ଝିଅଙ୍କ ଶରୀରର ଆମେ କେଉଁ ଜିନିଷ କୁ ଖାଇ ପାରିବା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

question

ପ୍ରଶ୍ନ : ଦୁନିଆଁ ର କେଉଁ ଜିନିଷ କେବେ ତଳେ ପଡିଲେ ଭାଙ୍ଗେ ନାହିଁ ? ଏହାର ସଂମ୍ପର୍ଣ୍ଣ ଉତ୍ତର ହେଲା ବର୍ଷା କେବେ ତଳେ ପଡିଲେ ଭାଙ୍ଗେ ନାହିଁ ।
ପ୍ରଶ୍ନ: ସବୁ ପକ୍ଷୀ ଆଗକୁ ଉଡନ୍ତି କିନ୍ତୁ କେଉଁ ପକ୍ଷୀ ପଛ ପଟକୁ ଉଡିଥାଏ? ଏହାର ସଠିକ୍ ଉତ୍ତର ହେଲା କିୱି ପକ୍ଷୀ ।
ପ୍ରଶ୍ନ : ଏମିତି କେଉଁ ଜିନିଷ ରହିଛି ଜାହା ବହୁତ ଦୂର ଯାଏ ଯାଏ ହେଲେ ନିଜ ସ୍ଥାନ ରୁ ହଟେ ନାହିଁ ? ଏହାର ସଠିକ୍ ଉତ୍ତର ହେଲା ସଡକ ।

ପ୍ରଶ୍ନ: କେଉଁ ଦେଶ ପାଖରେ ସବୁଠୁ ଅଧିକ ସୈନିକ ଅଛି ? ଏହାର ସଠିକ୍ ଉତ୍ତର ହେଲା ଆମେରିକା ।
ପ୍ରଶ୍ନ : ଶରୀର ର କେଉଁ ଅଙ୍ଗ ରୁ କେବେ ବି ଝାଳ ବୋହି ନ ଥାଏ ? ଏହାର ସଠିକ୍ ଉତ୍ତର ହେଲା ଓଠ ।

qu

ପ୍ରଶ୍ନ : କେଉଁ କ୍ଷେତ୍ର କୁ ଚାଉଳ ର ଗିନା ବୋଲି କୁହା ଯାଏ ? ଏହାର ଉତ୍ତର ହେଲା କୃଷ୍ଣା ଏବଂ ଗୋଦାବରୀ କ୍ଷେତ୍ର କୁ ଚାଉଳ ର କ୍ଷେତ୍ର ବୋଲି କୁହା ଯାଏ ।
ପ୍ରଶ୍ନ : ଝିଅ ଶରୀର ର କେଉଁ ଅଶଂ କୁ ଆମେ ଖାଇ ପାରିବା ? ଏହାର ସଠିକ୍ ଉତ୍ତର ହେଲା ଲେଡି ଫିଙ୍ଗର ଓଡିଆରେ ଭେଣ୍ଡୀ ବୋଲି କୁହନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *