ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର କାହିଁକି ଚାକିରୀ ଛାଡିଥିଲେ , ଜାଣିଲେ ଆଖିରୁ ଲୁହ ବାହାରି ଆସିବ ।

sabya-sachi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ରିୟଲ୍ ହିରୋ ସବ୍ୟସଚୀ ମିଶ୍ର ଇଞିନିୟର ଚାକିରୀ କରି ଥିଲେ , ତେବେ ସେ କଣ ପାଇଁ ଏହି ଇଞିନିୟର ଚାକିରି ଛାଡିଲେ ସେହି ବିଷୟ ରେ ସେ କଣ କହିଛନନ୍ତିି ଏହି ଦିନ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିଁବୁ ।

sabyasachi

1985 ମସିହା ଅକ୍ଟୋବର 6 ତାରିଖ ରେ ତାଙ୍କର ଜନ୍ମ ପରେ ଓଡ଼ିଆ , ବଙ୍ଗାଳୀ , ଏବଂ ତେଲୁଗୁ ଫିଲ୍ମ ରେ ସେ କାମ କରି ସାରିଛନ୍ତି । 2007 ମସିହା ରେ ରିଲିଜ୍ ହୋଇ ଥିବା ଫିଲ୍ମ ପାଗଳ ପ୍ରେମୀ ରୁ ସେ ନିଜର ଓଲିଉଡ ର କେରିଅର ଆରମ୍ଭ କରି ଥିଲେ , ଏବଂ ପରେ ପରେ ସେ ସବ୍ୟସଚୀ ମିଶ୍ର ଜଣେ ଆଲବମ୍ ଜଗତ ର ଲୋକ ପ୍ରିୟ ଅଭିନେତା ଭାବେ ପରିଚିତ ହେଲେ ,

ଅନେକ ହିଟ୍ ଆଲବମ୍ ଦେଇ ସେ ସେହି ସମୟ ରେ ବହୁତ ପ୍ରଶଂସା ସାଉଣ୍ଟି ଛନ୍ତି , ସିଲିକନ୍ ଇନ୍ଚ୍ୟୁଟ୍ ଅଫ୍ ଟେକ୍ନୋଲଜି ରୁ ନିଜର ଇଞିନିୟରିଂ କରି ଥିବା ସବ୍ୟସଚୀ ମିଶ୍ର ଇନଫୋସିସ୍ ରେ କାମ କରୁ ଥିଲେ , କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ସେଠାରେ ବେଶି ଦିନ ରହିବାକୁ ଦେଲା ନାହିଁ ।

sabyyya

ଚାକିରି ଛାଡି ସବ୍ୟସଚୀ ମିଶ୍ର ମନରଂଞନ ଦୁନିଆଁ ରେ ପାଦ ଦେଲେ ପ୍ରଥମେ ଆଲବମ୍ ଏବଂ ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ ର ସୁପର ଷ୍ଟାର ହୋଇ ଜାଇ ଥିଲେ ସେ ଭଲ ଅଭିନୟ କରିବା ସହିତ ସେ ବହୁତ ଭଲ ଗୀତ ବି ଗାଇ ଥାନ୍ତି ,

ଆପଣ ମାନେ ବୋଧ ହୁଏ ଜାଣି ନ ଥିବେ କି ତାଙ୍କର ଫିୁଲ୍ମ ପିଲାଟା ବିଗିଡି ଗଲା ର ଟାଇଟେଲ୍ ଗୀତ ଟି ସେ ନିଜେ ଗାଇ ଥିଲେ, ବ୍ୟକ୍ତିଗତ ଜିବନ କହିଲେ ତାଙ୍କର ବାପା ସୁରେନ୍ଦ୍ର ପ୍ରଶାଦ୍ ମିଶ୍ର IAS ଅଫିସର ଅଟନ୍ତି , ଏବଂ ମାଆ ସୁଷମା ମିଶ୍ର ଜଣେ ଲେଖକ ଅଟନ୍ତି , ସବ୍ୟ ଙ୍କ ଭାଇ ସମ୍ୟ କାନ୍ତ ମିଶ୍ର ଜଣେ ଟେଲିକମ୍ ଇଞିନିୟର ,

sabya

ସବ୍ୟସଚୀ ମିଶ୍ର ଙ୍କ ଘରେ ତାଙ୍କୁ ବୁଟୁଲା ବୋଲି ସ୍ନେହ ରେ ଡାକନ୍ତି , ତେବେ ପାଗଳ ପ୍ରେମୀ , ମୋ ସପନ ର ଶୈଦାଗର , ପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ , କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ , ଏମିତି ବହୁତ ହିଟ୍ ଫିଲ୍ମ ସେ ଦେଇ ଥିବା ବେଳେ ଆପଣ ମାନଙ୍କୁ ତାଙ୍କର ଏହି ଫିଲ୍ମ ମାନଙ୍କ ମଧ୍ୟ ରୁ କେଉଁ ଫିଲ୍ମ ଟି ଅଧିକ ପରିମାଣ ରେ ପସନ୍ଦ ଆସୁଛି ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *