କୋଭିଡ ଟୀକା ନେବା କାହିଁକି ଜରୁରୀ, କେଉଁମାନେ ନେଇ ପାରିବେ।

corona

ଆଜି ଆମେ ଆପଣଙ୍କ ପାଖରେ ଏକ ଗୁରୁତ୍ତ୍ୱପୂର୍ଣ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ କୋଭିଡ ଟୀକା ସମ୍ବନ୍ଧରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି ଆପଣଙ୍କ ପାଖରେ ଜାଣିବା ନିହାତି ଦରକାର ଅଟେ। ଆଜି ସବୁ ଲୋକଙ୍କ ମନ ଭିତରେ ଏହି ପ୍ରଶ୍ନ ଆସୁଛି କି ଆମକୁ ଟୀକା ନେବା ଉଚିତ କି ନୁହଁ, ଆଉ ଆମ ଟୀକା ନେବା ଦ୍ୱାରା ଆମ ଶରୀରରେ କି ପ୍ରକାରର ବଦଳ ଆସିଥାଏ ଆଉ ତାହାର ଫଳାଫଳ କିପରି ହେଇଥାଏ। ମୁଖ୍ୟତଃ ଆମେ ଆମ ଭ୍ୟାକ୍ସିନର ଫଳାଫଳ ଜାଣିବା। ଏହାର ଉପକାରୀତା ବାବଦରେ ହି ଜାଣିବା ଆମେ। ତେବେ ଆମକୁ ଏହା ଜାଣିବାକୁ ହେବ କି ଆମକୁ ଭାରତ ଆଉ ଓଡିଶା ସରକାରଙ୍କର ସହାୟତାରେ ମିଳୁଥିବା ଭ୍ୟାକ୍ସିନ ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଆଉ ଆମ ଶରୀରକୁ ଏହି ରୋଗ ସହ ଲଢ଼ିବାର ଶକ୍ତି ପ୍ରଦାନ କରିଥାଏ।

tika

ତେଣୁ ଆପଣ ଏହା ବାବଦରେ ଡରନ୍ତୁ ନାହିଁ। ଆପଣଙ୍କୁ ଏହା ବାବଦରେ ପ୍ରୟାସ କରିବାର ଅଛି କାରଣ ଏହା କୁ ସରକାର ଖାଲି ଏପରି ଆଣି ଆମ ଭିତରେ ରଖି ଦେଇଛନ୍ତି ତାହା ନୁହଁ ବରଂ ଏହାର ବହୁତ କିଛି ପରୀକ୍ଷଣ କରା ଯାଇଛି। ତାହାପରେ ହି ଯାଇ ଏହାକୁ ଆମ ଭିତରେ ଆଣି ଦିଆ ଯାଇଛି।ସରକାର ଏହାକୁ ଲୋକମାନଙ୍କୁ ଦେବା ଆଗରୁ ବହୁତ ଅଧିକ ଆଉ ବହୁତ ପ୍ରକାରର ପରୀକ୍ଷା ନିରୀକ୍ଷା କରିଛନ୍ତି ତାହାପରେ ହି ଆଣି ଏହାକୁ ଆମ ଭିତରେ ଦିଆ ଯାଇଛି।

ତେବେ ଆପଣ ସୋସିଆଲ ମିଡ଼ିଆର ବହୁତ ନକଲି ନିଉଜ ମାନଙ୍କ ଠାରୁ ଦୂରରେ ରୁହନ୍ତୁ ଆଉ ଭ୍ୟାକ୍ସିନ ନିଶ୍ଚୟ ନିଅନ୍ତୁ। କାରଣ ଏହାଦ୍ୱାରା ଆମ ମାନଙ୍କ ଭିତରେ ଏହି ରୋଗ ଆଉ ବ୍ୟାପିବ ନାହିଁ। ଏହା କେବଳ ଆଉ କେବଳ ଟୀକା ଦ୍ୱାରା ହି ସମ୍ଭବପର ଅଟେ କାରଣ ଏହାଦ୍ୱାରା ଆମ ପରିଜନ ତଥା ପରିବାର ବର୍ଷ ଆଉ ବନ୍ଧୁ ବାନ୍ଧବଙ୍କ ଭିତରେ ଏହି ରୋଗ ଆଉ ବ୍ୟାପିବ ନାହିଁ। ତେଣୁ ଆପଣ ଟୀକା ନିଅନ୍ତୁ।

Vaccine

ଯେପରିକି ଆମେ ଜାଣୁ କି ୨୦୨୧ ଠାରୁ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହେଇଥିଲା ଆଉ ତାହା କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କୁ ଦିଆ ଯାଉଥିଲା। ମାତ୍ର ଏବେ ତାହା ୧୮ ବର୍ଷର ପିଲାଙ୍କୁ ବି ଦିଆ ଯାଉଛି। ତେଣୁ ଆପଣ ନିଜର ବାରି ଆସିବା ସମୟରେ ନିଶ୍ଚୟ ଟୀକା ନିଅନ୍ତୁ। ଆଉ ଏକ ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ କି ଟୀକା ନେବାଦ୍ୱାରା କଣ ହେବ, କିଛି ହେବ କି ନାହିଁ, କିଛି ଅସୁବିଧା ହେବ କି, ତ ଆପଣଙ୍କୁ ଆମେ କହି ରଖୁଛୁ କି ଟୀକା ନେବାଦ୍ୱାରା ଅଧିକ ରୁ ଅଧିକ ଆପଣଙ୍କର ଏଲର୍ଜି ହେଇପାରେ।

ତାହା ବି ବହୁତ କ୍ଵଚିତ ଲୋକଙ୍କୁ ହୁଏ। ଏହାର ମାନେ ଏଇଆ ନୁହଁ କି ଆପଣ ଟୀକା ହି ନେବେ ନାହିଁ। ଆପଣ ଏହା ଚିନ୍ତା କରି ଜମା ବି ବସାନ୍ତୁ ନାହିଁ କି ଟୀକା ନେବାଦ୍ୱାରା କିଛି ଅସୁବିଧା ହୁଏ। ଆପଣ ଟୀକା ନିଶ୍ଚୟ ନିଅନ୍ତୁ ଆଉ ସେଠାରେ ଏପରି ଡକ୍ଟର ମାନେ ଅଛନ୍ତି ଯିଏ କି ଆପଣଙ୍କୁ ସୁରକ୍ଷିତ ରଖି ପାରିବେ।

Leave a Reply

Your email address will not be published. Required fields are marked *