ପ୍ରେମରେ ଶାରୀରିକ ସମ୍ଵନ୍ଧ ରଖିବା ଜରୁରୀ କାହିଁକି ହୋଇଥାଏ।

a-tips

ପ୍ରେମରେ ଶାରିରୀକ ସ-ମ୍ଵନ୍ଧ କାହିଁକି ଜରୁରୀ ହୋଇଥାଏ ସେ ବିଷୟରେ ଆଜି ଆମେ ୬ ଟି କାରଣ ଜାଣିବା। ବିବାହ ପରେ ସମସ୍ତେ ଶାରୀରିକ ସମ୍ପର୍କ ରଖିଥାନ୍ତି , ତେବେ କୁହାଯାଏ ଶାରୀରିକ ସମ୍ପର୍କ ରଖିଲେ ପ୍ରେମ ବଢିଥାଏ ବୋଲି । ଆଜି ଆମେ ସେ ବିଷୟରେ ଆଲୋଚନା କରିବା ।

ପ୍ରଥମତ ପ୍ରେମରେ ଶାରୀରିକ ମିଳନ ଦ୍ୱାରା ପୁଅ ଓ ଝିଅ ଭିତରେ ଭାବନାତ୍ମକ ବିକାଶ ହୋଇଥାଏ।ଜଣେ ଅନ୍ୟର ବହୁତ ନିକଟ ବର୍ତ୍ତି ହୋଇଯାଏ,ସାଥି ଉପରେ ଭରସା ବଢେ ଓ ଦୁଇଜଣଙ୍କ ସମ୍ପର୍କ ନିବିଡ଼ ହୋଇଥାଏ ଆଉ ଦୁଇଜଣଙ୍କ ଭିତରେ ବହୁତ ଭଲ ପାଇବା ବଢିଥାଏ। ଶାରୀରିକ ସମ୍ଵନ୍ଧ ରଖିବା ଦ୍ୱାରା ନିଜ ସାଥି ପ୍ରତି ସକାରାତ୍ମକ ଭବନା ସୃଷ୍ଟି ହୁଏ। ଶାରୀରିକ ସମ୍ପର୍କ ଅନ୍ତରଙ୍ଗତା ବଢେ଼ଇବାରେ ସାହାଯ୍ୟ କରେ। ଶାରୀରିକ ସମ୍ପର୍କ ଦ୍ୱାରା ମନ ସହିତ ମନ ଓ ଆତ୍ମା ସହିତ ଆତ୍ମାର ମିଳନ ହୋଇଥାଏ ଏହି ମିଳନ କିଛି ସମୟ ପାଇଁ ସୀମିତ ନଥାଏ। ଶାରୀରିକ ସମ୍ପର୍କ ଦ୍ୱାରା ପ୍ରେମରେ ନୂତନତ୍ୱ ବଢେ ଓ ପ୍ରେମକୁ ଜୀବନ୍ତ ରଖେ।ସମୟ ଅନୁସାରେ ଏହା ପରିବର୍ତ୍ତୀତ ନହେଇ ଦୁଇଜଣଙ୍କ ଭିତରେ ଥିବା ଭଲ ପାଇବା ସନ୍ତୁଳିତ ରହିଥାଏ।

loves

ଦ୍ୱୀତିୟରେ ଦୁଇ ଜଣଙ୍କ ଭିତରେ ଶାରୀରିକ ହେବା ପରେ ସେ ଦୁଇଜଣ ଚିନ୍ତା ମୁକ୍ତ ହୋଇଥାନ୍ତି ଓ ମନ ବହୁତ ଖୁସି ଅନୁଭବ କରିଥାଏ।ଶାରୀରିକ ସମ୍ଵନ୍ଧ ଦ୍ୱାରା ମସ୍ତିଷ୍କ ଥଣ୍ଡା ରହେ।ପ୍ରେମ ସମ୍ପର୍କରେ ଯଦି ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣଙ୍କ ପ୍ରେମକୁ ମଜବୁତ କରିଥାଏ ।

ତୃତୀୟରେ ଶାରୀରିକ ସମ୍ଵନ୍ଧ ରଖିବା ଦ୍ୱାର ଆପଣଙ୍କ ସମ୍ପର୍କକୁ ବଢେ଼ଇବାରେ ସାହାଯ୍ୟ କରେ।ଶାରୀରିକ ସମ୍ଵନ୍ଧ ରଖିବା ଦ୍ୱାରା ଆପଣଙ୍କ ସାଥି ଓ ଆପଣଙ୍କ ଭିତରେ ସମ୍ପର୍କ ଗହୀର ହୋଇଥାଏ ଓ ଆପଣ ଦୁଇଜଣ ନିଜ ଭିତରେ କୌଣସି କଥା ଲୁଚେଇ ପାରିବେ ନାହିଁ ।

marred

ଚତୁର୍ଥରେ ଶାରୀରିକ ସମ୍ଵନ୍ଧ ଗୋଟିଏ ଭଲ ଶାରିରିକ ପରିଶ୍ରମ ଅଟେ।ଯାହାଫଳରେ ଆମେ ଚିନ୍ତା ମୁକ୍ତ ରହୁ,ମନ ଖୁସି ହେବା ସହିତ ଆପଣମାନଙ୍କୁ ଭଲ ନିଦ ହୋଇଥାଏ ।

ପଞ୍ଚମରେ ଶାରୀରିକ ସମ୍ଵନ୍ଧ ଦ୍ୱାରା ବହୁତ ଲୋକଙ୍କୁ ଖୁସି ମିଳିଥାଏ। ଯେଉଁମାନେ ସପ୍ତାହରେ ୨-୩ ଥର ଶାରୀରିକ ସମ୍ପର୍କ ରଖନ୍ତି ସେ ଦମ୍ପତି ଅନ୍ୟ ମାନଙ୍କ ଅପେକ୍ଷା ବହୁତ ଖୁସିରେ ରହିଥାନ୍ତି ।

love

ଶେଷରେ ଆମେ ସପ୍ତାହରେ ୨-୩ ଥର ଶାରୀରିକ ସମ୍ଵନ୍ଧ ରଖିବା ଦ୍ୱାରା ଶରୀର ଶାନ୍ତ ଓ ମନ ନିଶ୍ଚିନ୍ତ ରହିଥାଏ। ଡିପ୍ରେସନ ମାନସିକ ଅଶାନ୍ତି ଓ ଚିନ୍ତା ସବୁକିଛି ଦୁର ହୋଇଯାଏ। ଏହା ସହିତ ପ୍ରଜନନ କ୍ଷମତା ବଢିଯାଏ।ମହିଳାମାନଙ୍କର ମାସିକ ଚକ୍ର ସମୟ ଅନୁସାରେ ସମ୍ପାଦିତ ହୋଇଥାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାରୁ ପ୍ରତ୍ୟକ ଲୋକ ନିର୍ଧାରିତ ବୟସରେ ଉପନିତ ହେବା ପରେ କରିଥାଏ।ଏଥିରେ ଲାଜ କରିବାର ଆଵଶ୍ୟକତା ନାହିଁ ଲୋକମାନେ ଏ ଉପରେ ଖୋଲା ଖୋଲି ଭାବରେ କଥା ହେବାକୁ ଲାଜ କରନ୍ତି ସତ କିନ୍ତୁ ଏହା ଆପଣଙ୍କ ଶରୀର ଓ ମନ ପାଇଁ ଆଵଶ୍ୟକତା ରହିଅଛି। ବିବାହ ପୂର୍ବରୁ ଶାରୀରିକ ସମ୍ଵନ୍ଧ ରଖିଥିବା ପ୍ରେମୀ ତାଙ୍କ ପ୍ରେମରେ ସଫଳ ହୋଇ ପାରନ୍ତି ନାହିଁ ।

ଏହି ଭଳି ସ୍ୱାସ୍ତ୍ୟ ସମନ୍ଧୀୟ ତଥ୍ୟ ପଢିବା ପାଇଁ ଏବେ ହିଁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *