ ବୋଲି । ହେଲେ ଏହି ସମୟ ରେ ବୟଫ୍ରେଣ୍ଡ ର କେୟାରିଂ ଗୁଣ ଦ୍ୱରା କମ୍ ହୋଇପାରେ । ତେବେ ଆସନ୍ତୁ ଆଉ କିଛି ଉପାୟ ବିଷୟ ରେ ଜାଣିନେବା ଜାହା ଦ୍ୱାରା ଆପଣ ମାନେ ସେମାନଙ୍କ ଏହି କଷ୍ଟ କୁ ଦୂର କରିପାରିବେ ।

1. ଯଦି ଆପଣ ବାହାରେ ଥିବେ ତେବେ ଏମିତି କହିବେ କି ତାଙ୍କର ପସନ୍ଦର ଫୁଡ୍ ନେଇକରି ଆସୁଛନ୍ତି ବୋଲି । ଜାହା ସେମାନଙ୍କର ପ୍ରିଡା କୁ ବହୁତ କମ୍ କରିଦେବ ।
2. ସେହି ପରି ଆପଣ ମାନେ ଏମିତି ବି କହି ପାରିବେ କି ତୁମକୁ କିସ୍ କରିବାର ଅଛି ମୁଁ ଜଲ୍ଦି ଘରକୁ ଜାଇଛି ବୋଲି । ଏହା କରିଲେ ଏହା ଜଣା ପଡେ କି ଆପଣଙ୍କର ନିଜର ଗାର୍ଲଫ୍ରେଣ୍ଡ ପାଇଁ କେତେ ଚିନ୍ତା ରହିଛି ବୋଲି ।

periodd

3. ଏହା ବି କହି ପାରିବ କି ଣ ତୁମେ ସୋପିଂ କରିବାକୁ ଯିବକି ଏମିତି ସୁଣିଲେ ତାଙ୍କର ମନ ନିଶ୍ଚିତ ଭଲ ହୋଇଯିବ ।
4. ବେବି ତୁମେ ଆଜି କେଉଁ ପ୍ରକାରର ଆଇକ୍ରିମ୍ ଖାଇବ ଏମିତି କହିଲେ ତାଙ୍କର କେୟାର ଝଲ୍ଲକି ଉଠିବ ।

5. ବା ଏମିତି ବି କହି ପାରିବ କି ତୁମେ ଡିନ୍ନର ରେ କେଉଁ ତରକାରୀ ଖାଇବା ପାଇଁ ପସନ୍ଦ କରିବ ।
6. ଏହା ସହିତ ତାଙ୍କର ସ୍ୱସ୍ଥ୍ୟ ପାଇଁ ଔଷଧ ନେଇ କରି ତାଙ୍କର ଯତ୍ନ ନେବା ପାଇଁ ଆପଣ ମାନେ ଚେଷ୍ଟା କି ପାରିବ ।

Leave a Reply

Your email address will not be published. Required fields are marked *